Browsing Category

ବାଣିଜ୍ୟ

ଗ୍ରାହକଙ୍କୁ ଝଟକା: ପୁଣି ବଢ଼ିଲା ସିଏନଜି ଦର, ଜାଣନ୍ତୁ କ’ଣ ରହିଛି ପେଟ୍ରୋଲ ଡିଜେଲର ଦାମ

ନୁଆଦିଲ୍ଲୀ: ଦେଶରେ ବିଭିନ୍ନ ଜିନିଷର ଦରଦାମ ନିରନ୍ତର ବଢ଼ିଚାଲିଛି। ଦିଲ୍ଲୀ-ଏନସିଆର ଅଞ୍ଚଳରେ ପୁଣିଥରେ ସିଏନଜି ଦର ବୃଦ୍ଧି ପାଇଛି । ଶୁକ୍ରବାର ବିଳମ୍ବିତ ରାତିରୁ ଲାଗୁ ହୋଇଥିବା ନୂଆ ଦର ଅନୁଯାୟୀ ପ୍ରତି କିଲୋ ପିଛା…

ସବୁ ATMରୁ ବିନା କାର୍ଡରେ ଉଠାଇପାରିବେ ଟଙ୍କା, ଜାଣନ୍ତୁ କେମିତି ?

ନୂଆଦିଲ୍ଲୀ: ବ୍ୟାଙ୍କିଙ୍ଗ ସେବାକୁ ସହଜ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଲଗାତାର ପଦକ୍ଷେପ ନେଉଛି । ଏହି ପରିପ୍ରେକ୍ଷୀରେ ଗ୍ରାହକଙ୍କୁ ଉତ୍ତମ ସୁବିଧା ଯୋଗାଇଦେବା ପାଇଁ ରିଜର୍ଭ ବ୍ୟାଙ୍କ ଆଉ ଏକ ପଦକ୍ଷେପ ନେଇଛି । ଏବେ…

ସରକାରଙ୍କ ଏହି ଯୋଜନାରେ ମାଗଣାରେ ମିଳିବ ସିଲେଇ ମେସିନ୍: ବିନା ଖର୍ଚ୍ଚରେ କରନ୍ତୁ ଏହି କାମ

ନୂଆଦିଲ୍ଲୀ: ଯଦି ଆପଣ ଘରେ ବସି ସିଲେଇର କାମ କରି ଟଙ୍କା ରୋଜକାର କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଖୁସିଖବର । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଫ୍ରି ସିଲେଇ ମେସିନ୍ ଯୋଜନା ୨୦୨୨ର…

ବିଶ୍ୱରେ ଘୋର ଖାଦ୍ୟ ସଂକଟ: ଗ୍ରାସିଛି ଭୋକର କରାଳ ରାକ୍ଷସ, ଉତ୍କଟ ଜନକ ସ୍ଥିତିରେ କୁପୋଷଣ ଶିଶୁଙ୍କ ସଂଖ୍ୟା

ୱାଶିଂଟନ୍‌ : ବିଶ୍ୱରେ ଏବେ ଘୋର ଖାଦ୍ୟ ସଂକଟ । ଗ୍ରାସିଛି ଭୋକର କରାଳ ରାକ୍ଷସ । ଏହାକୁ ନେଇ ଜାତିସଂଘ ଗଭୀର ଚିନ୍ତାପ୍ରକଟ କରିଛି । ଜାତିସଂଘ ସେକ୍ରେଟାରୀ ଜେନେରାଲ ଏଣ୍ଟୋନିୟୋ ଗୁଟରେସ୍‌ ତାଙ୍କ ପ୍ରତିକ୍ରିୟାରେ…

ଦେଶରେ ପ୍ରଥମ ଥର ୫ଜି କଲ୍, ଆତ୍ମନିର୍ଭର ଦିଗରେ ଆଉ ଏକ ଉପଲବ୍ଧି

ଚେନ୍ନାଇ: ଦେଶରେ ସଫଳ ହେଲା ୫ଜି କଲ୍ । ଆଇଆଇଟି ମାଡ୍ରାସାରେ ୫ଜି କଲ୍ ର ସଫଳ ପରୀକ୍ଷଣ କରାଯାଇଛି । କେନ୍ଦ୍ରୀୟ ସୂଚନା ପ୍ରାଧୀକରଣ ଏବଂ ସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ବିଷୟରେ ସୂଚନା ଦେଇଛନ୍ତି । ସେ…

ଆସିଲାଣି ଆର୍ଥିକ ମାନ୍ଦାବସ୍ଥା? ଅନଏକାଡେମୀ, ନେଟଫ୍ଲିକ୍ସ ପରେ, ଏହି କମ୍ପାନୀ ୬୦୦ କର୍ମଚାରୀଙ୍କୁ କଲା ଛଟେଇ

ନୁଆଦିଲ୍ଲୀ: କରୋନା ମହାମାରୀରୁ ସାରା ବିଶ୍ୱ ଅର୍ଥ ବ୍ୟବସ୍ଥା ବାହାରି ଆସୁଥିବା ବେଳେ ଋଷ ଏବଂ ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ପେଶି ହୋଇ ଗଲେଣି । ବର୍ତ୍ତମାନ ବିଶ୍ୱର ବିଭିନ୍ନ ଦେଶର ଆର୍ଥିକ ସ୍ଥିତି ଦୁର୍ବଳ ରହିଛି ।…

ଖାଇବା ତେଲ ଦରବୃଦ୍ଧିରେ ଲାଗିବ ବ୍ରେକ୍, ପାମ୍ ଅଏଲ ରପ୍ତାନୀ ଉପରେ ପ୍ରତିବନ୍ଧକ ହଟାଇଲା ଏହି ଦେଶ

ନୁଆଦିଲ୍ଲୀ: ମହଙ୍ଗା ମାଡ଼ ସହୁଥିବା ଦେଶର ସାଧାରଣ ଜନତାଙ୍କ ପାଇଁ ଆସିଛି ଖୁସି ଖବର । ଆଗାମୀ କିଛି ଦିନରେ ଖାଇବା ତେଲ ଦରରେ ହ୍ରାସ ପାଇବାର ସମ୍ଭାବନା ରହିଛି । କାରଣ କିଛି ଦିନ ତଳେ ପାମ୍ ଅଏଲ ରପ୍ତାନୀ ଉପରେ…

ଖୁସି ଖବର: ରେଲ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୪% ବୃଦ୍ଧି

ନୂଆଦିଲ୍ଲୀ: ରେଳ ବିଭାଗ ନିଜ କର୍ମଚାରୀଙ୍କୁ ଦେଇଛି ଏକ ବଡ଼ ଉପହାର । କର୍ମଚାରୀଙ୍କ ମହଙ୍ଗା ଭତ୍ତା ବି ଡିଏରେ ବମ୍ପର ବୃଦ୍ଧି ସହ ୧୦ ମାସର ବକେୟା ଦେବାକୁ ନିଷ୍ପତ୍ତି ନେଇଛି ରେଲୱେ । ମନି କଣ୍ଟ୍ରୋଲ ଅନୁସାରେ,…

ଏହି ଦିନ ଚାଷୀଙ୍କ ଆକାଉଣ୍ଟକୁ ଆସିବ ପିଏମ କିଷାନର ୧୧ତମ କିସ୍ତି: କୃଷିମନ୍ତ୍ରୀ କଲେ ଘୋଷଣା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୧୧ତମ କିସ୍ତି କୁ ଚାଷୀମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହାରି ମଧ୍ୟରେ ପିଏମ କିଷାନ ଯୋଜନାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ଚାଷୀଙ୍କ…

‘ସ୍ୱପ୍ନର କାର୍’ରେ ତାଜ୍ ହୋଟେଲ ପହଞ୍ଚିଲେ ରତନ ଟାଟା: ଭିଡିଓ ଦେଖିଲେ ଆପଣ ବି…

ନୂଆଦିଲ୍ଲୀ: ଭାରତର ଜଣାଶୁଣା ଶିଳ୍ପପତି ବା ଟାଟା ଗ୍ରୁପର ଚେୟାରମ୍ୟାନ୍ ରତନ ଟାଟାଙ୍କ ଜୀବନଶୈଳୀର ଅନେକ କାହାଣୀ ରହିଛି । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହି…