Browsing Category
ବାଣିଜ୍ୟ
ଘରେ ବସି ଖେଳନ୍ତୁ: ଆଉ ୪୦ ହଜାର ଟଙ୍କା ଜିତିବାର ସୁବର୍ଣ୍ଣ ସୁଯୋଗ ପାଆନ୍ତୁ, ଜାଣନ୍ତୁ ପ୍ରସେସ୍
ନୂଆଦିଲ୍ଲୀ: ଘରେ ବସି ବସି ଅର୍ଥ ଉପାର୍ଜନର ଏକ ବଢିଆ ସୁଯୋଗ । ଘରେ ବସି ବସି ମାତ୍ର କିଛି ପ୍ରଶ୍ନର ଉତ୍ତର ଦେଇ ଆପଣ ଜିତି ପାରିବେ ୪୦ ହଜାର ଟଙ୍କା । ଏଥିପାଇଁ ଆପଣଙ୍କୁ ଆବଶ୍ୟକ କେବଳ ଗୋଟିଏ ସ୍ମାର୍ଟ ଫୋନ ଏବଂ କିଛି…
ଆଗକୁ ମହଙ୍ଗା ହେବ ବିମାନ ଯାତ୍ରା! ୫ % ବୃଦ୍ଧି ସହ ରେକର୍ଡ ସ୍ତରରେ ପହଞ୍ଚିଲା ଏୟାର ଇନ୍ଧନ
ନୂଆଦିଲ୍ଲୀ: ବିମାନ ଯାତ୍ରା ଏବେ ଆହୁରି ମହଙ୍ଗା ହୋଇପାରେ । ଗ୍ଲୋବାଲ ମାର୍କେଟରେ ଅଶୋଧିତ ତୈଳ ଦର ବୃଦ୍ଧି କାରଣରୁ ଏୟାର ଇନ୍ଧନ ବା ଏଟିଏଫ୍ ଦାମ୍ ଲଗାତାର ବଢ଼ିବାରେ ଲାଗିଛି । ସରକାରୀ ତୈଳ କମ୍ପାନୀଗୁଡ଼ିକ ଆଜି ପୁଣି…
SBI ଗ୍ରାହକଙ୍କୁ ଝଟକା ! ପୁଣି ମହଙ୍ଗା ହେବ ଲୋନ୍
ନୂଆଦିଲ୍ଲୀ: ଗ୍ରାହକଙ୍କୁ ପୁଣି ଥରେ ଝଟକା ଦେଇଛି ଏସବିଆଇ । ଚଳିତ ମାସରେ ଲଗାତାର ଦ୍ୱିତୀୟ ଥର ପାଇଁ ଦେଶର ସବୁଠୁ ବଡ଼ ବ୍ୟାଙ୍କ ଏମସିଏଲଆର ବୃଦ୍ଧି କରିଛି । ବ୍ୟାଙ୍କ ଏମସିଏଲଆରରେ ୧୦ ବେସିସ ପଏଣ୍ଟ ଅର୍ଥାତ୍ ୦.୧୦ %…
ସିଏନଜି ପରେ କେତେ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ ? ଏଠାରେ ମିଳୁଛି ଶସ୍ତା ତେଲ, ଜାଣନ୍ତୁ ଆଜିର ରେଟ୍
ନୂଆଦିଲ୍ଲୀ: ତୈଳ କମ୍ପାନୀଗୁଡ଼ିକ ଆଜି ଅର୍ଥାତ୍ ୧୬ ମେ’ ପାଇଁ ପେଟ୍ରୋଲ-ଡିଜେଲର ନୂଆ ରେଟ୍ ଜାରି କରିଛନ୍ତି । ଆଜି ମିଶାଇ ଲଗାତାର ୪୦ ଦିନ ହେବ ପେଟ୍ରୋଲ-ଡିଜେଲ ଦର ସ୍ଥିର ରହିଛି । ୨୨ ମାର୍ଚ୍ଚରୁ ୬ ଏପ୍ରିଲ ମଧ୍ୟରେ…
ମହଙ୍ଗା ଛାଟରେ ହନ୍ତସନ୍ତ ମଧ୍ୟବିତ୍ତ ପରିବାର,ରେଷୋଇ ଘରେ ପଡିଛି ଚଢ଼କ : ପରିବାଠୁ ଆମିଷ ବଜାର ସବୁଠି ବଜେଟ୍ ବିଗାଡୁଛି ଦରବୃଦ୍ଧି
ବାଲିପାଟଣା (ଭାସ୍କର ନ୍ୟୁଜ): ପରିବା ପାଇଁ ବ୍ୟାଗ୍ ନେଇ ମଧ୍ୟବିତ ପରିବାର ମୁଖିଆ ବଜାରରେ ପହଞ୍ଚି ପରିବାର ଆକାଶଛୁଆଁ ଦର ଦେଖିକି ଘଡିଏ ଚିନ୍ତା କରୁଛି କିଲେ ନେବି ନା ୨୫୦ ଗ୍ରାମ ନେବି । ୫୦୦ ଟଙ୍କାରେ ବି ଗୋଟେ…
ଭାରତର ଘରେ ଘରେ ପହଞ୍ଚିବାକୁ ମୁକେଶ ଅମ୍ବାନୀଙ୍କ ଯୋଜନା, ୩୦ ଲୋକାଲ ବ୍ରାଣ୍ଡ କିଣିବାକୁ ପ୍ଲାନିଙ୍ଗ କରୁଛି ରିଲାଏନ୍ସ
ମୁମ୍ବାଇ: କୋଟିପତି ମୁକେଶ ଅମ୍ବାନୀ ଆଗାମୀ କିଛି ଦିନ ମଧ୍ୟରେ ଭାରତର ସମସ୍ତ ଘରେ ପହଞ୍ଚିବେ । ଏଥିପାଇଁ ସେ ଏକ ବଡ଼ ଯୋଜନା କରିଛନ୍ତି । ବର୍ତ୍ତମାନ ରିଲାଏନ୍ସ ରିଟେଲ ଭାରତର ସବୁଠୁ ବଡ଼ ରିଟେଲ କମ୍ପାନୀ । ତେବେ ସୂଚନା…
ବ୍ୟାଙ୍କରେ ଟଙ୍କା ଜମା କରିବା ଓ ଉଠାଇବାର ନିୟମ ବଦଳାଇଲେ କେନ୍ଦ୍ର ସରକାର: ମେ’ ୨୬ରୁ ହେବ ଲାଗୁ
ନୂଆଦିଲ୍ଲୀ: ବ୍ୟାଙ୍କ ଆକାଉଣ୍ଟରେ ଏକ ନିର୍ଦ୍ଦିଷ୍ଟ ସୀମାଠାରୁ ଅଧିକ ଟଙ୍କା ଜମା କରିବା କିମ୍ବା ଉଠାଇବାକୁ ନେଇ ନୂଆ ନିୟମ ଜାରି କରିଛନ୍ତି କେନ୍ଦ୍ର ସରକାର । ଏହି ନୂଆ ନିୟମ ମେ’ ୨୬ରୁ କାର୍ଯ୍ୟକାରୀ ହେବ । ଏହା…
ପୁଣି ମହଙ୍ଗା ମାଡ଼: ବଢ଼ିଗଲା CNG ଦାମ୍, ଜାଣନ୍ତୁ କେତେ?
ନୂଆଦିଲ୍ଲୀ: ତେଲ ଓ ଗ୍ୟାସର ବର୍ଦ୍ଧିତ ଦରକୁ ନେଇ ଚିନ୍ତାରେ ଥିବା ଲୋକଙ୍କୁ ପୁଣି ମହଙ୍ଗା ମାଡ଼ । ଦିଲ୍ଲୀରେ ସିଏନଜି ଦାମ୍ ପୁଣି ଥରେ ବଢ଼ିଯାଇଛି । ଏବେ ଗ୍ରାହକମାନଙ୍କୁ କିଲୋଗ୍ରାମ ପିଛା ୨ ଟଙ୍କା ଅଧିକ ଦେବାକୁ ପଡିବ…
ଗୋଟିଏ ମାସର ଲୁ ବିଗାଡିଦେଲା ଖେଳ, ଗହମ ରପ୍ତାନୀରେ ମୋଦୀ ସରକାରଙ୍କ ପ୍ଲାନ ମାରିଲା ଫେଲ୍
ନୂଆଦିଲ୍ଲୀ: ଭାରତ ବିଶ୍ଵରେ ଖାଦ୍ୟ ସମସ୍ୟା ଦୂର କରିବା ପାଇଁ ନିଷ୍ପତ୍ତି ନେଇଥିଲା। ସେହି ଅନୁରୂପ ଯୋଜନା ପ୍ରସ୍ତୁତ କରି ସେ ଦିଗରେ ପଦକ୍ଷେପ ନେବା ଆରମ୍ଭ ମଧ୍ୟ କରିଥିଲେ କେନ୍ଦ୍ର ସରକାର। ହେଲେ ଅଚାନକ ଭାରତ ଗହମ…
ଏସବିଆଇ କ୍ଲର୍କଙ୍କ ସାମାନ୍ୟ ଭୁଲ: ୧୫ କର୍ମଚାରୀଙ୍କ ଖାତାକୁ ଗଲା ୧.୫ କୋଟି
ନୂଆଦିଲ୍ଲୀ: କୁହାଯାଏ ମଣିଷ ମାତ୍ରକେ ଭୁଲ୍ । ମାତ୍ର ଭୁଲଟି ବଡ ହେଇଗଲେ ତାହା ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଯାଏ । ଏମିତି ଜଣେ କର୍ମଚାରୀଙ୍କ ସାମାନ୍ୟ ଭୁଲ୍ ପାଇଁ ବ୍ୟାଙ୍କକୁ ଲାଗିଛି ଦେଢ କୋଟିର ଚୂନ ।…