Browsing Category
ବାଣିଜ୍ୟ
RBIର ବଡ଼ ଆକ୍ସନ୍, Gold Loan ଦେବା ନେଇ ଏହି କମ୍ପାନୀ ଉପରେ ଲାଗିଲା ରୋକ୍
ନୂଆଦିଲ୍ଲୀ: ନିକଟରେ ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କ ପରେ ଏହି କମ୍ପାନୀ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଏହି କମ୍ପାନୀ ଉପରେ ବଡ଼ ଆକ୍ସନ ନେଇଛି । ବାସ୍ତବରେ ଏକ ନନ୍ ବ୍ୟାଙ୍କିଙ୍ଗ ଫାଇନାନ୍ସ କମ୍ପାନୀ IIFL…
ଆୟକର ବିଭାଗ ଦେଲା ଶେଷ ସୁଯୋଗ, ଏହି ତାରିଖ ପର୍ଯ୍ୟନ୍ତ ଭରନ୍ତୁ ଅପଡେଟେଡ ITR
ନୂଆଦିଲ୍ଲୀ: ଇନକମ ଟ୍ୟାକ୍ସ ରିଟର୍ଣ୍ଣ କରୁଥିବା ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି । ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ଅପଡେଟେଡ ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ୩୧ ମାର୍ଚ୍ଚ ବୋଲି ଘୋଷଣା…
ପୁଣି ବଢିପାରେ ପିଆଜ ଦର, ବାଂଲାଦେଶ ଏବଂ ୟୁଏଇକୁ ପିଆଜ ରପ୍ତାନୀ ପାଇଁ ଅନୁମୋଦନ କଲେ ଭାରତ ସରକାର
ନୂଆଦିଲ୍ଲୀ: ଦେଶରେ ପିଆଜ ଦର କିଛି ସମୟ ପାଇଁ ସ୍ଥିର ଥିବାବେଳେ ରସୁଣ ଦର ବୃଦ୍ଧି ସାଧାରଣ ଜନତାଙ୍କୁ କନ୍ଦାଉଛି। ତେବେ ଗତ ସପ୍ତାହରୁ ପିଆଜ ହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ଏବଂ ଦିଲ୍ଲୀର ଆଜାଦପୁର ମାଣ୍ଡିରେ…
ଭାରତ ‘ବିଗ୍ ବୁଲି’ ଅଭିଯୋଗର କଡ଼ା ଜବାବ ଦେଲେ ଜୟଶଙ୍କର; ‘ଭାରତ ଧମକ ଦେଉନାହିଁ…’
ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ଭାରତ ତା'ର ପଡ଼ୋଶୀମାନଙ୍କୁ ଧମକ ଦେଉନାହିଁ। ନୂଆଦିଲ୍ଲୀରେ ଆୟୋଜିତ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଜୟଶଙ୍କର କହିଛନ୍ତି ଯେ ଯଦି ଏପରି…
କ୍ରେଡିଟ୍ କାର୍ଡ ବନ୍ଦ କରାଇବାର ସଠିକ୍ ଉପାୟ କ’ଣ ? ନଜାଣିଥିଲେ ପରେ ହେବେ ହଇରାଣ
ନୂଆଦିଲ୍ଲୀ : ଦେଶରେ କ୍ରେଡିଟ୍ କାର୍ଡ ବ୍ୟବହାର ଲଗାତର ବଢିବାରେ ଲାଗିଛି । ଆଜି କାଲି ଅନେକ ଅନଲାଇନ୍ ସପିଂ ଡେବିଟ୍ କାର୍ଡ ଅପେକ୍ଷା ଅଧିକ କ୍ରେଡିଟ୍ କାର୍ଡରେ ହିଁ ହେଉଛି । ରିଜର୍ଭ ବ୍ୟାଙ୍କର ଜାନୁୟାରୀରେ ଜାରି…
ପୋଷ୍ଟ ଅଫିସ୍ ଦେଉଛି ଅତିରିକ୍ତ ଆୟର ସୁଯୋଗ, ପ୍ରତି ମାସରେ ଗ୍ୟାରେଣ୍ଟି ସହ କରିବେ ଏତିକି ଆୟ
ନୂଆଦିଲ୍ଲୀ:ଆମେ ସମସ୍ତେ ସର୍ବଦା ଅତିରିକ୍ତ ଆୟ ସନ୍ଧାନରେ ରହିଥାଉ । ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ହେଉ କିମ୍ବା ଜରୁରୀ ସମୟରେ ଭରଣା କରିବା ପାଇଁ ହେଉ ଆମେ ବିଭିନ୍ନ ସଞ୍ଚୟ ଯୋଜନାରେ ଟଙ୍କା ନିବେଶ କରିଥାଉ ।…
ମହିଳାଙ୍କ ପାଇଁ ବଡ଼ ଘୋଷଣା: ମାସିକ ୧୦୦୦ ଟଙ୍କା ପ୍ରଦାନ କରିବେ ସରକାର
ନୂଆଦିଲ୍ଲୀ: ମହିଳାମାନଙ୍କ ପାଇଁ ଏକ ବଡ଼ ଘୋଷଣା କରାଯାଇଛି । ଏଣିକି ପ୍ରତି ମାସ ମହିଳାଙ୍କୁ ୧୦୦୦ ଟଙ୍କା ଲେଖାଏଁ ପ୍ରଦାନ କରିବା ନେଇ ଘୋଷଣା କରାଯାଇଛି । ରାଜଧାନୀ ଦିଲ୍ଲୀର ଅର୍ଥମନ୍ତ୍ରୀ ଆତିଶି ମାର୍ଲେନା ସୋମବାର…
ଯଦି UPI କାରବାର ଉପରେ ଚାର୍ଜ ନିଆଯାଏ, ତେବେ ଅଧିକାଂଶ ଉପଭୋକ୍ତା ବନ୍ଦ କରିଦେବେ ଏହାର ବ୍ୟବହାର: ସର୍ଭେରୁ ଖୁଲାସା
ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାପଡିଛି ଯେ, ଯଦି ଲୋକପ୍ରିୟ ମୋବାଇଲ୍ ପେମେଣ୍ଟ ସିଷ୍ଟମ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ଯଥା ୟୁପିଆଇ ଉପରେ କାରବାର ଶୁଳ୍କ ଲାଗୁ କରାଯାଏ, ତେବେ ଅଧିକାଂଶ ଉପଭୋକ୍ତା ଏହାର ବ୍ୟବହାର…
Post Office ଆଣୁଛି ଦମଦାର ସ୍କିମ: ଘରେ ବସି ପ୍ରତି ମାସ ୨୦ ହଜାର ଟଙ୍କା ରୋଜଗାର କରନ୍ତୁ!
ଓଡ଼ିଶା ଭାସ୍କର: ବର୍ତ୍ତମାନ ପ୍ରତ୍ୟେକ ବ୍ୟକ୍ତି ନିଜ ରୋଜଗାରର କିଛି ଅଂଶ ଭବିଷ୍ୟତ ପାଇଁ ସଞ୍ଚୟ କରିବାକୁ ଚେଷ୍ଟା କରୁଛନ୍ତି । ଏହି ଟଙ୍କାକୁ ସମସ୍ତେ ସୁରକ୍ଷିତ ସ୍ଥାନରେ ଇନଭେଷ୍ଟ କରିବା ସହ ଭଲ ରିଟର୍ଣ୍ଣ ମିଳୁଥିବା…
ହ୍ୱାଟ୍ସଆପର ଜବରଦସ୍ତ ଫିଚର୍ସ: ଆପଣ Signal ଏବଂ Telegramରେ ମଧ୍ୟ ପଠାଇପାରିବେ ମେସେଜ୍
ନୂଆଦିଲ୍ଲୀ: ଗତ କିଛି ମାସ ମଧ୍ୟରେ ହ୍ୱାଟସ୍ ଆପ୍ ଅନେକ ନୂଆ ଫିଚର୍ସ ଆଣିଛି । ହ୍ୱାଟ୍ସଆପର ୱେବ୍ ଭର୍ସନ୍ ପାଇଁ ଏକ ଚାଟ୍ ଲକ୍ ଉପରେ କାମ ହେଉ କିମ୍ବା ଉପଭୋକ୍ତାଙ୍କୁ ଅନ୍ୟ ବ୍ୟକ୍ତିଗତ ଫଟୋଗୁଡ଼ିକର ସ୍କ୍ରିନସଟ୍…