Browsing Category

ବାଣିଜ୍ୟ

ତିନି ଦିନ ବ୍ୟାଙ୍କ ଛୁଟି: ଭୁବନେଶ୍ୱରରେ ସେପ୍ଟେମ୍ବର ୧୯ ଓ ୨୦ ବ୍ୟାଙ୍କ ବନ୍ଦ ରହିବ

ନୂଆଦିଲ୍ଲୀ: ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡ଼ିତ କିଛି କାର୍ଯ୍ୟ ବାକି ରହିଛି ତେବେ ଏହା ଆପଣଙ୍କର ସମସ୍ୟା ବଢ଼ାଇପାରେ । କାରଣ ଆସନ୍ତାକାଲି ଅର୍ଥାତ ୧୮ ତାରିଖଠାରୁ ୨୦ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ । ମାତ୍ର…

Airtel ଆଣିଛି ଦମଦାର ଅଫର, ଏହି ୩ଟି ନୂଆ ପ୍ରିପେଡ଼ ପ୍ଲାନ କରିଲା ଲଞ୍ଚ

ଭୁବନେଶ୍ୱର : ଦେଶର ସବୁଠାରୁ ଲୋକପ୍ରିୟ ଟେଲିକମ୍‌ କମ୍ପାନୀମାନଙ୍କ ମଧ୍ୟରୁ ଏୟାରଟେଲ୍ ଅନ୍ୟତମ । ଏୟାରଟେଲ ନିଜ ଗ୍ରାହକଙ୍କ ପାଇଁ ଅନେକ ପ୍ରିପେଡ୍‌ ପ୍ଲାନ୍‌ ଦେଇଥାଏ । ଯଦି ଆପଣ ଜଣେ ଏୟାରଟେଲ୍‌ ୟୁଜର ତେବେ ଆପଣଙ୍କ…

ଆପଣ ଏପର୍ଯ୍ୟନ୍ତ ବଦଳାଇ ନାହାଁନ୍ତି ୨୦୦୦ ଟଙ୍କିଆ ନୋଟ ତେବେ ଶୀଘ୍ର ବଦଳାନ୍ତୁ, ନହେଲେ…

ନୂଆଦିଲ୍ଲୀ : କ'ଣ ଆପଣ ଏ ପର୍ଯ୍ୟନ୍ତ ବଦଳାଇ ନାହାନ୍ତି ୨୦୦୦ଟଙ୍କା ନୋଟ ତେବେ ଆପଣ ଏହାକୁ ଶୀଘ୍ର ବଦଳାନ୍ତୁ । କାରଣ ଏହାର ସମୟ ସୀମା ସରିବାକୁ ଖୁବ କମ ସମୟ ବାକି ଅଛି । ୩୦ ସେପ୍ଟେମ୍ବର ପୂର୍ବରୁ ଆପଣ ଏହି ନୋଟକୁ…

UIDAIର ଘୋଷଣା: ଆଧାର ସଂଶୋଧନ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଆଧାର କାର୍ଡକୁ ନେଇ ଆସିଛି ଏକ ବଡ଼ ଖବର । ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ପକ୍ଷରୁ ଆଧାର ସଂଶୋଧନ ଅବଧି ବୃଦ୍ଧି କରାଯାଇଛି । ଆଧାର ମାଗଣା ଅପଡେଟ ନେଇ ସେପ୍ଟେମ୍ବର ୧୪ ଅନ୍ତିମ ତାରିଖ…

ଗ୍ରାହକଙ୍କ ଚିନ୍ତା ବଢ଼ାଉଛି ସୁନା ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ ରହିଛି ମୂଲ୍ୟ ?

ଭୁବନେଶ୍ୱର : ସୁନାକୁ ପିନ୍ଧିବା ସବୁ ମହିଳାଙ୍କ ଶୌକ, କିନ୍ତୁ ବର୍ତ୍ତମାନ ଏହାର ଯାହା ମୂଲ୍ୟ ତାହାକୁ ନେଇ ଗ୍ରାହକ କିଣିବା ପୂର୍ଵରୁ ଅନେକ ଥର ଭାବନ୍ତି । ସୁନା ଦରରେ ବୃଦ୍ଧିକୁ ନେଇ ଗ୍ରାହକ ଚିନ୍ତାରେ ପଡିଛନ୍ତି ।…

ଆସିଲା ବିଏସଏନଏଲର ଦମଦାର ପ୍ଲାନ, ସବୁଠାରୁ ଅଧିକ ଡେଲି ଡାଟା, ଭାଲିଡିଟିରେ ଜିଓ ଓ ଏୟାରଟେଲ ଠାରୁ ଆଗରେ

ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ ୟୁଜର୍ସଙ୍କୁ ବହୁ ବଢିଆ ପ୍ଲାନ ଅଫର କରୁଛି । କମ୍ପାନୀର କିଛି ପ୍ଲାନ ରିଲାଏନ୍ସ ଜିଓ, ଏୟାରଟେଲ ଓ ଭୋଡାଫୋନ୍-ଆଇଡିଆକୁ ବି ଟକ୍କର ଦେଉଛି । ବିଏସଏନଏଲର ୨୯୯ ଟଙ୍କା…

Sensexରେ ନିବେଶକଙ୍କ କମାଲ: ଏହି ମାସରେ ୧୨ ଲକ୍ଷ କୋଟିର ବମ୍ପର ଆୟ

ନୂଆଦିଲ୍ଲୀ: ଭାରତୀୟ ଶେୟାର ବଜାରରେ ଚଳିତ ମାସ ଲଗାତାର ବୃଦ୍ଧି ଘଟିଛି । ସପ୍ତାହର ଶେଷ ଦିନ ବିଏସଇ ସେନସେକ୍ସ ୩୧୯.୬୩ ପଏଣ୍ଟ ବୃଦ୍ଧି ପାଇ ୬୭,୮୩୮.୬୩ରେ ପହଞ୍ଚିଛି । ସେହିପରି ସେନସେକ୍ସ ଲଗାତାର ୧୧ ଟ୍ରେଡିଙ୍ଗ…

ପର୍ବପର୍ବାଣୀ ପୂର୍ବରୁ ସରକାର ଦେଲେ ଏହି ଉପହାର: ପ୍ରତି ମାସରେ ମହିଳାମାନଙ୍କୁ ମିଳିବ ଏକ-ଏକ ହଜାର ଟଙ୍କା

ନୂଆଦିଲ୍ଲୀ: ତାମିଲନାଡୁ ସରକାର ଶୁକ୍ରବାର ଠାରୁ ମହିଳାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିଛନ୍ତି। କାଞ୍ଚିପୁରମରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏହି ଯୋଜନା ଆରମ୍ଭ କରିଛନ୍ତି, ଯାହାର ନାମ…

ବିନା ଅନୁମତିରେ ୟୁଜର୍ସଙ୍କୁ ଟ୍ରାକ୍ କରୁଛି ଗୁଗଲ, ଏବେ ଭରିବ ୭୨୨ କୋଟି ଟଙ୍କର ଜୋରିମାନା

ନୂଆଦିଲ୍ଲୀ: ଗୁଗଲ ଏହାର ୟୁଜର୍ସଙ୍କ ଲୋକେସନ ବାରମ୍ବାର ଟ୍ରାକ କରିବାରେ ଲାଗିଛି । ଏହାର ମ୍ୟାପ୍ ଓ ଲୋକେସନ ଆଧାରିତ ସେବାଗୁଡିକୁ ଅଧିକ ଉପଯୋଗୀ କରିବା ଲାଗି ଗୁଗଲ ଏପରି କରିଥାଏ । କିନ୍ତୁ ସମସ୍ତଙ୍କ ମନରେ ପ୍ରଶ୍ନ…

ବିଶ୍ୱକୁ ଚଲାଉଛନ୍ତି ଭାରତ ସମେତ ଏହି ୧୦ ଦେଶ! ଜାଣନ୍ତୁ କେଉଁଠି ଅଛି ସବୁଠୁ ଅଧିକ ଇଣ୍ଡଷ୍ଟ୍ରୀ

ନୂଆଦିଲ୍ଲୀ: ଗତ କିଛି ବର୍ଷ ମଧ୍ୟରେ, ବିଶ୍ୱରେ ଶିଳ୍ପ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଘଟିଛି । ବିଶେଷ କରି ବିକାଶଶୀଳ ଦେଶମାନଙ୍କରେ ଏହି ବୃଦ୍ଧି ଉଲ୍ଲେଖନୀୟ । ଏହାର ସଂଖ୍ୟାରେ ଏକ ଭଲ ବୃଦ୍ଧି କେବଳ ବିଶ୍ୱବ୍ୟାପୀ ନୁହେଁ,…