Browsing Category

ବାଣିଜ୍ୟ

୧୫ ବର୍ଷ ପୁରୁଣା ମାମଲାରେ ଗୁଗୁଲକୁ ମିଳିଲା ରାୟ; ଭରିବ ୨୬ ହଜାର କୋଟି ଟଙ୍କାର ଜରିମାନା

ନୂଆଦିଲ୍ଲୀ: ସପିଂ ତୁଳନା ସେବାର ଅପବ୍ୟବହାର ପାଇଁ ଗୁଗଲକୁ ୨.୪ ବିଲିୟନ ପାଉଣ୍ଡ (ପାଖାପାଖି ୨୬,୧୭୨ କୋଟି ଟଙ୍କା) ଜୋରିମାନା କରାଯାଇଛି। ଇଂଲଣ୍ଡର ଜଣେ ଦମ୍ପତି ଶିବ ଓ ଆଡାମ ରାଫ୍ ଙ୍କ ଦ୍ୱାରା ଆରମ୍ଭ ହୋଇଥିବା ୧୫…

କେଉଁ ଗିଫ୍ଟ ଉପରେ ଲାଗିଥାଏ ଟିକସ ? ଦୀପାବଳିରେ ଗିଫ୍ଟ ନେବା ପୂର୍ବରୁ ଜାଣନ୍ତୁ ନିୟମ

ଓଡ଼ିଶା ଭାସ୍କର: ବର୍ତ୍ତମାନ ପାର୍ବରଣ ଋତୁ । ବିଶେଷକରି ଉତ୍ସବ କିମ୍ବା ଖାସ୍ ମଉକାରେ ପରିବାର, ସାଙ୍ଗସାଥି ଏବଂ ସମ୍ପର୍କୀୟଙ୍କ ମଧ୍ୟରେ ଉପହାର ଦିଆନିଆ ହୋଇଥାଏ । ଏହାକୁ ଶୁଭେଚ୍ଛା ଓ ଭଲପାଇବାର ପ୍ରତୀକ ଭାବେ…

ଧନତେରାସ୍ ପୂର୍ବରୁ ସୁନା ଦରରେ ବଡ଼ ପରିବର୍ତ୍ତନ: ଭୁବନେଶ୍ୱର ସମେତ ଦେଶର ୧୨ଟି ବଡ଼ ସହରର ରେଟ୍ ଜାରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବାର ଏହି ଅବସରରେ ଅଳଙ୍କାର ବଜାରରେ ଏକ ବଡ଼ ଧରଣର ହଲଚଲ୍ ଆରମ୍ଭ ହୋଇଯାଇଛି । ନିକଟରେ ସୁନା ଓ ରୁପା ଦାମରେ ହ୍ରାସ-ବୃଦ୍ଧି ପରିଲକ୍ଷିତ ହୋଇଥିବା ବେଳେ ଆଜି…

ସୁରକ୍ଷା କ୍ଷେତ୍ରରେ ଭାରତର ଅଗ୍ରଗତି, ୧୦୦ରୁ ଅଧିକ ରାଷ୍ଟ୍ରକୁ ଯୋଗାଉଛି ଯୁଦ୍ଧାସ୍ତ୍ର

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ସ୍ୱାବଲମ୍ବୀ ହେବା ସହ ଅନ୍ୟ ରାଷ୍ଟ୍ରଙ୍କୁ ମଧ୍ୟ ରକ୍ଷା ଉପକରଣ ବିକ୍ରି କରି ନୂଆ ଏକ ଆଧ୍ୟାୟ ସୃଷ୍ଟି କରିଛି । ଭାରତ ୨୦୨୩-୨୪ଆର୍ଥିକ ବର୍ଷରେ ୨୧ ହଜାର କୋଟି ଟଙ୍କାର…

(Video) ‘ଜର୍ମାନଠାରୁ ଆମେ ଉପକରଣ କିଣିବା ବନ୍ଦ କରିଦେବା ଆବଶ୍ୟକ’, ଜାଣନ୍ତୁ ଜର୍ମାନ ଉପ-କୁଳପତଙ୍କୁ କାହିଁକି ଏମିତି କହିଲେ ପୀୟୁଷ ଗୋୟଲ

ନୂଆଦିଲ୍ଲୀ: କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଶନିବାର ଜର୍ମାନ ଉପ-କୁଳପତି ରବର୍ଟ ହାବେକଙ୍କ ସହ ତର୍କ କରିଥିବା ଦେଖିବାକୁ ମିଳିଛି। ଏହି ତର୍କ ଚୀନ ଦ୍ୱାରା ଭାରତକୁ ଜର୍ମାନ ଟନେଲ ବୋରିଂ ମେସିନର…

ଦୀପାବଳି ପୂର୍ବରୁ ବୃଦ୍ଧମାନଙ୍କୁ ଉପହାର ଦେବେ PM ମୋଦୀ, ଏହି ଦିନଠାରୁ ଆରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା

ନୂଆଦିଲ୍ଲୀ : ଆୟୁଷ୍ମାନ ଯୋଜନାକୁ ନେଇ ଆସିଲା ବଡ଼ ଖବର । ଖୁବ ଶୀଘ୍ର ରାଜ୍ୟରେ ଆୟୁଷ୍ମାନ ଯୋଜନାର 3.0ର ଶୁଭାରମ୍ଭ ହେବ। ପ୍ରଧାନମନ୍ତ୍ରୀ ମୋଦି ଜଲଦି ଓଡ଼ିଶାରେ ଏହାର ଶୁଭାରମ୍ଭ କରିବେ । ଅକ୍ଟୋବର ୨୯ରେ ରାଜ୍ୟରେ…

୪୯ କୋଟି ବ୍ୟବହାରକାରୀଙ୍କ ଟେନସନକୁ ଦୂର କଲା Jio: ଏବେ ଗୋଟିଏ ବର୍ଷ ପାଇଁ ମାଗଣାରେ ମିଳିବ ଇଣ୍ଟରନେଟ୍

ନୂଆଦିଲ୍ଲୀ: ଗତ କିଛି ବର୍ଷ ମଧ୍ୟରେ ଇଣ୍ଟରନେଟ୍ ଡାଟାର ବ୍ୟବହାର ଯଥେଷ୍ଟ ବୃଦ୍ଧି ପାଇଛି । ମୋବାଇଲ୍ ରିଚାର୍ଜ ଯୋଜନାରେ ଯଦି ଆପଣ ଦୈନିକ ଡାଟା ସୀମା ଯୋଗୁଁ ଚିନ୍ତାରେ ପଡ଼ନ୍ତି, ତେବେ ଜିଓ ଏକ ଉତ୍ତମ ଅଫର୍ ଆଣିଛିି ।…

‘Free Cylinder Scheme’ର ଶୁଭାରମ୍ଭ: ଦୀପାବଳୀରେ ୧ ଲକ୍ଷ ୮୪ ହଜାର ଲୋକଙ୍କୁ ବଣ୍ଟାଯିବ ମାଗଣା ଏଲପିଜି ଗ୍ୟାସ୍ ସିଲିଣ୍ଡର

ନୂଆଦିଲ୍ଲୀ: ଆଗକୁ ଦୀପାବଳୀ ଆସୁଥିବା ବେଳେ ତା’ ପୂର୍ବରୁ ଆସିଛି ଏକ ଖୁସି ଖବର । ଲକ୍ଷାଧିକ ଲୋକଙ୍କୁ ମାଗଣାରେ ଏଲପିଜି ଗ୍ୟାସ୍ ସିଲିଣ୍ଡର ବଣ୍ଟନ କରାଯିବ । ଦୀପାବଳୀ ପୂର୍ବରୁ ‘ଫ୍ରି ସିଲିଣ୍ଡର ଯୋଜନା’ର ଶୁଭାରମ୍ଭ…

ଦୀପାବଳି ପୂର୍ବରୁ ୩ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା: ସରକାରୀ କର୍ମଚାରୀଙ୍କୁ ବଡ଼ ଗିଫ୍ଟ ଦେଲେ ଆସାମ ସରକାର

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କୁ ଦେଇଥିଲେ ବଡ଼ ଉପହାର । ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ୩ ପ୍ରତିଶତ ବଢ଼ିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର…

RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ମିଳିଲା ‘ଶୀର୍ଷ କେନ୍ଦ୍ରୀୟ ବ୍ୟାଙ୍କର’ ପୁରସ୍କାର

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ପୁଣି ମିଳିଛି ଏକ ବଡ଼ ପୁରସ୍କାର । ‘ଶୀର୍ଷ କେନ୍ଦ୍ରୀୟ ବ୍ୟାଙ୍କର’ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ଶ୍ରୀ ଦାସ । ତିନି କେନ୍ଦ୍ରୀୟ…