Browsing Category

ବାଣିଜ୍ୟ

୮ଟି ବଡ଼ ରେଳ ପ୍ରକଳ୍ପକୁ କ୍ୟାବିନେଟରେ ମଞ୍ଜୁରୀ; ନିର୍ମାଣ ହେବ ୨୦ ନିୟୁତ ଗ୍ରାମୀଣ ଗୃହ, ଖର୍ଚ୍ଚ ହେବ ୩.୦୬ ଲକ୍ଷ କୋଟି

ନୂଆଦିଲ୍ଲୀ: ୮ଟି ବଡ଼ ରେଳ ପ୍ରକଳ୍ପକୁ କ୍ୟାବିନେଟରେ ପ୍ରଧାନମନ୍ତ୍ରୀଙ୍କ ମଞ୍ଜୁରୀ। ଏନେଇ ଗତକାଲି ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । '୮ଟିରୁ ୩ଟି ପ୍ରକଳ୍ପ ଦକ୍ଷିଣ ଓ…

CTS ପ୍ରଣାଳୀରେ ପରିବର୍ତ୍ତନ ଆଣିବ RBI: ଏଣିକି କିଛି ଘଣ୍ଟା ମଧ୍ୟରେ ଆକାଉଣ୍ଟକୁ ଆସିଯିବ ଅର୍ଥ, ଆଉ ୩ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ…

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମୁଦ୍ରା ନୀତି କମିଟି (ଏମପିସି) ବୈଠକରେ ଚେକ୍ ଟ୍ରଙ୍କେସନ ସିଷ୍ଟମ (ସିଟିଏସ)କୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । ଏହି ପ୍ରଣାଳୀ ଲାଗୁ…

Vivo Y58 5G ଫୋନର ଦାମ୍ କମିଲା: କମ୍ପାନୀର ବଡ଼ ଘୋଷଣା

ନୂଆଦିଲ୍ଲୀ: ଭିଭୋ ୱାଇ୫୮ ୫ଜି ଫୋନର ଦାମ୍ ହ୍ରାସ ପାଇଛି । କମ୍ପାନୀ ପକ୍ଷରୁ ଏନେଇ ଏକ ବଡ଼ ଘୋଷଣା କରାଯାଇଛି । ଦୁଇମାସ ପୂର୍ବରୁ ଏହି ଫୋନକୁ କମ୍ପାନୀ ଲଞ୍ଚ କରିଥିବା ବେଳେ ସେଥିରେ ୬୦୦୦ଏମଏଏଚର ବ୍ୟାଟେରୀ ସହିତ…

Inactive ହୋଇଯାଇଛି କି ଆପଣଙ୍କ PPF ଆକାଉଣ୍ଟ ? କିପରି କରିବେ ଆକ୍ଟିଭ୍, କ’ଣ ରହିଛି ବିକଳ୍ପ…ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ୍(PPF) ହେଉଛି ଭାରତ ସରକାରଙ୍କ ଦୀର୍ଘକାଳୀନ ସଞ୍ଚୟ ଯୋଜନା । ଏହି ଆକାଉଣ୍ଟର ମାଚୁ୍ୟରିଟି ଅବଧି ୧୫ ବର୍ଷ । ଆପଣଙ୍କ ଆକାଉଣ୍ଟ କିଛି ସମୟ ପାଇଁ ନିଷ୍କ୍ରିୟ(inactive)…

BSNLର ଏହି ପ୍ଲାନର ବଢୁଛି ଚାହିଦା, ଯାହାକୁ ଦେଖି ଚିନ୍ତାରେ ଘରୋଇ କମ୍ପାନୀ

ନୂଆଦିଲ୍ଲୀ: ଘରୋଇ କମ୍ପାନିଗୁଡିକର ପ୍ଲାନ ମହଙ୍ଗା ହେବାପରେ ସରକାର ପରିଚାଳିତ ଟେଲିକମ୍ କମ୍ପାନି ବିଏସଏନଏଲର ଚାହିଦା ବଢ଼ିବାକୁ ଲାଗିଛି। ସମ୍ପ୍ରତି ଦେଖିବାକୁ ଗଲେ ଅନେକ ବେସରକାରୀ କମ୍ପାନି ଅପେକ୍ଷା ବିଏସଏନଏଲ…

PMAY ଘର ତିଆରି ପାଇଁ ଅଧିକ Subsidy ଦେବେ ମୋଦୀ ସରକାର! ପୂର୍ବ ଅପେକ୍ଷା ମିଳିବ ଅଧିକ ଟଙ୍କା

ନୂଆଦିଲ୍ଲୀ: ଘର ତିଆରି କରିବାକୁ ଚାହୁଁଥିବା ଲୋକମାନଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । କେନ୍ଦ୍ରରେ ମୋଦୀ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏବେ ବଢିବ ସବସିଡି ଟଙ୍କା । ଏହି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟକୁ…

UPI Transaction ସୀମା ବୃଦ୍ଧି ପାଇଁ ନିଷ୍ପତ୍ତି: ଏଣିକି ପେମେଣ୍ଟ କରିବା ହେବ ଆହୁରି ସରଳ: RBI Governor

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ ଡିଜିଟାଲ ପେମେଣ୍ଟକୁ ଗୁରୁତ୍ୱ ଦେଉଛନ୍ତି ସରକାର । ସେଥିପାଇଁ ଏବେ ୟୁପିଆଇ ପେମେଣ୍ଟ ସେବାକୁ ଆହୁରି ସରଳ କରିବା ପାଇଁ ବ୍ୟବସ୍ଥା କରାଯାଉଛି । ୟୁପିଆଇ ଟ୍ରାଞ୍ଜାକ୍ସନକୁ ନେଇ ଏକ…

ରାସନ କାର୍ଡରେ ମିଳୁଛି ୧୦ ଲକ୍ଷ ଟଙ୍କାର ଲୋନ, ସୁଧ ବି କମ, ଏପରି ଉଠାନ୍ତୁ ଫାଇଦା

ନୂଆଦିଲ୍ଲୀ: ସାଧାରଣତଃ ରାସନ କାର୍ଡ ଏବଂ ବିପିଏଲ କାର୍ଡ ମାଧ୍ୟମରେ ସରକାରଙ୍କ ପକ୍ଷରୁ ଲୋକଙ୍କୁ ରାସନ ମିଳିଥାଏ। କିନ୍ତୁ ଏହା ବ୍ୟତୀତ ଲୋକଙ୍କୁ ଅନେକ ସୁବିଧା ମିଳୁଛି। ବିପିଏଲ ରାସନ କାର୍ଡ ଧାରକ ନିଜ କାର୍ଡ ପାଇଁ ୨…

କେନ୍ଦ୍ରୀୟ ବ୍ୟାଙ୍କର ଘୋଷଣା: UPI ମାଧ୍ୟମରେ ଟ୍ୟାକ୍ସ ପେମେଣ୍ଟ ସୀମା ୧ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି ହେଲା

ନୂଆଦିଲ୍ଲୀ: ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରେପୋ ରେଟକୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଥିଲା । ଗତବର୍ଷ ଫେବୃଆରୀ ମାସରେ ଶେଷ ଥର ପାଇଁ ରେପୋ ରେଟରେ ପରିବର୍ତ୍ତନ ହୋଇଥିବା ବେଳେ କ୍ରମାଗତ ନବମ ଥର…

ରେପୋ ରେଟ୍ ୬.୫ ପ୍ରତିଶତରେ ଅପରିବର୍ତ୍ତିତ: RBI ଗଭର୍ଣ୍ଣରଙ୍କ ଘୋଷଣା

ନୂଆଦିଲ୍ଲୀ: ଅଗଷ୍ଟ ୬ ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ୬ ଦିନିକିଆ ମୁଦ୍ରା ନୀତି କମିଟିର ବୈଠକ ଆରମ୍ଭ ହୋଇଥିଲା । ଏହି ବୈଠକରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବାବଦରେ ଆରବିଆଇ ଗଭର୍ଣ୍ଣର…