Browsing Category
ବାଣିଜ୍ୟ
ବିନା ପ୍ରିମିୟମରେ ମିଳୁଛି ୧୦ ଲକ୍ଷର ଲାଇଫ୍ କଭର; ଆଜି ହିଁ ଉଠାନ୍ତୁ ଫାଇଦା
ନୂଆଦିଲ୍ଲୀ: ଜୀବନର କୌଣସି ଭରସା ନାହିଁ, ଆଜି ଜୀବନ ଅଛି ତ’ କାଲିକୁ ନାହିଁ । ଏମିତିରେ ପରିବାର ବିଷୟରେ ଭାବିବା ସମସ୍ତଙ୍କର ବଡ଼ ଦାୟିତ୍ୱ ପାଲଟିଯାଏ । ପରିବାରର ମୁଖିଆଙ୍କ ମୃତ୍ୟୁ ପରେ ପିଲାମାନେ କିପରି ଅସୁବିଧାର…
ଏପ୍ରିଲରେ ରେକର୍ଡ ସ୍ତରରେ ପହଞ୍ଚିଲା ଜିଏସଟି ସଂଗ୍ରହ, ଭାଙ୍ଗିଲା ନିଜର ସମସ୍ତ ପୁରୁଣା ରେକର୍ଡ
ନୂଆଦିଲ୍ଲୀ: ଆୟ କରି ଦୃଷ୍ଟିରୁ ଏପ୍ରିଲ ମାସ ସରକାରଙ୍କ ପାଇଁ ଭଲ ରହିଛି। ଜିଏସଟି(ବସ୍ତୁ ଓ ସେବା କର) ସଂଗ୍ରହ ନିଜର ସମସ୍ତ ପୁରୁଣା ରେକର୍ଡ ଭାଙ୍ଗିଛି। ଏପ୍ରିଲ ମାସରେ ଜିଏସଟି ସଂଗ୍ରହ ୧.୬୮ ଲକ୍ଷ କୋଟି ଟଙ୍କା…
ପୁଣି ଥରେ ଖାଉଟିଙ୍କୁ ମହଙ୍ଗା ମାଡ: ୧୦୨ ଟଙ୍କା ବଢିଲା ଏଲପିଜି ସିଲିଣ୍ଡର
ନୂଆଦିଲ୍ଲୀ: ଦେଶରେ ପୁଣିଥରେ ମହଙ୍ଗା ହୋଇଛି ଏଲପିଜି ସିଲିଣ୍ଡର ମୂଲ୍ୟ । ୧୯ କିଗ୍ରା ସିଲିଣ୍ଡରରେ ଉପଲବ୍ଧ ହେଉଥିବା ବ୍ୟବସାୟିକ ଗ୍ୟାସର ମୂଲ୍ୟ ୧୦୨.୫୦ ଟଙ୍କା ବୃଦ୍ଧି ପାଇଛି । ମେ ୧ ତାରିଖରୁ ଏହି ଦରବୃଦ୍ଧି ଲାଗୁ…
ଦେଶର ୫ଟି ରାଜ୍ୟରେ ଆରମ୍ଭ ହେଲା ONDC ସେବା, ଜାଣନ୍ତୁ ଛୋଟ ଦୋକାନୀମାନେ କିପରି ପାଇ ପାରିବେ ଇ-କମର୍ସର ଫାଇଦା
ନୂଆଦିଲ୍ଲୀ: ଭାରତ ସରକାର ଏକ ନୂଆ ଧରଣର ଇ-କମର୍ସ ପ୍ଲାଟଫର୍ମର ଶୁଭାରମ୍ଭ କରିଛନ୍ତି । ଦେଶର ୫ଟି ରାଜ୍ୟରେ ଓପନ ନେଟୱାର୍କ ଫର ଡିଜିଟାଲ କମର୍ସ (ଓଏନଡିସି) ପାଇଲଟ୍ ପ୍ରକ୍ରିୟା ଭାବେ ଆରମ୍ଭ କରାଯାଇଛି । ଉକ୍ତ…
ଫୋନ ପେ’ ଅକ୍ଷୟ ତୃତୀୟା ଅଫର, ସୁନା-ରୂପା କିଣିଲେ ମିଳିବ କ୍ୟାସବ୍ୟାକ
ନୂଆଦିଲ୍ଲୀ: ଭାରତର ଅଗ୍ରଣୀ ଡିଜିଟାଲ ପେମେଂଟ କମ୍ପାନୀ ଫୋନ ପେ' ପକ୍ଷରୁ ଅକ୍ଷୟ ତୃତୀୟା ଅବସରରେ ଆକର୍ଷଣୀୟ ଅଫରର ଘୋଷଣା କରାଯାଇଛି । ଗ୍ରାହକମାନେ ଏହି ଆପ ମାଧ୍ୟମରେ ୨୪ କ୍ୟାରେଟର ଶୁଦ୍ଧ ସୁନା କିଣିପାରିବେ ଏବଂ ଏକ…
ଚୀନ କମ୍ପାନୀ ସାଓମିକୁ ବଡ଼ ଝଟକା, ୫୫୫୧.୨୭ କୋଟି ଜବତ କଲା ବଡ଼
ନୂଆଦିଲ୍ଲୀ: ଚୀନ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ସାଓମି ଉପରେ ବଡ଼ ଧରଣର ଛାପା ମାରିଛି ପ୍ରବର୍ତ୍ତନ ନିଦର୍ଦ୍ଦଶାଳୟ(ଇଡି) । ଏହି ମାମଲାରେ ଶନିବାର ଇଡି ସାଓମି ଇଣ୍ଡିଆର ବ୍ୟାଙ୍କ ଖାତାରେ ଜମା ୫୫୫୧.୨୭ କୋଟି ଜବତ…
କୋଭିଡ୍ କ୍ଷତିର ଭରଣା ପାଇଁ ଲାଗିବ ୧୫ ବର୍ଷ: ଆର୍ବିଆଇ ରିପୋର୍ଟ
ନୂଆଦିଲ୍ଲୀ: କୋଭିଡ୍ କାରଣରୁ ସମଗ୍ର ବିଶ୍ୱର ଅର୍ଥନୀତି ପ୍ରଭାବିତ ହୋଇଛି । ଭାରତୀୟ ଅର୍ଥନୀତି ମଧ୍ୟ ସମାନ କାରଣରୁ ଗଭୀର ଭାବରେ ପ୍ରଭାବିତ । ତେବେ କୋଭିଡ୍ କାରଣରୁ ହୋଇଥିବା କ୍ଷତିର ଭରଣ ପାଇଁ ୧୫ ବର୍ଷ ସମୟ ଲାଗିବ…
ଚୋରି ହୋଇଛି କି ଆପଣଙ୍କ ପାନ୍ କାର୍ଡ: ଆପଣାନ୍ତୁ ଏହି ସବୁ ପ୍ରସେସ୍
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପାନ୍ କାର୍ଡ, ଆଧାର କାର୍ଡ ଇତ୍ୟାଦି ଜରୁରୀ ଦସ୍ତାବିଜ୍ ପାଲଟିଯାଇଛି । ତେଣୁ ଏସବୁକୁ ସୁରକ୍ଷିତ ରଖିବା ନିହାତି ଆବଶ୍ୟକ । ପାନ୍ କାର୍ଡ ନଥିଲେ ଆର୍ଥିକ ନେଣ ଦେଣରେ ବି ଅନେକ ସମସ୍ୟା…
ଆପଣ Education Loan ନେବାକୁ ଚାହୁଁଛନ୍ତି କି, ଦେଖନ୍ତୁ କେଉଁ ବ୍ୟାଙ୍କର ସୁଧ ହାର ଓ EMI କେତେ ରହିଛି
ନୂଆଦିଲ୍ଲୀ: ଅନେକ ସମୟରେ ମେଧାବୀ ଛାତ୍ରଛାତ୍ରୀମାନେ ଉପଯୁକ୍ତ ସମ୍ବଳ ଅଭାବରୁ ସେମାନଙ୍କର ସ୍ୱପ୍ନ ପୂରଣ କରିପାରିନଥାନ୍ତି । ବିଦେଶରେ ଉଚ୍ଚଶିକ୍ଷା ହେଉ ବା ଦେଶର ବଡ଼ ବଡ଼ ଶିକ୍ଷାନୁଷ୍ଠାନରେ ଆଡମିଶନ କରିବା ହେଉ,…
କୋଇଲା ସଙ୍କଟ ଭୟଙ୍କର: ତାତିରେ ହ୍ରାସ ପାଉଛି ବିଦ୍ୟୁତ ଉତ୍ପାଦନ, ୧୨ ରାଜ୍ୟରେ ବ୍ଲାକ୍ଆଉଟ୍ ସମ୍ଭାବନା
ନୂଆଦିଲ୍ଲୀ : ସାରା ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବିଜୁଳି ଚାହିଦା ବଢ଼ିବାରେ ଲାଗିଛି । ବିଜୁଳି ଚାହିଦା ବଢୁଥିବାବେଳେ ଶକ୍ତି ଉତ୍ପାଦନ ପାଇଁ କୋଇଲାର ଘୋର ସଙ୍କଟ ଦେଖିବାକୁ ମିଳିଛି । ଗତ କିଛିଦିନ ହେବ…