Browsing Category

ବାଣିଜ୍ୟ

ରୁଷ ଠାରୁ ଅତି ଶସ୍ତାରେ ତେଲ କିଣିବାକୁ ଚାହୁଁଛି ଭାରତ

ନୂଆଦିଲ୍ଲୀ: ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷ ଉପରେ ଭାରତ ଚାପ ପକାଇବା ଆରମ୍ଭ କରିଛି । ଭାରତକୁ ଶସ୍ତାରେ ଅଶୋଧିତ ତୈଳ ଯୋଗାଇ ଦେବ ବୋଲି ରୁଷ କହିଥିଲା । ଏହାର ଫାଇଦା ଉଠାଇ ଏବେ ଭାରତ ବ୍ୟାରେଲ ପିଛା ୭୦ ଡଲାରରୁ…

ଆକର୍ଷଣୀୟ ଅଫର ନେଇଆସିଛି ଆମାଜନ.ଇନ୍‌ର ‘ସମର ସେଲ, ଏମିତି ରିହାତିର ଫାଇଦା ଉଠାଇପାରିବେ ଗ୍ରାହକ

ମୁମ୍ବାଇ: ଭାରତରେ ଗ୍ରୀଷ୍ମ ଋତୁ ଆରମ୍ଭ ହେବା ସହିତ ଆମାଜନ.ଇନ ପକ୍ଷରୁ ଚଳିତ ମେ ୪ ରୁ ଏହାର ‘ସମର ସେଲ' ଆରମ୍ଭ ହୋଇଯାଉଛି । ଏହି ସମର ସେଲରେ ଗ୍ରାହକମାନେ ଅନେକଗୁଡ଼ିଏ ଉଲ୍ଲେଖନୀୟ ବ୍ରାଣ୍ଡ ଯଥା ୱାନପ୍ଲସ, ଏଲଜି,…

ସର୍ବବୃହତ ଏଲ୍‌ଆଇସି ଆଇପିଓ ବମ୍ଫର ବିକ୍ରି, ଦିନକରେ ୫୦ ପ୍ରତିଶତରୁ ଅଧିକ ବିକ୍ରି

ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହୋଇଛି ଦେଶର ସର୍ବବୃହତ ଆଇପିଓ ଏଲ୍‌ଆଇସି । ସର୍ବବୃହତ ବୀମା କମ୍ପାନୀ ଲାଇଫ୍‌ ଇନ୍‌ସ୍ୟୁରାନ୍ସ କର୍ପୋରେସନ ଅଫ୍‌ ଇଣ୍ଡିଆ (ଏଲ୍‌ଆଇସି) ତାହାର ପ୍ରଥମ ଇନିସିଆଲ୍‌ ପବ୍ଲିକ୍‌ ଅଫରିଂ ଆରମ୍ଭ…

ରିଜର୍ଭ ବ୍ୟାଙ୍କର ଗୋଟିଏ ନିଷ୍ପତି; ସୟୋର ବଜାରରେ ନିବେଶକଙ୍କ କରିଦେଲା ୬.୨୭ ଲକ୍ଷ କୋଟିର କ୍ଷତି

ମୁମ୍ବାଇ: ଦେଶରେ ବଢୁଥିବା ବିଭିନ୍ନ ଜିନିଷର ଦରଦାମକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ୪ ବର୍ଷ ପରେ ବୁଧବାର ରେପୋ ରେଟ ବୃଦ୍ଧି ୪.୪୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି । ତେବେ ଆରବିଆଇର ଏହି…

Repo Rate ବୃଦ୍ଧି କଲା RBI: ବଢ଼ିଯିବ ଆପଣଙ୍କର ଘର ଓ କାରର EMI

ନୂଆଦିଲ୍ଲୀ: ଦେଶରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି କାରଣରୁ ଜନସାଧାରଣ ମହଙ୍ଗା ମାଡ଼ରେ ତ୍ରାହି ତ୍ରାହି ଡାକୁଛନ୍ତି । ତେବେ ଏହି ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦେଶବାସୀଙ୍କୁ ଜବରଦରସ୍ତ ଝଟକା…

ନିଜ ଚାକିରିଠୁ ଅଧିକ ଏହି ବିଷୟକୁ ନେଇ ଚିନ୍ତିତ ପରାଗ ଅଗ୍ରଓ୍ଵାଲ, Twitterକୁ ନେଇ କହିଲେ…

ନୂଆଦିଲ୍ଲୀ: ଅରବପତି ଏଲନ ମସ୍କ ସଂପ୍ରତି ଚର୍ଚ୍ଚାରେ ରହିଛନ୍ତି। ସେ ନିକଟରେ ଟୁଇଟରକୁ ଅଧିଗ୍ରହଣ କରିଛନ୍ତି। ଏକ ରିପୋର୍ଟରେ କୁହାଯାଇଥିଲା ଯେ, ସେ ଟୁଇଟରକୁ କିଣିବା ମାତ୍ରେ ସିଇଓ ପରାଗ ଅଗ୍ରଓ୍ଵାଲଙ୍କୁ ପଦରୁ ହଟାଇ…

ଆଜି ପୁଣି ଶସ୍ତା ହେଲା ସୁନା-ରୂପା ଦର, ଜାଣନ୍ତୁ କେତେ?

ନୂଆଦିଲ୍ଲୀ: ବିବାହ ଋତୁରେ ସୁନା କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଆସିଛି ଖୁସିଖବର । ବୁଲିଅନ୍ ବଜାରରେ ଆଜି ସୁନା-ରୂପା ଦାମ୍ ଶସ୍ତା ହୋଇଛି । ତେବେ ବିବାହ ଋତୁରେ ସୁନା-ରୂପା ମୂଲ୍ୟ ଲଗାତାର ହ୍ରାସ ପାଉଛି ।…

ସାଢ଼େ ୬ କୋଟି ଲୋକଙ୍କ ପାଇଁ ଖୁସି ଖବର, ଆସନ୍ତା ମାସ ଶେଷ ସୁଦ୍ଧା PF ଖାତାଧାରୀଙ୍କ ଆକାଉଣ୍ଟରେ ଅର୍ଥ କ୍ରେଡିଟ୍ କରିବ EPFO

ନୂଆଦିଲ୍ଲୀ: କର୍ମଚାରୀଙ୍କ ଭବିଷ୍ୟନିଧି ସଂଗଠନ ପାଣ୍ଠି (ଇପିଏଫଓ)ର ସମସ୍ତ ଗ୍ରାହକଙ୍କ ପାଇଁ ଏକ ଖୁସି ଖବର । ପିଏଫ୍ ଖାତାଧାରୀଙ୍କ ସୁଧ ପୂର୍ବରୁ ସ୍ଥିରୀକୃତ ହୋଇସାରିଥିବା ବେଳେ ଏହା ଉପରେ ଅର୍ଥ ମନ୍ତ୍ରଣାଳୟର ମୋହର…

ଆରମ୍ଭ ହେଲା Filpkartର Big Savings Day, ଗ୍ରାହକଙ୍କୁ ମିିଳିବ ଭାରି ଡିସ୍କାଉଣ୍ଟ, ବୁଧବାର ଠାରୁୂ Amazon ରେ ମଧ୍ୟ ଆରମ୍ଭ ହେବ ସେଲ୍

ନୂଆଦିଲ୍ଲୀ: ଯଦି ଆପଣ ଘର ପାଇଁ କୌଣସି ସାମଗ୍ରୀ କିଣିବାକୁ ଚାହୁଛନ୍ତି କିମ୍ବା କୌଣସି ଗ୍ୟାଜେଟ କିଣିବାକୁ ଚାହୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଭଲ ଖବର । କାରଣ ଫ୍ଲିପକାର୍ଟ ଏବଂ ଆମାଜନ ଉଭୟ ପ୍ଲାଟଫର୍ମରେ ବଢ଼ିଆ ଅଫର…

ଚାଷୀଙ୍କୁ ଖୁବଶୀଘ୍ର ମିଳିବ ଖୁସିଖବର, ଏହିଦିନ ମିଳିବ ୧୧ତମ କିସ୍ତିର ୨୦୦୦ ଟଙ୍କା

ନୂଆଦିଲ୍ଲୀ: ସାରାଦେଶରେ ଚାଷୀଙ୍କ ପାଇଁ ମୋଦୀ ସରକାର ଅନେକ ଯୋଜନା ଆରମ୍ଭ କରିଛନ୍ତି । ସେହି ଯୋଜନାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି କିଷାନ ସମ୍ମାନ ନିଧି ଯୋଜନା । ଏହି ଯୋଜନା ଅଧିନରେ ଦେଶର କୋଟି କୋଟି ଚାଷୀଙ୍କ…