Browsing Category

ବାଣିଜ୍ୟ

(Video) ଗ୍ରାହକଙ୍କ ପାଇଁ ଖୁସି ଖବର: ୨୦ ଟଙ୍କା ଶସ୍ତାରେ ମିଳିବ ପେଟ୍ରୋଲ! କେବେଠୁ ଲାଗୁ ହେବ ନୂଆ ରେଟ୍?

ନୂଆଦିଲ୍ଲୀ: ବର୍ତ୍ତମାନ ବିଭିନ୍ନ ଜିନିଷରେ ଦରବୃଦ୍ଧି ନେଇ ସାଧାରଣ ଜନତା ଚିନ୍ତାରେ ପଡ଼ିଛନ୍ତି । ଶାଗ-ମାଛରୁ ଆରମ୍ଭ କରି ଅଧିକାଂଶ ଜିନିଷର ଦରଦାମ୍ ବୃଦ୍ଧି ଲୋକଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିଛି । ବିଶେଷ କରି…

ସିମ୍ କାର୍ଡ଼ ପାଇଁ ନୂଆ ନିୟମ, ୯ରୁ ଅଧିକା ସିମ୍ କିଣିଲେ ଦେବାକୁ ପଡ଼ିବ ମୋଟା ଅଙ୍କର ଜରିମାନା

ନୂଆଦିଲ୍ଲୀ: ନୂଆ ଟେଲିକମ୍ ଆକ୍ଟ ୨୦୨୩ ଅନ୍ତର୍ଗତ ସିମ୍ କାର୍ଡ଼ କ୍ରୟକୁ ନେଇ ଜାଲ କନେକ୍ସନ ଏବଂ କଲ୍ ଟ୍ୟାପିଂକୁ ନେଇ କଡ଼ା ବ୍ୟବସ୍ଥା ରହିଛି । ଗତ ବର୍ଷ ଡିସେମ୍ବରରେ କେନ୍ଦ୍ର ସରକାର ନୂତନ ଟେଲିକମ୍ ବିଲକୁ ଲୋକସଭାରେ…

ଭାରତରେ ଏଣ୍ଟ୍ରି କଲା Meta AI: ହ୍ୱାଟ୍ସଆପ୍ ବା ଇନଷ୍ଟାଗ୍ରାମ ହେଉ, ଏହିପରି ମାଗଣାରେ କରନ୍ତୁ ବ୍ୟବହାର

ମେଟା ଭାରତରେ ଏହାର ଏଆଇ ଚାଟବଟ୍ ରୋଲଆଉଟ୍ କରିବା ଆରମ୍ଭ କରିଛି । ଯାହା ପରେ ବର୍ତ୍ତମାନ ଭାରତୀୟ ଉପଭୋକ୍ତାମାନେ ମେଟାର ଏଆଇ ଚାଟବଟ୍ ମାଗଣାରେ ବ୍ୟବହାର କରିପାରିବେ । ଫେସବୁକ୍ ର ପ୍ୟାରେଣ୍ଟ୍ କମ୍ପାନୀ ମେଟା ଭାରତ…

୩୦ ଜୁନ ପରେ ପେମେଣ୍ଟ କରିପାରିବେନି କୋଟି କୋଟି କ୍ରେଡିଟ କାର୍ଡ ୟୁଜର୍ସ, RBI ନେଲା ଏହି ନିଷ୍ପତ୍ତି

ନୂଆଦିଲ୍ଲୀ: ଯେଉଁ ଲୋକ କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି ସେମାନଙ୍କ ପାଇଁ ଏକ ଆଲର୍ଟ ରହିଛି । ଜୁନ ମାସ ଶେଷ ହେବାପରେ ଅର୍ଥାତ ଜୁଲାଇ ୧ରେ କ୍ରେଡିଟ କାର୍ଡ ସହ ଜଡିତ ଏକ ଏପରି ନିୟମ ଲାଗୁ ହେବାକୁ ଯାଉଛି ଯାହାର…

ରିଜର୍ଭ ବ୍ୟାଙ୍କ ବଦଳାଇଲା ରଣନୀତି, ୬ ବର୍ଷରେ ସବୁଠାରୁ କମ୍ ହେଲା ବିଦେଶରେ ରଖାଯାଇଥିବା ସୁନା

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଦ୍ରୁତ ଗତିରେ ଅନ୍ୟ ଦେଶରେ ରଖାଯାଇଥିବା ସୁନା ଭଣ୍ଡାରକୁ ଦେଶକୁ ଫେରାଇ ଆଣିଛି । ଏହି କାରଣରୁ, ବିଦେଶରେ ରଖାଯାଇଥିବା ଭାରତର ସୁନା ଭଣ୍ଡାର ୬ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସି…

ହ୍ୟାକ ହେଲା ଏହି ସରକାରୀ ବ୍ୟାଙ୍କର ଏକ୍ସ ଆକାଉଣ୍ଟ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ସରକାରୀ ସେକ୍ଟର କାନାରା ବ୍ୟାଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ ହୋଇଯାଇଛି । କମ୍ପାନୀ ରବିବାର ଦିନ ନିଜେ ଏହାର ସୂଚନା ଦେଇଛି । କମ୍ପାନୀ ମୁତାବକ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲ @CanaraBank_X ରୁ…

ଏଲନ ମସ୍କଙ୍କର ଲଞ୍ଚ ହେଲା Starlink Mini, ଏଣିକି ପାହାଡରେ ବି ଚଳାଇପାରିବେ ସୁପରଫାଷ୍ଟ ଇଣ୍ଟରନେଟ

ନୂଆଦିଲ୍ଲୀ: ଏଲନ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ ଷ୍ଟାରଲିଙ୍କ ମିନିକୁ ଲଞ୍ଚ କରିଛି । ଷ୍ଟାରଲିଙ୍କ ମିନି ଏକ ସାଟେଲାଇଟ ଇଣ୍ଟରନେଟ ଆଣ୍ଟିନା, ଯାହାକୁ ନେଇ ଖୁବ ଚର୍ଚ୍ଚା କରାଯାଉଛି । ଷ୍ଟାରଲିଙ୍କ ମିନ ଆକାରରେ ଆପଣ…

ଅସାଧୁ ବ୍ୟବସାୟୀଙ୍କୁ କଡା ଚେତାବନୀ ଦେଲେ ସରକାର, ଚଢାଦରରେ ବିକିଲେ ମିଳିବ ଦଣ୍ଡ

ଭୁବନେଶ୍ୱର: ପନିପରିବା ଠାରୁ ଆରମ୍ଭ କରି ଡାଲି, ତେଲ,ଆଳୁ, ପିଆଜ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ପାଇବାରେ ଲାଗିଛି। ଦରଦାମ ଆବଶ୍ୟକତାରୁ ଚଢା ଦରରେ ବିକ୍ରି ହୋଇଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ…

EPF ପେନସନ ସୁବିଧାର ଲାଭ ଉଠାଇବାକୁ ଚାହୁଁଛନ୍ତି କି ? ତେବେ ଜାଣନ୍ତୁ ଏହି ଷ୍ଟେପ

ନୂଆଦିଲ୍ଲୀ : 1995 ମସିହାରେ ଆରମ୍ଭ ହୋଇଯାଇଥିଲା କର୍ମଚାରୀଙ୍କ ପେନ୍ସନ୍ ସ୍କିମ୍ । ଏହା ଏକ ପ୍ରକାରର ସାମାଜିକ ସୁରକ୍ଷା ଯୋଜନା । ଏଥିରେ ଯୋଗ ଦେଇ ଆପଣ ନିଜ ଭବିଷ୍ୟତକୁ ସୁରକ୍ଷିତ କରିପାରିବେ । ଏହି ଯୋଜନା…

ବର୍ଷକୁ ଦେବାକୁ ପଡିବ ୪୩୬ ଟଙ୍କା, ମିଳିବ ୨ ଲକ୍ଷ ଟଙ୍କାର ଫାଇଦା: ବହୁତ ଲାଭଦାୟକ ଏହି ସରକାରୀ ଯୋଜନା

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଦ୍ୱାରା ଦେଶର ନାଗରିକଙ୍କ ପାଇଁ ଅନେକ ଯୋଜନା ପରିଚାଳିତ ହେଉଛି । ଏହି ଯୋଜନାଗୁଡିକ ଦେଶର ବିଭିନ୍ନ ବର୍ଗର ଲୋକଙ୍କୁ ଧ୍ୟାନରେ ରଖାଯାଇଛି । ସରକାରଙ୍କ ଦ୍ୱାରା ପରିଚାଳିତ ଯୋଜନାଗୁଡ଼ିକରୁ…