fbpx
BSKY
BJD MC SKY
BJD MS SKY
Browsing Category

ବାଣିଜ୍ୟ

ବଦଳିଯିବ ରାସନ ଦୋକାନର ପୂରା ସିଷ୍ଟମ! ଫାଇଦାରେ ରହିବେ ହୀତାଧିକାରୀ

ନୂଆଦିଲ୍ଲୀ: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଆସିଛି ବଡ଼ ଖବର । ରାସନ ଦୋକାନଗୁଡ଼ିକର ବ୍ୟବସ୍ଥାକୁ ସଂପୂର୍ଣ୍ଣ ରୂପେ ବଦଳାଇବାକୁ ବିଚାର କରୁଛନ୍ତି ସରକାର । ଏବେ ରାସନ ଦୋକାନ ଉପରେ ନଜର ରଖିବା ପାଇଁ ସିସିଟିଭି…

ପୁଣି କମିଲା ସୁନା ଦର: ମାସକ ମଧ୍ୟରେ ସବୁଠୁ ଶସ୍ତା ହେଲା ଗୋଲ୍ଡ, ଜାଣନ୍ତୁ ନୂଆ ରେଟ୍

ନୂଆଦିଲ୍ଲୀ: ଗ୍ଲୋବାଲ ମାର୍କେଟର ଅସ୍ଥିରତା ଯୋଗୁଁ ଭାରତୀୟ ବଜାରରେ ମଧ୍ୟ ସୁନା-ରୂପା ଦରରେ ହ୍ରାସ ପରିବର୍ତ୍ତନ ଦେଖାଦେଇଛି । ବୁଧବାର ସୁନା ଏବଂ ରୂପାର ମୂଲ୍ୟରେ ସାମାନ୍ୟ ବୃଦ୍ଧି ପରେ ମଧ୍ୟ ସୁନାର ଦର ଏବେ ଖୁବ…

ଟମାଟୋ କିଲୋ ୩ ଟଙ୍କା: ତଥାପି ବିକ୍ରି ନହେବାରୁ ଏମିତି କଲେ ଚାଷୀ

ନୂଆଦିଲ୍ଲୀ: ଗତ ମାସରେ ଟମାଟୋ ଦର ପ୍ରାୟ ୨୯ ପ୍ରତିଶତ ହ୍ରାସ ପାଇଛି । ଏହା ଗ୍ରାହକମାନଙ୍କୁ ଚିନ୍ତାରୁ ମୁକ୍ତି ମିଳିଥିଲେ ମଧ୍ୟ ଚାଷୀମାନଙ୍କ ପାଇଁ ଫସଲର ଖର୍ଚ୍ଚ ବାହାର କରିବା ମଧ୍ୟ ମୁସ୍କିଲ ହୋଇ ପଡୁଛି ।…

ସାହାରା ଇଣ୍ଡିଆର କୋଟି କୋଟି ନିବେଶକଙ୍କ ପାଇଁ ବଡ ଖବର, ସୁବ୍ରତ ରାୟଙ୍କ ବିରୋଧରେ ନିଆଗଲା ଏହି ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଯଦି ଆପଣ ସାହାରା ଇଣ୍ଡିଆରେ ନିବେଶ କରିଛନ୍ତି, ତେବେ ଏହି ଖବର ସହିତ ଅପଡେଟ୍ ରହିବା ଆପଣଙ୍କ ପାଇଁ ଜରୁରୀ। ସାହାରାରେ ବିନିଯୋଗ କରିଥିବା ଅଧିକାଂଶ ଲୋକ ଏପର୍ଯ୍ୟନ୍ତ ଟଙ୍କା ପାଇନାହାଁନ୍ତି। ସାହାରା ଗତ…

କାର୍-ବାଇକ୍-ଅଟୋ ଚାଳକଙ୍କ ପାଇଁ ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା: ଶୁଣିଲେ ଉଡ଼ିଯିବ ହୋସ୍

ନୂଆଦିଲ୍ଲୀ: ପୁଣିଥରେ ଏକ ବଡ଼ ଘୋଷଣା କରି ଚର୍ଚ୍ଚାକୁ ଆସିଛନ୍ତି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ । ତାଙ୍କ ଘୋଷଣା ଶୁଣି କାର-ବାଇକ୍ ଓ ଅନ୍ୟାନ୍ୟ ଗାଡ଼ିଚାଳକମାନେ ସ୍ତବ୍ଧ ହୋଇଯାଇଛନ୍ତି । ଏକ…

ନିଜର ପ୍ରତିଶ୍ରୁତି ପୂରଣ କଲେ ମୋଦୀ ସରକାର ? SBI ରିପୋର୍ଟରେ ଦାବି- ୫ ବର୍ଷରେ ଦୁଇ ଗୁଣ ହୋଇଛି କୃଷକଙ୍କ ଆୟ

ନୂଆଦିଲ୍ଲୀ: କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦୁଇ ଗୁଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ସଂପର୍କରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସବିଆଇ)ଏକ ରିପୋର୍ଟ ଜାରି କରିଛି। ଦେଶର ଏହି ବଡ…

ପେଟ୍ରୋଲ, ଡିଜେଲ, ଜେଟ ଇନ୍ଧନ, ଅଶୋଧିତ ତେଲ ଉପରେ ହ୍ରାସ ପାଇଲା ୱିଣ୍ଡଫଲ ଟ୍ୟାକ୍ସ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ପେଟ୍ରୋଲ, ଡିଜେଲ ଏବଂ ଜେଟ ଇନ୍ଧନ ଉପରୁ ରପ୍ତାନୀ ଶୁଳ୍କ ହଟାଇଛନ୍ତି କେନ୍ଦ୍ର ସରକାର। ସରକାରୀ ବିଜ୍ଞପ୍ତ ଅନୁଯାୟୀ ମୋଦି ସରକାର ଡିଜେଲ…

ପିଏମ କିଷାନର ଦ୍ୱାଦଶ କିସ୍ତି ପୂର୍ବରୁ ସରକାର ବଦଳାଇଲେ ଏହି ନିୟମ: ଫାଇଦାରେ ଚାଷୀ

ନୂଆଦିଲ୍ଲୀ: ପିଏମ କିଷାନ ସମ୍ମାନ ନିଧିର ଦ୍ୱାଦଶ କିସ୍ତିକୁ ଚାହିଁବସିଛନ୍ତି ଦେଶର ୧୦କୋଟିରୁ ଅଧିକ ଚାଷୀ । କିନ୍ତୁ ଦ୍ୱାଦଶ କିସ୍ତି ଆକାଉଣ୍ଟକୁ ଆସିବା ପୂର୍ବରୁ ସରକାର ଏକ ବଡ ପରିବର୍ତ୍ତନ କରିଛନ୍ତି । ଏହା ଅଧୀନରେ…

ଶସ୍ତା ହେବ ବିମାନ ଯାତ୍ରା! ଆରମ୍ଭ ହେବାକୁ ଯାଉଛି ୨୬ ଟି ନୂତନ ବିମାନ, ଜାଣନ୍ତୁ ରୁଟ୍ ଲିଷ୍ଟ ଓ ଭଡ଼ା

ନୂଆଦିଲ୍ଲୀ: ଦେଶରେ ଘରୋଇ ବିମାନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଏବେ ଅଧିକ ବିକଳ୍ପ ମିଳିବାକୁ ଯାଉଛି । ଦେଶର ବିଭିନ୍ନ ସ୍ଥାନକୁ ଯିବା ପାଇଁ ସେମାନଙ୍କ ପାଇଁ ବିମାନ ସୁବିଧା ଉପଲବ୍ଧ ହେବାକୁ ଯାଉଛି । ଘରୋଇ…

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଘୋଷଣା: ୧୪ ସାମଗ୍ରୀ ଉପରେ ଲାଗିବନି GST

ନୂଆଦିଲ୍ଲୀ: ପୁଣି ମହଙ୍ଗା ମାଡ଼ରେ ଘାଣ୍ଟି ହେବେ ସାଧାରଣ ଜନତା । ପୂର୍ବରୁ ତୈଳ ଦର ଓ ରନ୍ଧନ ଗ୍ୟାସ୍ ଦର ବୃଦ୍ଧିରେ ଛଟପଟ ହେଉଥିବା ଦେଶବାସୀଙ୍କୁ ଏବେ ଡାଲି ଭାତ ଉପରେ ମଧ୍ୟ ଟିକସ ଗଣିବାକୁ ପଡ଼ିବ । ଚଳିତ ମାସ ୧୮…