Browsing Category

Breaking News

ପିଶାଚୀ ସ୍ତ୍ରୀ; ତଣ୍ଟି ଚିପି ସ୍ୱାମୀର ନେଲା ଜୀବନ, ପାରିବାରିକ କଳହ ପରେ ହତ୍ୟା

ସୁନ୍ଦରଗଡ଼: ସକାଳୁ ସକାଳୁ ସୁନ୍ଦରଗଡ଼ ଜିଲ୍ଲାରୁ ଏକ ହତ୍ୟା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ସ୍ତ୍ରୀ ନିଜ ସ୍ୱାମୀର ତଣ୍ଟି ଚିପି ହତ୍ୟା କରିଛି। ଟାଉନ ଥାନା ହରିଓଁ କଲୋନୀରେ ଘଟିଛି ଏହି ହତ୍ୟାକାଣ୍ଡ।…

ଆମେରିକାର ଶୁଳ୍କ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ!

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବରରେ ଜାତିସଂଘ ସାଧାରଣ ପରିଷଦ (UNGA)ର ବାର୍ଷିକ ଉଚ୍ଚସ୍ତରୀୟ ଅଧିବେଶନକୁ ସମ୍ବୋଧିତ କରିପାରନ୍ତି। UNGAର 80ତମ ଅଧିବେଶନ ସେପ୍ଟେମ୍ବର 9 ତାରିଖରେ ଆରମ୍ଭ…

ଆତଙ୍କବାଦୀ ମନ୍ଦିର ଭାଙ୍ଗିବେ…ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ବ ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ଲେଖା

ଭୁବନେଶ୍ବର : ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ବ ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ଲେଖାକୁ ନେଇ ବଢୁଛି ଚର୍ଚ୍ଚା । ତେବେ ପୁରୀକୁ ଆତଙ୍କବାଦୀ ଆକ୍ରମଣ ନେଇ ଧମକ ଦିଆଯାଇଛି । କେହି ଅସାମାଜିକ ଦୁର୍ବୃତ୍ତ ଏଭଳି କରିଥିବା…

ଆଗାମୀ ୩ ଘଣ୍ଟା ରୁହନ୍ତୁ ସତର୍କ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୩ ଘଣ୍ଟା ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣପାଗ ବିଭାଗ। ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ ବୋଲି…

ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ, ଜାଣନ୍ତୁ କେଉଁ ସମୟରେ ଯିବେନି ବଡ଼ଦେଉଳ

ପୁରୀ: ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଶ୍ରୀବିଗ୍ରହଙ୍କ ରାହୁରେଖା ନୀତି ଲାଗି ୪ ଘଣ୍ଟା ବନ୍ଦ ରହିବ କାଳିଆ ସାଆନ୍ତଙ୍କ ଦର୍ଶନ। ଏଥିପାଇଁ ଅପରାହ୍ଣ ୨ଟା ୩୦ରୁ ସଂଧ୍ୟା ୬ଟା ୩୦ ଯାଏଁ…

ପୂର୍ବତନ କ୍ରିକେଟର ସୁରେଶ ରାଇନାଙ୍କ ବଢ଼ିଲା ସମସ୍ୟା, ଏହି ମାମଲାରେ ସମନ ପଠାଇଲା ED

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ଅଭିଜ୍ଞ ବ୍ୟାଟସମ୍ୟାନ୍ ସୁରେଶ ରାଇନା ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ର ରାଡାରକୁ ଆସିଛନ୍ତି । ଅବୈଧ ବେଟିଂ ପ୍ଲାଟଫର୍ମ ଉପରେ ଚାଲିଥିବା ତଦନ୍ତ ସହିତ ଜଡିତ ତାଙ୍କୁ ଅଗଷ୍ଟ…

Accident: ଛାତିଥରା ଦୁର୍ଘଟଣା, ମନ୍ଦିରରୁ ଫେରୁଥିବା ବେଳେ ଶିଶୁ ସମେତ ୧୦ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ରାଜସ୍ଥାନର ଦୌସାରୁ ଏକ ବଡ଼ ଖବର ଆସିଛି । ଏଠାରେ ଏକ ସଡ଼କ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହିତ ୨୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ରାଜସ୍ଥାନର ସାଲାସର ବାଲାଜୀ ମନ୍ଦିରରୁ ଫେରୁଥିବା…

‘ଆବେ ହଟ୍’, ଟ୍ରାଫିକ ପୋଲିସକୁ ବିଧାୟକ ପୁଅଙ୍କ ଏମିତି ବ୍ୟବହାର, କେବେ ଦେଖି ନଥିବେ, ଦେଖନ୍ତୁ ଏ ଭିଡିଓ…

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ହାଥରସ୍ ଜିଲ୍ଲାରୁ ଏକ ଭିଡିଓ ଭାଇରାଲ୍ ହେଉଛି। ଏଥିରେ ବିଜେପି ଏମ୍ଏଲସି ଋଷିପାଲ ସିଂହଙ୍କ ପୁଅ ଜଣେ ଟ୍ରାଫିକ ପୋଲିସଙ୍କ ସହ ଝଗଡ଼ା କରିଥିଲେ। ରାସ୍ତାରୁ ଗାଡ଼ି ହଟାଇବାକୁ କୁହାଯିବାରୁ,…

‘ଆଧାର କାର୍ଡ ନୁହେଁ ନାଗରିକତାର ପ୍ରମାଣ’, SIR ବିବାଦରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ପାଟଣା: ବିହାରରେ ଭୋଟର ତାଲିକା ସଂଶୋଧନ ଅର୍ଥାତ୍ SIR ବିବାଦରେ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ଆଧାର କାର୍ଡକୁ ନାଗରିକତା ପ୍ରମାଣ ଭାବରେ ଗ୍ରହଣ କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ମଙ୍ଗଳବାର…

୩୦ ବର୍ଷ ପରେ ଶନିଙ୍କ ବିରଳ ନବପଞ୍ଚମ ରାଜଯୋଗ, ଏହି ୪ ରାଶିଙ୍କର ଆରମ୍ଭ ହେବ ଗୋଲ୍ଡେନ ଟାଇମ୍

ଓଡ଼ିଶା ଭାସ୍କର: ମଙ୍ଗଳ ପରେ ଶନି ହେଉଛନ୍ତି ଗ୍ରହମାନଙ୍କ ମଧ୍ୟରେ ସବୁଠାରୁ ପ୍ରଭାବଶାଳୀ ଗ୍ରହ । ଜୀବନରେ ଶନିଙ୍କ ଚଳନ ବେଶ ଗୁରୁତ୍ବ ବହନ କରିଥାଏ । ଆଉ ରାଶିଙ୍କ ମଧ୍ୟରେ ଶନିଙ୍କ ପ୍ରବେଶ  ଖରାପ ଓ ଭଲ ଉଭୟ ପ୍ରଭାବ…