Browsing Category

Breaking News

ଭଦ୍ରକର ୫ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ ଘୋଷିତ

ଭଦ୍ରକ, ୨୦ା୪(ଓଡ଼ିଶା ଭାସ୍କର): ଭଦ୍ରକର ୫ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା ହୋଇଛି । ଭଦ୍ରକ ସ୍ଥିତ ବାସୁଦେବପୁରର ୩ ଓ ଭଣ୍ଡାରୀପୋଖରୀର ୨ ପଞ୍ଚାୟତ ସିଲ୍ ହୋଇଥିବା ସୂଚନା ମିଳିଛି । ଏହାସହ ଦୁଇଟି ବ୍ଲକରେ କଡ଼ା…

ଲକ୍-ଡାଉନ୍ ପ୍ରଭାବ: ଘରେ ବସି ପିଲାଙ୍କ ଚୁଟି କାଟୁଛନ୍ତି ଶିକ୍ଷାମନ୍ତ୍ରୀ

କରୋନକୁ ଦୃଷ୍ଟି ରଖି ସାରା ଦେଶରେ ଲକ୍-ଡାଉନ୍ ଲାଗୁ ହୋଇଥିବା ବେଳେ ଲୋକଙ୍କ ସମେତ ନେତା-ମନ୍ତ୍ରୀମାନେ ବି ନିଜ ଘରେ ବନ୍ଦୀ ହୋଇ ରହିଛନ୍ତି । ଏହି ସମୟରେ ବିଭିନ୍ନ ନେତା ପରିବାର ସହ ସମୟ ବିତାଉଥିବା ବେଳେ କିଛି…

ଚିହ୍ନଟ ୭ କରୋନା ରୋଗୀ ଭଦ୍ରକ ଓ ବାଲେଶ୍ୱର ର

ଭୁବନେଶ୍ୱର :୨୦ । ୪(ଓଡିଶା ଭାସ୍କର): ରାଜ୍ୟରେ ଆହୁରି ୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ କରେନା ରୋଗୀଙ୍କ ସଂଖ୍ୟା ୬୮ରେ ପଂହଚିଛି । ଚିହ୍ନଟ ୭ ପଜିଟିଭଙ୍କ ମଧ୍ୟରେ ୫ ଜଣ ଭଦ୍ରକ ଜିଲ୍ଲାର…

ନିୟମ ଭାଙ୍ଗି ଶ୍ରୀମନ୍ଦିରରେ ପ୍ରବେଶ ଉଦ୍ୟମ ହେଲା କାଳ , ଥାନା ବାବୁ ସସପେଣ୍ଡ

ଭୁବନେଶ୍ୱର :୨୦ । ୪(ଓଡିଶା ଭାସ୍କର): ବଡଚଣା ଥାନା ଅଧିକାରୀ ଦୀପକ ଜେନା ସସପେଣ୍ଡ । ନିଲମ୍ବନ କରିଛନ୍ତି ପୋଲିସ ଡିଜି ଅଭୟ । ତଛଡା ତାଙ୍କ ବିରୋଧରେ ପୂରୀ ସିଂହଦ୍ୱାର ଥାନାରେ ୪୦/୨୦୨୦ ରେ ମାମଲା ରୁଜ୍ଜୁ କରାଯାଇଛି…

ରାଜ୍ୟରେ ଆହୁରି ୭ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର :୨୦ । ୪(ଓଡିଶା ଭାସ୍କର): ରାଜ୍ୟରେ ଆହୁରି ୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ କରେନା ରୋଗୀଙ୍କ ସଂଖ୍ୟା ୬୮ରେ ପଂହଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟରୁ…

ପୁଣି ଟୋଲ ଫି ଆଦାୟ ଆରମ୍ଭ

ଭୁବନେଶ୍ୱର :୨୦ । ୪(ଓଡିଶା ଭାସ୍କର): ପୁଣି ଆଦାୟ ହେଲୋ ଟୋଲ ଫି । ଗତ ୨୨ ମାର୍ଚ୍ଚ ପରଠୁ ଦେଶର ବିଭିନ୍ନ ସ୍ଥାନରେ ଟୋଲ ଫି ଆଦାୟ ବନ୍ଦ କରାଯାଇଥିଲା । ଜନତା କଫ୍ୟୁ ଓ ଏହା ପରବର୍ତ୍ତି ଲକ ଡାଉନରେ ଘରୋଇ ଯାନ ଗଡିବା…

କରୋନା ଭାକ୍ସିନ୍ ପ୍ରସ୍ତୁତ କରିବାକୁ ଗଠନ ହେଲା ଟାସ୍କ ଫୋର୍ସ

ନୂଆଦିଲ୍ଲୀ: କରୋନା ଭାଇରସ୍ ସମ୍ପର୍କରେ ରିସର୍ଚ୍ଚ ଓ ଭ୍ୟାକ୍ସିନ୍ ପ୍ରସ୍ତୁତ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରବିବାର ରାତିରେ ଏକ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନ କରାଯାଇଛି । ଏହି ଟାସ୍କ ଫୋର୍ସରେ…

ଟୁଇନ୍ସିଟିରେ କୋହଳ ହେବନି କଟକଣା

ଭୁବନେଶ୍ୱର, ୧୯ା୪ (ଓଡ଼ିଶା ଭାସ୍କର) : ଦେଶର ବିଭିନ୍ନ ସ୍ଥାନରେ ଲକଡାଉନ କଟକଣା କୋହଳ କରିବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବାବେଳେ ଭୁବନେଶ୍ୱର ଓ କଟକରେ କଟକଣା କୋହଳ ହେବନାହିିଁ ବୋଲି ବିଏମ୍ସି ଓ କମିଶନରେଟ…

ଶ୍ରୀମନ୍ଦିରରେ କରୋନା କଟକଣା ଉଲ୍ଲଂଘନ କରି ଥାନାବାବୁ ଅଟକ

ପୁରୀ,୧୯/୪(ଓଡିଶା ଭାସ୍କର): ଯାଜପୁର ବଡ଼ଚଣା ଥାନା ଅଧିକାରୀ ଦୀପକ ଜେନାଙ୍କ ସପରିବାର ସିଂହଦ୍ବାର ଥାନାରେ ଅଟକ ରହିଛନ୍ତି । ଦକ୍ଷିଣ ଦ୍ବାର ଦେଇ ପରିବାର ସହ ମନ୍ଦିରକୁ ଧସେଇ  ହୋଇ ପଶିଥିଲେ ଥାନାବାବୁ ।…

ଭୁବନେଶ୍ୱରରେ କାଲି କଣ ଖୋଲା ରହିବ ,କଣ ରହିବ ବନ୍ଦ

ଭୁବନେଶ୍ୱର:୧୯ । ୪(ଓଡିଶା ଭାସ୍କର):କାଲିଠୁ କୋହଳ ହେବ ଲକ୍ ଡାଉନ । କେନ୍ଦ୍ର ସରକାର ଏନେଇ ନିର୍ଦ୍ଦେଶନାମା ଜାରୀ କରିଛନ୍ତି । କିନ୍ତ୍ୁ ଆପଣ ଯଦି ଭୁବନେଶ୍ୱର ବାସୀ ତା ହେଲେ ଜାଣି ନିଅନ୍ତୁ କାଲିଠୁ କଣ ଖୋଲିବ କଣ…