Browsing Category

ବାଣିଜ୍ୟ

ରାଜଧାନୀରେ ୯୪ ଟଙ୍କାରେ ମିଳୁଛି ପେଟ୍ରୋଲ: ଜାଣନ୍ତୁ କେଉଁ ସବୁ ସ୍ଥାନରେ ବଦଳିଲା ମୂଲ୍ୟ

ଭୁବନେଶ୍ୱର: ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ୧୦୦ ଉପରେ ରହିଥିବା ବେଳେ ଗ୍ରାହକ ଏଥିରେ ହ୍ରାସ କରିବାକୁ ଦାବି କରୁଛନ୍ତି ।ତେବେ ନିର୍ବାଚନ ଘଡ଼ି ଚାଲିଥିବା ବେଳେ ଏବେ ଗାଡ଼ିଚାଳକଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର…

ବଢ଼ିଲା ଚିନି ଦର; କ୍ବିଣ୍ଟାଲ ପିଛା ୨୦୦ରୁ ୩୦୦ ଟଙ୍କା ବଢ଼ି ୪୪୦୦ ଟଙ୍କାରେ ପହଞ୍ଚିଲା

ନୂଆଦିଲ୍ଲୀ: ଦେଶରେ ଗତ କିଛିଦିନ ହେଲା ଅନେକ ଖାଦ୍ୟ ସାମଗ୍ରୀର ଦର ବଢ଼ିବାରେ ଲାଗିଛି, ଏହାରି ଭିତରେ ଯଦି ଦେଖିବା ଚିନି ଦର ବି କ୍ବିଣ୍ଟାଲ ପିଛା ୨୦୦ରୁ ୩୦୦ ଟଙ୍କା ବଢ଼ିଯାଇଛି। ପୂର୍ବରୁ ସାଧାରଣ କିସମ ଚିନିର ଦାମ୍‌…

ଗୋଟିଏ ଟିକେଟ୍ ରେ ଆପଣ ଅନେକ ସ୍ଥାନକୁ କରିପାରିବେ ଯାତ୍ରା, ଜାଣନ୍ତୁ ରେଳବାଇର ଏହି ନିୟମ

ନୂଆଦିଲ୍ଲୀ: ବୁଲାବୁଲି କରିବାକୁ ଭଲ ପାଉଥିବା ଲୋକଙ୍କୁ ରେଳବାଇ ଦ୍ୱାରା ଏକ ଆଶ୍ଚର୍ଯ୍ୟଜନକ ସୁବିଧା ଯୋଗାଇ ଦିଆଯାଉଛି । ଯେଉଁଥିରେ ଲୋକମାନେ ୮ ଟି ଷ୍ଟପ୍ ପାଇଁ ଗୋଟିଏ ଟିକେଟ୍ ବ୍ୟବହାର କରିପାରିବେ । ଏହି ଟିକେଟ୍ କୁ…

ଏହି କାରଣ ଯୋଗୁଁ ଆଜି ପୁଣି କମିଲା ସୁନା ରେଟ୍, ଜାଣନ୍ତୁ କେତେ ?

ନୂଆଦିଲ୍ଲୀ: ମିଡିଲ ଇଷ୍ଟରେ ତିକ୍ତତା ହ୍ରାସ ପାଇବା ପରେ ଶୁକ୍ରବାର ଦିନ ଦେଶର ରାଜଧାନୀ ଦିଲ୍ଲୀର ବୁଲିଅନ୍ ବଜାରରେ ସୁନା ଓ ରୂପା ମୂଲ୍ୟ ରେକର୍ଡ ସ୍ତରରୁ ହ୍ରାସ ପାଇଛି । ଗୋଟିଏପଟେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୪୫୦…

TCSର ୱାର୍କ ଫ୍ରମ୍ ହୋମ୍ କର୍ମଚାରୀଙ୍କୁ ବଡ଼ ଝଟକା: ଅଫିସ୍ ନଗଲେ ମିଳିବନି ଏହି ବୋନସ୍

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ସଫ୍ଟୱେର୍ କମ୍ପାନୀ ଟିସିଏସ୍ ନିଜର ୱାର୍କ ଫ୍ରମ୍ ହୋମ କର୍ମଚାରୀଙ୍କୁ ବଡ଼ ଝଟକା ଦେଇଛି । କରୋନା ମହାମାରୀ ସମୟରେ ଟିସିଏସର ୱାର୍କ ଫ୍ରମ୍ ହୋମ୍ ନିଷ୍ପତ୍ତି ଏବେ ସେମାନଙ୍କ ପାଇଁ ଏକ ସମସ୍ୟା…

ମାର୍କ ଜୁକରବର୍ଗ କାହିଁକି କିଣିଥିଲେ ଇନଷ୍ଟାଗ୍ରାମ, ଲିକ ଇମେଲରେ ହେଲା ଖୁଲାସା

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଦୁନିଆରେ ସବୁଠାରୁ ବଡ଼ ପ୍ଲାଟଫର୍ମ ଫେସବୁକ ୨୦୧୨ ମସିହାରେ ଇନଷ୍ଟାଗ୍ରାମକୁ ନିଜର ଏକ ଅଂଶ ରୂପେ ଗ୍ରହଣ କରିଥିଲା । ସେହି ସମୟରେ ୧ ବିଲିୟନ ଡଲାରର ଏହି ବିଶାଳ କାରବାର ଦ୍ୱାରା ସମଗ୍ର…

ମ୍ୟୁଜିକ ଲଭର୍ସଙ୍କ ପାଇଁ ଗୁଗୁଲ ଦେଲା ଖସିଖବର, ଜାଣନ୍ତୁ କିପରି ଆପଣଙ୍କ ପ୍ରିୟ ଗୀତ ବଜାଇବ ଜେମିନି!

ନୂଆଦିଲ୍ଲୀ: ଏହାର AI ଚାଟବଟ ମଡେଲ୍ ଯେମିନି ମାଧ୍ୟମରେ ଗୁଗୁଲ୍ ସମଗ୍ର ବିଶ୍ୱରେ ଉପଭୋକ୍ତାମାନଙ୍କୁ ଏକ ସହାୟକ ପ୍ରଦାନ କରିଛି, ଯାହା ସେମାନଙ୍କର ସମସ୍ତ କଠିନ କାର୍ଯ୍ୟକୁ ସହଜ କରିବ। ସେମାନଙ୍କର ସମସ୍ତ ପ୍ରଶ୍ନର…

ନକଲି ଆପ୍ ମାଧ୍ୟମରେ ହେଉଛି ଠକେଇ : ସରକାର ଜାରି କଲେ ଆଲର୍ଟ, ଷ୍ଟକ୍ ମାର୍କେଟ ନିବେଶକମାନେ ରୁହନ୍ତୁ ସତର୍କ

ନୂଆଦିଲ୍ଲୀ: ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ ଡିଜାଇନ୍ ହୋଇଥିବା ଆପ୍ ସମ୍ବନ୍ଧରେ ଗୃହ ମନ୍ତ୍ରଣାଳୟ ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଫୋନ୍ ବ୍ୟବହାରକାରୀଙ୍କୁ ଏକ ସତର୍କ ସୂଚନା ଜାରି କରିଛି । ଏହି…

Masked ଆଧାର କାର୍ଡ଼ କ’ଣ ? ଏଥିରେ କିପରି ପ୍ରାଇଭେଟ୍ ରଖିପାରିବେ ଡାଟା ? ଜାଣନ୍ତୁ ପୁରା ଡିଟେଲ୍ସ

ଓଡ଼ିଶା ଭାସ୍କର: ଆପଣ ସବୁୁବେଳେ ଆଧାର କାର୍ଡ଼ ହଜେଇ ଦେଉଛନ୍ତି କି ? ଆପଣଙ୍କୁ ଆଧାର କାର୍ଡ଼ ଅପବ୍ୟବହାର ହେବାର ଡର ରହୁଛି କି ? ତେବେ ଚିନ୍ତା କରନ୍ତୁ ନାହିଁ । ଅଧିକାଂଶ ସମୟରେ ଆଧାର କାର୍ଡ଼କୁ ନେଇ ସ୍କାମ୍ ପରି ଘଟଣା…

PMSBY Deadline: ଅସଂଗଠିତ ଶ୍ରମିକଙ୍କୁ ମିଳିବ ଆଶ୍ୱସ୍ତି, ଏହି ସ୍କିମର ବଢିପାରେ ଡେଡଲାଇନ

ନୂଆଦିଲ୍ଲୀ: ଅସଂଗଠିତ ସେକ୍ଟରର କୋଟି କୋଟି ଶ୍ରମିକଙ୍କୁ ସରକାର ଏକ ବଡ଼ ଆଶ୍ୱସ୍ତି ଦେବା ଲାଗି ପ୍ରସ୍ତୁତ ହେଉଛନ୍ତି । ଖବର ମୁତାବକ ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ଆରମ୍ଭ କରାଯାଇଥିବା ସୁରକ୍ଷା ବୀମା ଯୋଜନା…