Browsing Category
ବାଣିଜ୍ୟ
କରୋନାର ଚତୁର୍ଥ ଲହର ଭାରତର ଅଭିବୃଦ୍ଧି ଉପରେ ପ୍ରଭାବ ପକାଇବ ନାହିଁ: ନୋମୁରା
ନୂଆଦିଲ୍ଲୀ: ଭାରତର କେତେକ ରାଜ୍ୟରେ କରୋନା ମାମଲା ସାମାନ୍ୟ ବୃଦ୍ଧି ପାଇଛି । ଏହା ଦେଶରେ ଚତୁର୍ଥ ଲହରର ଆଶଙ୍କାକୁ ବଳ ଦେଇଛି । ଏଭଳି ସମୟରେ ଜାପାନର ବ୍ରୋକରେଜ କମ୍ପାନୀ ନୋମୁରା ଶୁକ୍ରବାର କହିଛି ଯେ ଏହା ଭାରତର…
ସେୟାର ମାର୍କେଟରେ ପ୍ରବେଶ କରିବ Jio, LICଠାରୁ ବଡ଼ IPO ଲଞ୍ଚ କରିବେ ମୁକେଶ ଅମ୍ବାନୀ
ମୁମ୍ବାଇ: ସେୟାର ମାର୍କେଟରେ ନିବେଶ କରି ଟଙ୍କା ଆୟ କରୁଥିବା ଲୋକମାନଙ୍କ ପାଇଁ ଖୁସି ଖବର । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍(ଆରଆଇଏଲ) ମୁଖ୍ୟ ମୁକେଶ ଅମ୍ବାନୀଙ୍କ ଟେଲିକମ୍ କମ୍ପାନୀ ଜିଓ ଆଇପିଓ ଲଞ୍ଚ କରିବାକୁ ଯାଉଛି।…
ଭାରତରେ ସେମିକଣ୍ଡକ୍ଟର ଉତ୍ପାଦନ ୨୦୨୬ ସୁଦ୍ଧା ୮୦ ବିଲିୟନ ଡଲାର ଅତିକ୍ରମ କରିବ: ପ୍ରଧାନମନ୍ତ୍ରୀ ମୋଦୀ
ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମିକଣ୍ଡକ୍ଟର କ୍ଷେତ୍ରରେ ନିବେଶ କରିବା ଲାଗୁି କମ୍ପାନୀ ମାନଙ୍କୁ ଆମନ୍ତ୍ରଣ କରିଛନ୍ତି । ଏଥି ପାଇଁ ଭାରତ ସରକାର ମଧ୍ୟ ସମର୍ଥନ ପ୍ରଦାନ କରିବେ ବୋଲି ସେ କହିଛନ୍ତି ।…
ନିଆଁରେ ଜଳିଗଲାଣି ଦୁଇ ଡଜନ ଇଲେକ୍ଟ୍ରିକ୍ ଯାନ, ନୂଆ ଦୁଇଚକିଆ ଯାନ ଲଞ୍ଚ ନେଇ ରୋକ୍ ଲଗାଇଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ଯାନ ବଜାରକୁ ଆସିବା ପରେ ଲୋକଙ୍କ ମନରେ ନୂଆ ଉନ୍ମାଦନା ସୃଷ୍ଟି ହୋଇଥିଲା । ପେଟ୍ରୋଲ ଦର ବୃଦ୍ଧିରୁ ଏହି ଯାନ ନିସ୍ତାର ଦେବ ବୋଲି ସରକାର ବିଚାର କରୁଥିଲେ । ତେବେ କିଛିଦିନ ଧରି ଏକାଧିକ…
ପୁଣି ମହଙ୍ଗା ହେଲା ସିଏନଜି: ଏହି ସହରରେ ୨୪ ଦିନରେ ୪ଥର ବଢ଼ିଲା ରେଟ୍, ଜାଣନ୍ତୁ କେତେ?
ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ଦର ଗତ କିଛିଦିନ ହେବ ସ୍ଥିର ଥିବା ବେଳେ ସିଏନଜି ରେଟ୍ ଲଗାତାର ବଢ଼ିବାରେ ଲାଗିଛି । ଫଳରେ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ବୋଝ ବଢ଼ିବାରେ ଲାଗିଛି । ମହାରାଷ୍ଟ୍ରର ପୁଣେ ସହରରେ ସିଏନଜି…
ଏକ୍ସପ୍ରେସ୍ କାର୍ ଲୋନ୍: ମାତ୍ର ୩୦ ମିନିଟ୍ରେ ଏଚ୍ଡିଏଫ୍ସି ଯେଗାଇବ କାର୍
ମୁମ୍ବାଇ : ପ୍ରାଇଭେଟ୍ ସେକ୍ଟରର ସବୁଠୁ ବଡ଼ ବ୍ୟାଙ୍କ ଏଚ୍ଡିଏଫ୍ସି ଗ୍ରାହକଙ୍କୁ କାର୍ ଲୋନ୍ ଦେବା ପାଇଁ ଏକ ନୂଆ ସର୍ଭିସ୍ ଲଞ୍ଚ କରିଛି । ଏହି ସର୍ଭିସ୍ ଅନୁଯାୟୀ ଗ୍ରାହକଙ୍କୁ ଏବେ କାର୍ ନେବା ଅତି ସହଜ…
ସଫଳ ହେଉଛି ସରକାରଙ୍କ ମେଡ ଇନ୍ ଇଣ୍ଡିଆ ଯୋଜନା, ଚଳିତ ବର୍ଷ ଭାରତରେ ଉତ୍ପାଦନ ହେବ ୭୦ ଲକ୍ଷ ଆଇଫୋନ୍
ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ଆପଲ୍ ର ଚୁକ୍ତିଭିତ୍ତିକ ଉତ୍ପାଦନକାରୀମାନେ ଭାରତରେ ୪୭,୦୦୦ କୋଟି ମୂଲ୍ୟର ଆଇଫୋନ୍ ତିଆରି କରିବେ ବୋଲି ଆଶା ଫକ୍ସକନ୍ ଏବଂ ୱିଷ୍ଟ୍ରନ୍ ଦ୍ୱାରା ଆର୍ଥିକ ବର୍ଷ୨୦୨୧-୨୨ ରେ ଦେଶରେ…
୨୦୨୩ ସୁଦ୍ଧା ଆସିପାରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଡିଜିଟାଲ ମୁଦ୍ରା: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ନୂଆଦିଲ୍ଲୀ: ଡିଜିଟାଲ କରେନ୍ସୀ ଲଞ୍ଚ କରିବା ଦିଗରେ ଭାରତ ତ୍ୱରିତ ପଦକ୍ଷେପ ନେଉଛି । ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ୨୦୨୩ ସୁଦ୍ଧା ଭାରତ ଏହାର ଡିଜିଟାଲ ମୁଦ୍ରା ପ୍ରସ୍ତୁତ କରିବ ।…
ପୁଟିନ୍ ଙ୍କ ଜିଦ୍ ଆଗରେ ନଇଁଲେ ୪ ୟୁରୋପୀୟ ଦେଶ, ଋଷଠୁ ଗ୍ୟାସ୍ କିଣିବା ଲାଗି ରୁବେଲରେ କରିବେ ପେମେଣ୍ଟ
ମସ୍କୋ: ଚାଲିଥିବା ଋଷ ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଋଷ ସର୍ତ୍ତ ଆଗରେ ମୁଣ୍ଡ ନୁଆଁଇଛନ୍ତି ଚାରି ୟୁରୋପୀୟ ଦେଶ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କିଛି ଦିନ ତଳେ କହିଥିଲେ ଯେ, ଯେଉଁ ଦେଶମାନେ ପ୍ରାକୃତିକ ଗ୍ୟାସ୍…
୨୦୨୧ ଡିସେମ୍ବର ତ୍ରୈମାସିକରେ ୯ ଟି ଶିଳ୍ପରେ ହୋଇଛି ୩.୧୪ କୋଟି ନିଯୁକ୍ତି: କେନ୍ଦ୍ର ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ
ନୂଆଦିଲ୍ଲୀ: ସରକାରୀ ରିପୋର୍ଟ ଅନୁଯାୟୀ ଡିସେମ୍ବର ୨୦୨୧ ତ୍ରେିମାସିକରେ ଦେଶର ପ୍ରମୁଖ ସଂସ୍ଥାମାନଙ୍କରେ ୪ ଲକ୍ଷ ଲୋକ ନୂଆ ଚାକିରି ପାଇଛନ୍ତି । କେନ୍ଦ୍ର ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ ଗୁରୁବାର ତ୍ରୈମାସିକ ରୋଜଗାର…