Browsing Category
Breaking News
ସାପକୁ ମାରି ମସଲା ସହ ଖାଇଗଲେ , ଭିଡିଓ ଭାଇରାଲ
ଜଣେ ୩୦ ବର୍ଷୀୟ ବ୍ୟକ୍ତି ସାପକୁ ମାରିବା ସହ ତାକୁ କାମୁଡି ଖାଇଥିବାର ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମସଲା ପ୍ରୟୋଗ କରି ଏହି ସାପକୁ ଆହୁରି ୩ ଜଣ ଖାଇଥିଲେ, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇାରାଲ…
ଭୁବନେଶ୍ୱରରୁ ଆଜି ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
ଭୁବନେଶ୍ୱର, ୧୯ା୯ (ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି ମଧ୍ୟ ଭୁବନେଶ୍ୱରରୁ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ…
ନେତାଙ୍କ ପରେ ଏବେ ଉପମୁଖ୍ୟମନ୍ତ୍ରୀଙ୍କୁ କରୋନା
ବେଙ୍ଗାଲୁର,୧୯ ।୯: କର୍ଣ୍ଣାଟକରେ ଗୋଟି ପରେ ଗୋଟିଏ ନେତା କରୋନା ଭାଇରସର କବଜାକୁ ଆସିବାରେ ଲାଗିଛନ୍ତି । ଶାସକ ଓ ବିରୋଧୀ ଦଳର ଅନେକ ନେତା ପଜିଟିଭ୍ ହୋଇଥିବା ବେଳେ ବର୍ତ୍ତମାନ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ସିଏନ…
ହୋମ ଆଇସୋଲେସନରେ ଥିବା କୋଭିଡ଼ ରୋଗୀ କିପରି ଚିକିତ୍ସା ହେବେ କହିଲେ ରାଜ୍ୟ ସରକାର
ଭୁବନେଶ୍ୱର, ୧୯ା୯(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସ୍ଥିତି ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । କରୋନା ଲକ୍ଷଣ ଦେଖାଦେଲେ କଣ କରିବେ ଓ ଘରେ ରହି ନିଜେ ନିଜେର କିପରି ଚିକିତ୍ସା କରିବେ ସେନେଇ ସୂଚନା ଦେଇଛନ୍ତି…
ଶାରଦା ପ୍ରସନ୍ନଙ୍କ ନାଁରେ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୯ ।୯(ଓଡିଶା ଭାସ୍କର): ବିଶିଷ୍ଟ ଗୀତିକାର ଓ ଚଳଚ୍ଚିତ୍ର ନିର୍ମାତା ଶାରଦା ପ୍ରସନ୍ନ ନାୟକଙ୍କ ସ୍ମୃତିରେ ଆଜି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ପ୍ରତିବର୍ଷ ଶାରଦାଙ୍କ ନାଁରେ…
ଅନୁଭବ-ବର୍ଷା ବିବାଦ: ବର୍ଷାଙ୍କ ସୁପ୍ରିମକୋର୍ଟ ଯିବା ଘଟଣାରେ କଣ କହିଲେ ଅନୁଭବଙ୍କ ଓକିଲ, ଜାଣନ୍ତୁ
କଟକ, ୧୯ା୯(ଓଡ଼ିଶା ଭାସ୍କର): ଓଲିଉଡ଼ ସଫଳ ଅଭିନେତ୍ରୀ ବର୍ଷା ତାଙ୍କ ସ୍ୱାମୀ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ନାମରେ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଉଥିବା ଅଭିଯୋଗ ଆଣିଛନ୍ତି । ଆଜି ଏହି ମାମଲାରେ…
ଚୀନରେ ବ୍ୟାପିଲା ନୂଆ ରୋଗ: ୩୨୪୫ ଜଣ ପଜିଟିଭ୍, ୨୧ ହଜାରରୁ ଅଧିକ ପରୀକ୍ଷା
କରୋନାର ତାଣ୍ଡପ ଶେଷ ହୋଇନଥିବା ବେଳେ ଚୀନରେ ବ୍ୟାପିଛି ଆଉ ଏକ ନୂଆ ରୋଗ । ଏଥିରେ ୩୨୪୫ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ୨୧,୮୪୭ ଜଣଙ୍କର ପରୀକ୍ଷା ହୋଇଛି । ଉତ୍ତର ପଶ୍ଚିମ ଚୀନର ଗାନସୁ ଅଞ୍ଚଳର ଲାନଜୋରରେ…
ରାଜ୍ୟସଭା ଉପାଧ୍ୟକ୍ଷ ଆସନରେ ବିଜେଡ଼ି ସାଂସଦ
ଭୁବନେଶ୍ୱର, ୧୯ା୯(ଓଡ଼ିଶା ଭାସ୍କର): ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଛନ୍ତି ବିଜେଡ଼ି ସାଂସଦ । ଉପାଧ୍ୟକ୍ଷ ଭାବେ ଗୃହକାର୍ଯ୍ୟ ତୁଲାଇଛନ୍ତି ସାଂସଦ ସସ୍ମିତ ପାତ୍ର । ଦକ୍ଷତା ଓ ସାଧୁତାର ସହ ଗୃହ ପରିଚାଳନା…
ଆଦିବାସୀଙ୍କ ଘର ଭାଙ୍ଗିବା ଘଟଣାରେ ମହିଳା ସରପଞ୍ଚ ନିଲମ୍ବିତ
ଭୁବନେଶ୍ୱର, ୧୯ା୯(ଓଡ଼ିଶା ଭାସ୍କର): ଆଦିବାସୀଙ୍କ ଘର ଭାଙ୍ଗିବା ପଡ଼ିଲା ମହଙ୍ଗା । ଆଗଲପୁର ବ୍ଲକ ସାଲେଭଟା ପଞ୍ଚାୟତର ମହିଳା ସରପଞ୍ଚ ହେମକାନ୍ତୀ ମୁଣ୍ଡା ନିଲମ୍ବିତ ହୋଇଛନ୍ତି । ତାଙ୍କୁ ସରପଞ୍ଚ ପଦରୁ ବିଦା କରିଛନ୍ତି…
ଚିଲିକା, ଅଂଶୁପା ପାଇଁ କେନ୍ଦ୍ରର ୪.୭ କୋଟି ସହାୟତା
ଭୁବନେଶ୍ୱର,୧୯ ।୯(ଓଡିଶା ଭାସ୍କର): ଚିଲିକା ଓ ଅଂଶୁପା ରକ୍ଷଣାବେକ୍ଷଣା ପାଇଁ ସହାୟତା ରାଶି ଘୋଷଣା କରିଛି କେନ୍ଦ୍ର । ଦୁଇ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ୪.୭ କୋଟି ଟଙ୍କାର ସହାୟତା ରାଶି ଦିଆହୋଇଛି । ସହୟତା ପାଇଁ…