Browsing Category

Breaking News

ଶ୍ରୀମନ୍ଦିରରେ ଅକ୍ଷୟ ତୃତୀୟା ନୀତି ନେଇ ପ୍ରସ୍ତୁତି ଆରମ୍ଭ

ପୁରୀ, ୨୫ା୪(ଓଡ଼ିଶା ଭାସ୍କର): ଅକ୍ଷୟ ତୃତୀୟା ନୀତିକୁ ନେଇ ଶ୍ରୀମନ୍ଦିରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଶ୍ରୀମନ୍ଦିର ଭିତରେ ଚାହାଣୀ ମଣ୍ଡପ ନିକଟରେ ନୀତି ହେବ । ରଥ କାଠ ଅନୁକୂଳ ପର୍ବ ପାଇଁ ମାପଚୁପ ହୋଇଛି ।…

ଦେଶରେ କୋରୋନା ମୃତ୍ୟୁସଂଖ୍ୟା ୭୭୫କୁ ବୃଦ୍ଧି ।

ଭୁବନେଶ୍ୱର :୨୫ ।୪(ଓଡିଶା ଭାସ୍କର): ଦେଶରେ କୋରୋନା ମୃତ୍ୟୁସଂଖ୍ୟା ୭୭୫କୁ ବୃଦ୍ଧି । ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହଜାର ୫୦୬କୁ ବୃଦ୍ଧି, ୫ ହଜାର ୬୨ ସୁସ୍ଥ । ୧୮ ହଜାର ୬୬୮ ଜଣ କୋରୋନା ଆକ୍ରାନ୍ତ ଚିକିତ୍ସାଧୀନ ।…

୩୦ ପ୍ରତିଶତ କମ ପାଠ ପଢ଼ିବେ ଦଶମ ପିଲା

ଭୁବନେଶ୍ୱର :୨୫ ।୪(ଓଡିଶା ଭାସ୍କର): ବଦଳିବ ୨୦୨୦-୨୧ ଶିକ୍ଷା ବର୍ଷ ।୩୦ ପ୍ରତିଶତ କମ ପଢ଼ିବେ ଦଶମ ପିଲା । ଦଶମରୁ ଦ୍ୱାଦଶ ଶ୍ରେଣୀ ପାଠ୍ୟକ୍ରମ ବଦଳାଇବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର ମାନବ ସମ୍ବଳ ବିକାଶ…

ଆଜିଠୁ ଖୋଲିବ ସବୁ ଦୋକାନ,ମଲ ଓ ସପିଂ କମ୍ପେ୍ଳକ୍ସକୁ ନାହିଁ ଅନୁମତି

ଭୁବନେଶ୍ୱର :୨୫ ।୪(ଓଡିଶା ଭାସ୍କର):କରୋନା ନେଇ ସାରା ଦେଶରେ କଟକଣା । ଏଭଳି ଅବସ୍ଥାରେ କେବଳ ପନିପରିବା,ଫଳ,ମେଡିସିନ ,ସଉଦା ଦେକାନ,କୃଷି ପାଇଁ ଅବଶ୍ୟକ ଦ୍ରବ୍ୟ ବିକ୍ରି କରୁଥିବା ଦୋକାନ ଖୋଲିବାକୁ ଅନୁମତି ଥିଲା ।…

ତାଣ୍ଡବ ରଚିଲା କାଳବୈଶାଖୀ

ଭୁବନେଶ୍ୱର :୨୫ ।୪(ଓଡିଶା ଭାସ୍କର):ତାଣ୍ଡବ ରଚିଲା କାଳବୈଶାଖୀ। ଗୋଟେପଟେ କରୋନା ସଂକ୍ରମଣକୁ ନେଇ ଆତଙ୍କ ଅନ୍ୟପଟେ କାଳବୈଶାଖୀର ତାଣ୍ଡବ। ଆଜି ଅପରାହ୍ନରେ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅଞ୍ଚଳରେ…

ମେ ରେ ଆସୁଛି ବାତ୍ୟା !

ଭୁବନେଶ୍ୱର :୨୫ ।୪(ଓଡିଶା ଭାସ୍କର): ଓଡିଶା ଉପରେ ଏବେ ଆଉ ଏକ ବାତ୍ୟାର କଳାବାଦଳ । ଗତ ବର୍ଷ ଠିକ ଏହି ମେ ମାସରେ ବାତ୍ୟା ଫନି ରାଜ୍ୟରେ ରଚିଥିଲା ତାଣ୍ଡବ । କରିଥିଲା ବ୍ୟାପକ କ୍ଷୟକ୍ଷତି । ମାସ ମାସ ଧରି…

ରମଜାନ ମାସ ଅରମ୍ଭ ,ସାମୂହିକ ନମାଜ ପାଠ ଉପରେ ଅଙ୍କୁଶ ,ଦୂରରୁ ଜଣାଇବେ ଇଦ ମୁବାରକ

ଭୁବନେଶ୍ୱର :୨୫ ।୪(ଓଡିଶା ଭାସ୍କର): ଆଜିଠୁ ଆରମ୍ଭ ହେଲା ଇସଲାମୀୟ ଧର୍ମ ମାସ ରମଜାନ । ଇସଲାମୀୟ ମାନଙ୍କ ମଧ୍ୟରେ ଏହାର ଯଥେଷ୍ଠ ଗୁରୁତ୍ୱ ରହିଛି । ଗତ କାଲି ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ବର୍ଷା ହେବା ଓ ବାଦଲ…

ପୁରୀ ଶ୍ରୀମନ୍ଦିର ପରିସରରେ ହେବ ଅକ୍ଷୟତୃତୀୟା ନୀତି

ପୁରୀ, ୨୪ା୪(ଓଡ଼ିଶା ଭାସ୍କର): ପୁରୀ ଶ୍ରୀମନ୍ଦିର ପରିସରରେ ଅକ୍ଷୟ ତୃତୀୟା ନୀତି ସମ୍ପନ୍ନ ହେବ । ସରକାରୀ ନିୟମ ପାଳନ କରି ଅନୁଷ୍ଠିତ ହେବ ଚନ୍ଦନଯାତ୍ରା  । ଏହାସହ ମନ୍ଦିର ପରିସରରେ ଅନୁଷ୍ଠିତ ହେବ ୨୧ଦିନିଆ…

ମୁଖ୍ୟମନ୍ତ୍ରୀଙ୍କୁ ଉପରାଷ୍ଟ୍ରପତିଙ୍କ ପ୍ରଶଂସା

ଭୁବନେଶ୍ୱର,୨୪ ।୪(ଓଡିଶା ଭାସ୍କର): ଆଜି ଜାତୀୟ ପଞ୍ଚାୟତିରାଜ ଦିବସ । ଜାତୀୟ ପଞ୍ଚାୟତିରାଜ ଦିବସରେ  ଇଂରାଜୀ ଦୈନିକରେ ନିବନ୍ଧ ଲେଖି ମତ ରଖିଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ । ସେହି ନିବନ୍ଧରେ ମୁଖ୍ୟମନ୍ତ୍ରୀ…

୨୯ରେ ଲଘୁଚାପ, ୩ ଯାଏଁ କାଚିବ

ଭୁବନେଶ୍ୱର,୨୪ ।୪(ଓଡିଶା ଭାସ୍କର): ଚଳିତ ଏପ୍ରିଲ ମାସ ୨୯ରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ପୂର୍ବ ଓ ଉତ୍ତର ପୂର୍ବ ଭାରତରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର…