Browsing Category
ବାଣିଜ୍ୟ
ପ୍ରାଇଭେଟ ଚାକିରିଆ ମାନଙ୍କୁ ଲାଗିବ ବଡ଼ ଝଟକା, PF ଉପରେ ସୁଦ୍ଧା ସୁଧହାର କମ୍ ହୋଇପାରେ!
ନୂଆଦିଲ୍ଲୀ: ବେସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା କୋଟି ଲୋକଙ୍କୁ ଖୁବ୍ ଶୀଘ୍ର ଏକ ବଡ଼ ଝଟକା ଦେବାକୁ ଯାଉଛନ୍ତି ସରକାର। PF ଉପରେ ସୁଧ ହାରକୁ ନେଇ ଏହି ମାସରେ ନିଷ୍ପତ୍ତି ନିଆଯିବ। ଚଳିତ ଆର୍ଥିକ ବର୍ଷ ପାଇଁ PF…
KYC ଅପଡେଟ୍ ନାଁରେ ଠକେଇ, ଅଭିନେତ୍ରୀଙ୍କ ସମେତ ୪୦ ଜଣଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଲୁଟ୍
ମୁମ୍ବାଇ: ମୁମ୍ବାଇରେ KYC ଅପଡେଟ୍ କରିବା ନାମରେ ତିନି ଦିନ ମଧ୍ୟରେ ୪୦ ଜଣଙ୍କ ସହ ସାଇବର ଠକେଇ ମାମଲା ସାମ୍ନାକୁ ଆସିଛି। ଖାର ୟୁନିୟନ ପାର୍କରେ ରହୁଥିବା ଚଳଚ୍ଚିତ୍ର ଅଭିନେତ୍ରୀ ଶ୍ୱେତା ସୁମେଶ ମେମନ ମଧ୍ୟ ଠକାମିର…
ମୋଦୀ ସରକାରରେ ଦିଗୁଣା ହୋଇଛି ଭାରତର ମୁଣ୍ଡପିଛା ଆୟ, କିନ୍ତୁ ଆୟରେ ଅସମାନତା ଦେଉଛି ଚ୍ୟାଲେଞ୍ଜ
ନୂଆଦିଲ୍ଲୀ: ମୋଦୀ ସରକାରରେ ଭାରତରେ ବ୍ୟକ୍ତିଙ୍କର ମୁଣ୍ଡପିଛା ଆୟ ଦିଗୁଣା ହୋଇଛି। ୨୦୧୪-୧୫ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର କ୍ଷମତାକୁ ଆସିବା ପରେ ବର୍ତ୍ତମାନ ଦେଶର ମୁଣ୍ଡପିଛା ଆୟ…
ମହିଳାମାନେ ଘରେ ବସି ଟଙ୍କା ରୋଜଗାର କରନ୍ତୁ, ଜାଣନ୍ତୁ ଏହି ରୋଜଗାର ଟିପ୍ସ
ଆଜିକାଲି ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ପୁରୁଷଙ୍କ ସହ କାନ୍ଧ କାନ୍ଧରେ କାମ କରୁଛନ୍ତି। ଅଫିସ୍ ହେଉ କିମ୍ବା ବ୍ୟବସାୟ ହେଉ, ମହିଳାମାନେ ସବୁଠାରେ ସଫଳ ହେଉଛନ୍ତି। କିନ୍ତୁ ତଥାପି ପରିସ୍ଥିତି କିମ୍ବା ଆବଶ୍ୟକତା…
E-Shram କାର୍ଡରେ ଲାଭ ଉଠାଇବେ କେମିତି: କେନ୍ଦ୍ର ସରକାର ଗରିବଙ୍କୁ କେଉଁ ସବୁ ଫାଇଦା ଦେଉଛନ୍ତି, କେମିତି ରେଜିଷ୍ଟ୍ରେସନ କରିବେ
ନୂଆଦିଲ୍ଲୀ: ଦେଶର ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କୁ ଗୋଟିଏ ପ୍ଲାଟଫର୍ମରେ ଯୋଡ଼ିବା ପାଇଁ କେନ୍ଦ୍ର ସରକାର ଇ-ଶ୍ରମ କାର୍ଡ ଯୋଜନା ଆରମ୍ଭ କରିଛନ୍ତି । ଏହି ସ୍କିମରେ ଯୋଡ଼ି ହେଲେ ଶ୍ରମିକମାନଙ୍କୁ ସରକାରଙ୍କ ତରଫରୁ ଅନେକ…
LICର ଖାସ ପ୍ଲାନ, କେବଳ ୨୦୦ ଟଙ୍କା ଲଗାଇ ପଆନ୍ତୁ ୨୮ ଲକ୍ଷ, ଜାଣନ୍ତୁ କିପରି
ନୂଆଦିଲ୍ଲୀ: ଆପଣ ଯଦି ଏଲଆଇସି ପଲିସି ନେବାକୁ ପ୍ଲାନ ବନାଉଛନ୍ତି ତେବେ ଏହା ଆପଣଙ୍କ ପାଇଁ ଭଲ ଖବର । ଏଲଆଇସି ଆପଣଙ୍କ ପାଇଁ ଏକ ଏପରି ପଲିସି ନେଇ ଆସିଛି ଯାହାକୁ ଆପଣ ପୂରା ୨୮ ଲକ୍ଷ ଟଙ୍କା ପାଇବେ । ଆଜିର ସମୟରେ…
ସରକାରୀ ଚାକିରି ଭଲ ନା ପ୍ରାଇଭେଟ ଚାକିରି ଭଲ? ଏନେଇ ଆଇପିଏସ ଦେଲେ ଉତ୍ତର
ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆରେ ଜଣେ ଆଇପିଏସଙ୍କର ଏକ ଟୁଇଟ୍ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଯେତେବେଳେ ଜଣେ ଉପଭୋକ୍ତା ସରକାରୀ ଚାକିରି ଏବଂ ବେସରକାରୀ ଚାକିରିର ବିତର୍କକୁ ପୁନଃ ଜାଗ୍ରତ କରିଥିଲେ, ସେତେବେଳେ…
SBI ବଜାର ଠାରୁ ଶସ୍ତାରେ ବିକ୍ରି କରୁଛି ସୁନା, ଚେକ୍ କରନ୍ତୁ ୧୦ ଗ୍ରାମକୁ କେତେ ଟଙ୍କା
ନୂଆଦିଲ୍ଲୀ: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଏସବିଆଇ କୋଟି କୋଟି ଗ୍ରାହକଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଫର ଆଣିଛି, ଯେଉଁଥିରେ ଆପଣ ଶସ୍ତା ସୁନା କିଣି ପାରିବେ। ଆପଣ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ଏକ ସ୍ୱତନ୍ତ୍ର ଅଫର…
ବୁଡ଼ିଯାଉଥିବା ଆଦାନୀ ଗ୍ରୁପ୍ ସେୟାର ଉପରେ ଲଗାଇଲେ ବାଜି, ଦୁଇ ଦିନରେ ୩,୧୦୦ କୋଟି ଟଙ୍କା ରୋଜଗାର କଲେ ରାଜୀବ ଜୈନ
ନୂଆଦିଲ୍ଲୀ: ଭେଟେରାନ ଏନଆରଆଇ ନିବେଶକ ରାଜୀବ ଜୈନଙ୍କ ନେତୃତ୍ୱରେ GQG ପାର୍ଟନରମାନେ ଆଦାନୀ ଗ୍ରୁପ୍ ସେୟାରରେ ଏକ ସାହସିକ ନିବେଶ କରିଛନ୍ତି। ଯେତେବେଳେ କ୍ରମାଗତ ଭାବେ ଆଦାନୀ ସେୟାର ମୂଲ୍ୟ ଖସି ଚାଲିଛି, ସେଇ ସମୟରେ…
EPFO ପକ୍ଷରୁ ଆସିଲା ବଡ଼ ଅପଡେଟ୍: ୬.୫ କୋଟି ଖାତାଧାରୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହେବ PF ସୁଧ
ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ପକ୍ଷରୁ ଖାତାଧାରୀଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଦୀର୍ଘ ସମୟ ଧରି ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ) ଆକାଉଣ୍ଟ ଧାରୀମାନେ ସେମାନଙ୍କର ଜମା ରାଶି ଉପରେ ମିଳୁଥିବା…