Browsing Category
ବାଣିଜ୍ୟ
ନେଚୁରାଲ ଆଇସକ୍ରିମର ଫାଉଣ୍ଡର ରଘୁନନ୍ଦନ କାମତଙ୍କ ପରଲୋକ, ୭୫ ବର୍ଷରେ ବୁଜିଲେ ଆଖି
ନୂଆଦିଲ୍ଲୀ: ସାରା ଦେଶକୁ ଆଇସକ୍ରିମ ଖୁଆଉଥିବା ରଘୁନନ୍ଦନ ବର୍ତ୍ତମାନ ଆଉ ଆମ ଗହଣରେ ନାହାନ୍ତି । ନେଚୁରାଲ ଆଇସକ୍ରିମର ଫାଉଣ୍ଡର ରଘୁନନ୍ଦନ କାମତ ୭୫ ବର୍ଷ ବୟସରେ ଶନିବାର ଦିନ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ…
୫ଟି ବ୍ୟାଙ୍କ ପକ୍ଷରୁ ବଡ଼ ଘୋଷଣା: ସ୍ଥାୟୀ ଜମାରେ ଗ୍ରାହକଙ୍କୁ ମିଳିବ ୯.୬ ପ୍ରତିଶତ ପର୍ଯ୍ୟନ୍ତ ସୁଧ
ନୂଆଦିଲ୍ଲୀ: ବର୍ତ୍ତମାନର ସମୟରେ ଅର୍ଥ ସମସ୍ତଙ୍କ ପାଇଁ ନିହାତି ଜରୁରୀ । ସେଥିପାଇଁ ଗ୍ରାହକମାନେ ସର୍ବଦା ଅଧିକ ରିଟର୍ଣ୍ଣ ମିଳୁଥିବା ନିବେଶ ସନ୍ଧାନରେ ରହିଥାନ୍ତି । ତେବେ ଏପରି ସ୍ଥିତିରେ ବ୍ୟାଙ୍କ ସ୍ଥାୟୀ ଜମା ବା…
ଡେଲର ଆକ୍ସନ୍: ତଥ୍ୟ ଉଲ୍ଲଂଘନ କ୍ଷେତ୍ରରେ ଚେତାବନୀ, ୪୯ ମିଲିୟନ୍ ୟୁଜର ଉପରେ ପ୍ରଭାବ
ନୂଆଦିଲ୍ଲୀ: ଟେକ୍ନୋଲୋଜି ଏବଂ କମ୍ପ୍ୟୁଟର-ଲାପଟପ୍ କ୍ଷେତ୍ରରେ ଏକ ଅଗ୍ରଣୀ କମ୍ପାନୀ ଡେଲ୍ ନିୟମ ଉପରେ ଅତ୍ୟନ୍ତ କଠୋର । ଡାଟା ଉଲ୍ଲଂଘନ ସମ୍ପର୍କରେ ଡେଲ ବ୍ୟବହାରକାରୀଙ୍କୁ କଡ଼ା ଚେତାବନୀ ଦେଇଛି । ଉପଭୋକ୍ତାମାନଙ୍କୁ…
ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କର ଆଧାର କାର୍ଡ ସହ କ’ଣ କରାଯିବ: ସରେଣ୍ଡର ନା ବନ୍ଦ କରାଯିବ?
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଆଧାର କାର୍ଡ ସମସ୍ତଙ୍କ ପାଇଁ ଜରୁରୀ ଡକୁମେଣ୍ଟ ହୋଇଥିବା ବେଳେ ଉଭୟ ସରକାରୀ ଓ ଘରୋଇ କାର୍ଯ୍ୟ କ୍ଷେତ୍ରରେ ଏହାକୁ ଏକ ଜରୁରୀ ଡକ୍ୟୁମେଣ୍ଟ ଭାବେ ବ୍ୟବହାର କରାଯାଇଥାଏ । ଆଧାର କାର୍ଡରେ…
କାଲି ପଞ୍ଚମ ପର୍ଯ୍ୟାୟ ମତଦାନ, ଜାଣନ୍ତୁ କେଉଁ ସହରରେ ବନ୍ଦ ରହିବ ବ୍ୟାଙ୍କ୍
ନୂଆଦିଲ୍ଲୀ: ସୋମବାର ୫ମ ପର୍ଯ୍ୟାୟ ମତଦାନ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ସୁରୁଖୁରୁରେ କିପରି ନିର୍ବାଚନ ଅନୁଷ୍ଠିତ ହେବ ସେ ନେଇ ଜିଲ୍ଲା ଅଧିକାରୀ…
ଅଗ୍ରଣୀ ଆଇଟି କମ୍ପାନୀ ଦେଲା ଛଟେଇର ଚେତାବନୀ: ଅଫିସ୍ ନଆସିଲେ ଘରେ ବସାଇଦେବୁ
ନୂଆଦିଲ୍ଲୀ: ଘରୁ କାମ କରୁଥିବା (ୱାକ୍ ଫ୍ରମ୍ ହୋମ୍) କର୍ମଚାରୀଙ୍କ ବିରୋଧରେ ଆଇଟି ସେକ୍ଟରର ଅଗ୍ରଣୀ କମ୍ପାନୀ କଗ୍ନିଜାଣ୍ଟ କଠୋର ହୋଇଛି । କଗ୍ନିଜାଣ୍ଟ ନିଜର କର୍ମଚାରୀମାନଙ୍କୁ ଚେତାବନୀ ଦେଇଛି ଯେ, ଯଦି ସେମାନେ…
ଭେଟେରାନ୍ ବ୍ୟାଙ୍କର ନାରାୟଣ ଭାଘୁଲଙ୍କ ଦେହାନ୍ତ, ICICI ବ୍ୟାଙ୍କର ସଫଳତା ପଛରେ ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା
ନୂଆଦିଲ୍ଲୀ: ଭାରତୀୟ ବ୍ୟାଙ୍କିଙ୍ଗ ସେକ୍ଟରରେ ପଦ୍ମ ଭୂଷଣରେ ସମ୍ମାନିତ ବିଶିଷ୍ଟ ବ୍ୟାଙ୍କର ନାରାୟଣ ଭାଘୁଲ(Narayanan Vaghul)ଙ୍କ ଦେହାନ୍ତ ହୋଇଛି । ଚେନ୍ନାଇରେ ୮୮ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି…
୯୧ ଟଙ୍କାର ପ୍ଲାନରେ ମିଳିବ ୯୦ ଦିନର ଭାଲିଡିଟି, ଜାଣନ୍ତୁ କେଉଁ ଟେଲିକମ୍ କମ୍ପାନୀ ଦେଉଛି ଏହି ଅଫର ?
ନୂଆଦିଲ୍ଲୀ: ସରକାରୀ ଟେଲିକମ୍ ଏଜେନ୍ସି BSNL ଏହାର ଗ୍ରାହକଙ୍କ ପାଇଁ ସୁଲଭ ଏବଂ ଶସ୍ତା ପ୍ଲାନ୍ ଅଫର କରିଥାଏ । BSNL ପାଖରେ କମ୍ ଗ୍ରାହକ ଥିଲେ ମଧ୍ୟ ଏହା ଜିଓ, ଏୟାରଟେଲ ଏବଂ Vi ଭଳି କମ୍ପାନୀର ପ୍ଲାନକୁ କଡ଼ା ଟକ୍କର…
ଆସନ୍ତା ୨୦୨୬-୨୭ ଆର୍ଥିକ ବର୍ଷ ସୁଦ୍ଧା ବିଶ୍ୱର ତୃତୀୟ ଅର୍ଥନୀତି ହେବ ଭାରତ: ଷୋଡ଼ଶ ଅର୍ଥକମିଶନ ଅଧ୍ୟକ୍ଷ
ନୂଆଦିଲ୍ଲୀ: ଭାରତ ୨୦୨୬-୨୭ ଆର୍ଥିକ ବର୍ଷ ସୁଦ୍ଧା ବିଶ୍ୱର ତୃତୀୟ ଅର୍ଥନୀତି ହେବ ବୋଲି ଷୋଡ଼ଶ ଅର୍ଥ କମିଶନ ଅଧ୍ୟକ୍ଷ ଅରବିନ୍ଦ ପାନ୍ଗାରିୟା କହିଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ଦେଶ ଯେଉଁ ଅଭିବୃଦ୍ଧି ହାରରେ…
ଏପ୍ରିଲରେ ଓଡ଼ିଶା ପିଇଲା ୬୩୫କୋଟି ଟଙ୍କାର ମଦ; ୨୮୩କୋଟିର ଲିକର, ୩୫୨କୋଟିର ବିୟର
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଓଡ଼ିଶା ପିଇଲା ୬୩୫ କୋଟିର ମଦ, ମଦ ନିଶାରେ ଉବୁଟୁବ ଓଡ଼ିଶା । ଏପ୍ରିଲ ମାସରେ ପିଇଗଲେ କୋଟି କୋଟି ଟଙ୍କାର ମଦ। ଭୋଟ ପାଇଁ ନା ଖରା ପାଇଁ ଏତେ ମଦ ବେପାର ? ଇଏ ରାଜନୀତି ନା ଲୋକଙ୍କୁ…