Browsing Category

ବାଣିଜ୍ୟ

ଜୁଲାଇ ମାସରେ ଅଧା ଦିନ ବନ୍ଦ ରହିବ ବ୍ୟାଙ୍କ: ଜରୁରୀ କାମ ଥିଲେ ଚେକ୍ କରନ୍ତୁ ଛୁଟି ଲିଷ୍ଟ୍

ନୂଆଦିଲ୍ଲୀ: ପ୍ରତି ମାସରେ ବ୍ୟାଙ୍କଗୁଡ଼ିକରେ କିଛି ଦିନ ଛୁଟି ରହିଥାଏ । ବର୍ତ୍ତମାନ ଜୁନ୍ ମାସ ଶେଷ ହେବାକୁ ଯାଉଛି ଏବଂ ଜୁଲାଇ ମାସ ଆରମ୍ଭ ହେବାକୁ ଯାଉଛି । ଏଥି ସହିତ ଜୁଲାଇ ମାସରେ ମଧ୍ୟ ବ୍ୟାଙ୍କଗୁଡ଼ିକ କିଛଦିନ…

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, ୧୦ ଦିନ ପରେ ବଢ଼ିବାକୁ ଯାଉଛି DA! ଜାଣନ୍ତୁ କେତେ ?

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସିଖବର । କେବଳ ୧୦ ଦିନ ଅପେକ୍ଷା କରିବାର ଅଛି, ଯାହାପରେ ଆପଣଙ୍କ ଆକାଉଣ୍ଟକୁ ବଡ଼ ଆମାଉଣ୍ଟର ଟଙ୍କା ଆସିବ । ଜୁଲାଇ ମାସରେ କେନ୍ଦ୍ରୀୟ କର୍ମଚାରୀଙ୍କ…

ଟ୍ରକ୍ ଡ୍ରାଇଭରମାନଙ୍କୁ ବି ମିଳିବ AC ପବନ: କ୍ୟାବିନରେ ଏସି ଲଗାଇବା ବାଧ୍ୟତାମୂଳକ , ନିଷ୍ପତ୍ତି ଉପରେ ଲାଗିଲା ମୋହର

ନୂଆଦିଲ୍ଲୀ: ୨୦୨୫ ମସିହାରୁ ସମସ୍ତ ଟ୍ରକର କ୍ୟାବିନରେ ଏୟାର କଣ୍ଡିସନର ଲଗାଇବା ବାଧ୍ୟତାମୂଳକ ହେବ, ଯାହା ଫଳରେ ଦୈନିକ ୧୧-୧୨ ଘଣ୍ଟା ଗାଡ଼ି ଚଳାଉଥିବା ଟ୍ରକ ଚାଳକଙ୍କୁ ବିଶ୍ରାମ ମିଳିପାରିବ। ଟ୍ରକ ଡ୍ରାଇଭର ଅନେକ…

Infosysର ସହ ପ୍ରତିଷ୍ଠାତା ଏହି ଶିକ୍ଷାନୁଷ୍ଠାନକୁ ଦାନ କଲେ ୩୧୫ କୋଟି ଟଙ୍କା, ବିଜ୍ଞପ୍ତି ଏବଂ ଟ୍ୱିଟ ମାଧ୍ୟମରେ ଦେଲେ ସୂଚନା

ନୂଆଦିଲ୍ଲୀ: ଇନଫୋସିସ୍ ସହ-ପ୍ରତିଷ୍ଠାତା ନନ୍ଦନ ନିଲେକାନି ଦେଶର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନକୁ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଏକ ପ୍ରେସ ବିଜ୍ଞପ୍ତି ଏବଂ ଟ୍ୱିଟ ମାଧ୍ୟମରେ ସୂଚନା ଦିଆଯାଇଛି ଯେ,…

୧୦୦୦ କର୍ମଚାରୀଙ୍କୁ ଛଟେଇ କଲା Byju’s: ୨୪ ଘଣ୍ଟା କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ତୁରନ୍ତ ଇସ୍ତଫା ଦେବାକୁ କହିଲା କମ୍ପାନୀ

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ଅନଲାଇନ୍ କୋଚିଂ କମ୍ପାନୀ ବାଇଜୁ(Byju's)ରେ ବଡ଼ ଧରଣର ଛଟେଇ ହୋଇଛି । କମ୍ପାନୀ ଏହାର ରିଷ୍ଟ୍ରକଚରିଂ ପ୍ରକ୍ରିୟାରେ ୧୦୦୦ କର୍ମଚାରିଙ୍କୁ ଛଟେଇ କରିଛି । ସୁତ୍ରରୁ ମିଳିଥିବା ଖବର…

ବିମାନ ଶିଳ୍ପର ସବୁଠାରୁ ବଡ ଡିଲ୍, ଏକାସାଙ୍ଗରେ ୫୦୦ ବିମାନ ଅର୍ଡର କଲା ଇଣ୍ଡିଗୋ

ନୂଆଦିଲ୍ଲୀ: ଘରୋଇ ଏୟାରଲାଇନ୍ କମ୍ପାନୀ 'ଇଣ୍ଡିଗୋ' ବିମାନ ନିର୍ମାଣକାରୀ କମ୍ପାନୀ 'ଏୟାର୍‌ବସ୍' ସହିତ ଏକ ବଡ଼ ଡିଲ୍ ଘୋଷଣା କରିଛି । ଇଣ୍ଡିଗୋ ୫୦୦ ଏୟାରବସ୍ ଏ୩୨୦ କିଣିବ । ଏହି ବିମାନଗୁଡିକ ୨୦୨୦ ରୁ ୨୦୩୫ ମଧ୍ୟରେ…

ଉଦୟମାନ ସେୟାର ବଜାରରେ ଚୀନ୍ ଏବଂ ମାଲେସିଆକୁ ପଛରେ ପକାଇଲା ଭାରତ

ନୁଆଦିଲ୍ଲୀ: ଭାରତୀୟ ସେୟାର ବଜାର ସୂଚକାଙ୍କ କରୋନା ମହାମାରୀ ପରେ ଅନେକ ପ୍ରମୁଖ ସୂଚକାଙ୍କୁ ପଛରେ ପକାଇ ଦେଇଛି । ଗତ ତିନି ମାସରେ ଏବଂ ବର୍ତ୍ତମାନ ୨୦୨୩ରେ ବିଶ୍ୱ ବଜାରରେ ଭଲ ପ୍ରଦର୍ଶନ କରିଛି । ତଥାପି, ଘରୋଇ…

ଚଳିତ ବର୍ଷ ଭାରତ ଛାଡ଼ିବେ ୬୫୦୦ ଜଣ ଧନୀବ୍ୟକ୍ତି: କ’ଣ ରହିଛି କାରଣ, କ’ଣ କହୁଛନ୍ତି ଏକ୍ସପର୍ଟ ଓ ChatGPT

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଭାରତରୁ ଅନେକ ଧନୀ ବ୍ୟକ୍ତି ଦେଶ ଛାଡ଼ି ପଳାୟନ କରୁଛନ୍ତି । ଗତ କିଛିବର୍ଷ ମଧ୍ୟରେ ଭାରତରେ ଏହି ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ସାରା ବିଶ୍ୱର ୱେଲଥ ଓ ଇନଭେଷ୍ଟମେଣ୍ଟ ମାଇଗ୍ରେସନ…

ଭାରତୀୟ ପୁଞ୍ଜି ବଜାରରେ ହାତ ଖୋଲି ନିବେଶ କରୁଛନ୍ତି ବିଦେଶୀ, ଜାଣନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କଲେଣି କେତେ ନିବେଶ

ନୂଆଦିଲ୍ଲୀ: ଭାରତୀୟ ପୁଞ୍ଜି ବଜାରରେ ବିଦେଶୀ ପୋର୍ଟପୋଲିଓ ନିବେଶ(ଏଫପିଆଇ) ନିବେଶ ଧାରା ଜୁନ୍ ମାସରେ ଲଗାତାର ଚତୁର୍ଥ ମାସ ପାଇଁ ଜାରି ରହିଛି । କରୋନା ମହାମାରୀ ପରେ ଦେଶର ଅର୍ଥବ୍ୟବସ୍ଥା ପୁନଃରୁଦ୍ଧାର ଏବଂ…

ସିଷ୍ଟମରୁ ୫୦୦ ଟଙ୍କା ନୋଟ୍ ନିଖୋଜ ଥିବା ରିପୋର୍ଟକୁ RBI କଲା ଅସ୍ୱୀକାର, ଜାଣନ୍ତୁ କଣ କହିଛି

ନୂଆଦିଲ୍ଲୀ: ଦେଶର କେନ୍ଦ୍ରୀୟ ବ୍ୟାଙ୍କ, ଭାରତୀୟ ରିଜର୍ଭ ବ୍ୟାଙ୍କ ବଜାରରୁ ୫୦୦ ଟଙ୍କା ନୋଟ୍ ଅଦୃଶ୍ୟ ହେବାର ଖବରକୁ ଅସ୍ୱୀକାର କରିଛି ଏବଂ ଏହା ଉପରେ ସ୍ପଷ୍ଟୀକରଣ ଜାରି କରିଛି। ଗତକାଲି ଆରବିଆଇ ଏକ ପ୍ରେସ…