Browsing Category
ବାଣିଜ୍ୟ
ପୋଷ୍ଟ ଅଫିସର ବଢ଼ିଆ ସ୍କିମ୍: ପ୍ରତିଦିନ ୫୦ ଟଙ୍କା ନିବେଶରେ ମିଳିବ ୩୫ ଲକ୍ଷ, ଜାଣନ୍ତୁ କ’ଣ ଏହି ଯୋଜନା..
ନୂଆଦିଲ୍ଲୀ: ପୋଷ୍ଟ ଅଫିସରେ ନିବେଶ ପାଇଁ ଅନେକ ସ୍କିମ୍ ରହିଛି । ଏହି ଯୋଜନାରେ ଆପଣଙ୍କୁ ଭଲ ରିଟର୍ଣ୍ଣ ମିଳିଥାଏ । ଏହା ସହ ଆପଣଙ୍କ ଟଙ୍କା ମଧ୍ୟ ସୁରକ୍ଷିତ ରହିଥାଏ । ପୋଷ୍ଟ ଅଫିସ ସ୍ମଲ ସେଭିଙ୍ଗସ ସ୍କିମରେ…
ଏବେ ବୁଲିବା ସହ ଚିକିତ୍ସା ମଧ୍ୟ କରାଇପାରିବେ ଯାତ୍ରୀ, ଜାଣନ୍ତୁ କେମିତି ଉଠାଇବେ ଏହି ପ୍ୟାକେଜର ଲାଭ…
ନୂଆଦିଲ୍ଲୀ: ପର୍ଯ୍ୟଟନକୁ ଉତ୍ସାହିତ କରିବା ପାଇଁ IRCTC ଲଗାତାର ପ୍ରୟାସ ଜାରିରଖିଛି । କିଛି ଦିନ ପୂର୍ବରୁ ଆଇଆରସିଟିସି ତରଫରୁ ଅନେକ ନୂଆ ପ୍ୟାକେଜ୍ ଆରମ୍ଭ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଏକ ଭିନ୍ନ ପ୍ୟାକେଜ୍…
ଚେକ୍ ବାଉନ୍ସ ମାମଲାରେ କଠୋର ହେବ ନିୟମ, ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ ନାହିଁ!
ନୂଆଦିଲ୍ଲୀ: ଚେକ୍ ବାଉନ୍ସ ହେଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ଶିଳ୍ପ ସଂସ୍ଥା PHDCCI ଚେକ ବାଉନ୍ସ ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅର୍ଥ ମନ୍ତ୍ରଣାଳୟକୁ ପରାମର୍ଶ ଦେଇଛି। ଶିଳ୍ପ ସଂସ୍ଥା…
ବୃଦ୍ଧି ପାଇଲା ୧୩୦ ସୁପରଫାଷ୍ଟ ଟ୍ରେନ୍ ଭଡା: ଜାଣନ୍ତୁ ନୂଆ ରେଟ୍
ନୂଆଦିଲ୍ଲୀ: ରେଳବାଇ ସମଗ୍ର ଦେଶରେ ୧୩୦ ମେଲ-ଏକ୍ସପ୍ରେସ ଟ୍ରେନକୁ ସୁପରଫାଷ୍ଟ ମାନ୍ୟତା ଦେଇ ସମସ୍ତ ଶ୍ରେଣୀର ଭଡା ବୃଦ୍ଧି କରିଛି। ଏହା ଅଧୀନରେ ଏସି -୧ ଏବଂ ଟ୍ରେନର ଏକ୍ଜିକ୍ୟୁଟିଭ୍ କ୍ଲାସରେ ଯାତ୍ରୀଙ୍କ ପାଇଁ ଭଡା…
ଏହି ଜିଓ ଗ୍ରାହକଙ୍କୁ ମାଗଣା ମିଳିବ ୫ଜି ସର୍ଭିସ
ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଭାରତରେ ଏହାର ୫ଜି ନେଟୱାର୍କ ସେବାର ଘୋଷଣା କରିଛି । ଭାରତରେ ଜିଓର ୫ଜି ନେଟୱାର୍କ ଆରମ୍ଭ ହୋଇଛି । ଏଭଳି ପରିସ୍ଥିତିରେ ଗ୍ରାହକଙ୍କ ମନରେ ଏକ ପ୍ରଶ୍ନ ଆସୁଛି କି, ଜିଓର ୫ଜି ପ୍ଲାନର…
ଭାରତରେ ମହଙ୍ଗା ହୋଇପାରେ ପେଟ୍ରୋଲ-ଡିଜେଲ୍, ପ୍ରତିଦିନ ୨୦ ଲକ୍ଷ ବ୍ୟାରେଲ୍ ତେଲ ଉତ୍ପାଦନ କରିବାକୁ ବିଚାର କରୁଛି ଓପେକ୍
ନୂଆଦିଲ୍ଲୀ: ତୈଳ ରପ୍ତାନକାରୀ ଦେଶର ସଂଗଠନ(ଓପେକ) ସଂପ୍ରତି ପ୍ରତି ଦିନ ଅଶୋଧିତ ତୈଳ ଉତ୍ପାଦନରେ ୨ ମିଲିୟନ(୨୦ ଲକ୍ଷ) ବ୍ୟାରେଲ୍ ହ୍ରାସ କରିବାକୁ ବିଚାର କରୁଛି। ଯଦି ଏମିତି ହୁଏ ତେବେ ଭାରତ ସମେତ ଦୁନିଆର ଅନେକ…
Amul କମ୍ପାନୀ ସାହାର୍ଯ୍ୟରେ ପ୍ରତି ମାସରେ ଆୟ କରନ୍ତୁ ୫ ରୁ ୧୦ ଲକ୍ଷ ଟଙ୍କା
ନୂଆଦିଲ୍ଲୀ :ଚାକିରି ଅପେକ୍ଷା ଆପଣ ବ୍ୟବସାୟ ମାଧ୍ୟମରେ ଅଧିକ ଟଙ୍କା ରୋଜଗାର କରିପାରିବେ । ଏହା ସମ୍ପୂର୍ଣ୍ଣ ସତ, କିନ୍ତୁ ଏଥିପାଇଁ ଆପଣଙ୍କୁ ପ୍ରଥମେ ସଠିକ୍ ଦିଗ ଦରକାର । ଆଜି ଆମେ ଆପଣଙ୍କୁ ଏପରି ବ୍ୟବସାୟ ବିଷୟରେ…
DA ବଢ଼ିଲା, ଏବେ HRA ବଢ଼ିବ! କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ଡବଲ୍ ଇଞ୍ଜିନ୍ ବେନିଫିଟ୍
ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ୪ ପ୍ରତିଶତ ବୃଦ୍ଧି ପାଇଥିଲା । ଏହାଫଳରେ କର୍ମଚାରୀମାନେ ଏବେ ମୋଟ ୩୮ ପ୍ରତିଶତ ଡିଏ ପାଇବେ । ତେବେ ଡିଏ ବଢ଼ିବା ପରେ ଏବେ ହାଉସିଂ ରେଣ୍ଟ ଆଲାଉନ୍ସ…
PNB FD Interest Rate:ଏଫଡି ଉପରେ ସୁଧ ହାର ବୃଦ୍ଧି କରିଲା ପିଏନବି; ଜାଣନ୍ତୁ ସମ୍ପୂର୍ଣ ତଥ୍ୟ
ନୂଆଦିଲ୍ଲୀ:ଦେଶର ଦ୍ୱିତୀୟ ବୃହତ୍ତମ ପବ୍ଲିକ ସେକ୍ଟର ବ୍ୟାଙ୍କ ଯଥା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ସବୁବେଳେ କିଛି ଭଲ ଅଫର ଦେଇ ଆସୁଛି। ବର୍ତ୍ତମାନ ବ୍ୟାଙ୍କ ଏହାର ବରିଷ୍ଠ ନାଗରିକମାନଙ୍କୁ (ସିନିୟର…
IMF Report: ଆର୍ଥିକ ମାନ୍ଦାବସ୍ଥାରେ କଲବଲ ହେଉଛି ସାରା ବିଶ୍ୱ, ଭାରତ ସହିତ ୭ଟି ଦେଶର ଅର୍ଥନୀତି ଚମକୁଛି
ନୂଆଦିଲ୍ଲୀ: ସଂପ୍ରତି ସାରା ବିଶ୍ୱ ଆର୍ଥିକ ମାନ୍ଦାବସ୍ଥାରେ ଛଟପଟ ହେଉଛି । ବିଶ୍ୱର ଅଧିକାଂଶ ଦେଶର ଅର୍ଥନୀତି ତଳକୁ ଖସିବାରେ ଲାଗିଛି । ତେବେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ବିଶ୍ୱର ୭ଟି ଦେଶ ବିକାଶ ଆଡ଼କୁ ମାଡ଼ି…