Browsing Category
ବାଣିଜ୍ୟ
BSNLର ଶସ୍ତା ଅଫର: ୨୦୦ରୁ କମ ଟଙ୍କାରେ ପାଆନ୍ତୁ ୨ଜିବି ଡାଟା ସହ ପାଇବେ ଫ୍ରି କଲିଙ୍ଗ ଏବଂ SMS
ଗ୍ରାହକଙ୍କ ପାଇଁ ବିଏସଏନଏଲ ଆଣିଛି ଆଉ ଏକ ଶସ୍ତା ଏବଂ ସୁନ୍ଦର ଅଫର । ୨୦୦ରୁ ବି କମ ଟଙ୍କାରେ ଅନଲିମିଟେଡ ଫ୍ରି କଲିଙ୍ଗ ସହ ଏସଏମଏସ ଏବଂ ୨ ଜିବି ଡାଟା ଅଫର ଉପଲବ୍ଧ କରିଛି କମ୍ପାନୀ । ତେବେ ଆସନ୍ତୁ ଜାଣିବା ଏହି ଅଫର…
ଆସନ୍ତା ଏପ୍ରିଲ ୧ ତାରିଖରୁ ଲାଗୁ ହେବ ନୂଆ GST ନିୟମ, ପ୍ରଭାବିତ ହେବେ ୧.୮୦ ଲକ୍ଷ କମ୍ପାନୀ ଓ ସାଧାରଣ ଜନତା
ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ମାସ ୧ ତାରିଖରୁ ଗୁଡସ ଆଣ୍ଡ ସର୍ଭିସ ଟ୍ୟାକ୍ସ (ଜିଏସଟି)କୁ ନେଇ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ୧.୮୦ ଲକ୍ଷ କମ୍ପାନୀ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବା ସହ ସାଧାରଣ ଜନତା…
ଏପ୍ରିଲ୍ ୨ରେ ଲଞ୍ଚ ହେବ ସାମସଙ୍ଗ ୫ଜି ଗାଲାକ୍ସି ଏମ୍-୩୩, ଦୁଇଟି ରାମ୍ ଏବଂ ଷ୍ଟୋରେଜ୍ ଭାରିଆଣ୍ଟରେ ବଜାରକୁ ଆସିବ
ନୂଆଦିଲ୍ଲୀ: ଭାରତୀୟ ବଜାରରେ ନୂଆ ସାମସଙ୍ଗ ଗାଲାକ୍ସି ଏମ ସିରିଜ୍ ଫୋନ୍ ସାମସଙ୍ଗ ୫ଜି ଗାଲାକ୍ସି ଏମ୍-୩୩ର ଶୁଭାରମ୍ଭ ନିଶ୍ଚିତ ହୋଇଛି । ଏହା ଏପ୍ରିଲ ୨ ରେ ମଧ୍ୟାହ୍ନ ୧୨ ଟା ସମୟରେ ଭାରତରେ ଲଞ୍ଚ ହେବ ଏବଂ ଫୋନର…
ଖୁବ୍ଶୀଘ୍ର ଘରୋଇକରଣ ହୋଇପାରେ ଦୁଇଟି ସରକାରୀ ବ୍ୟାଙ୍କ, କ୍ୟାବିନେଟ୍ ମଞ୍ଜୁରୀକୁ ଅପେକ୍ଷା
ନୂଆଦିଲ୍ଲୀ: ଖୁବ୍ଶୀଘ୍ର ଘରୋଇକରଣ ହେବ ଦୁଇଟି ସରକାରୀ ବ୍ୟାଙ୍କ୍ । ଏନେଇ ପ୍ରସ୍ତୁତି ଚଳାଇଛନ୍ତି ସରକାର, ଯାହା ଚଳିତ ବର୍ଷର ସେପ୍ଟେମ୍ୱର ମାସ ମଧ୍ୟରେ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ସରକାର ବ୍ୟାଙ୍କିଂ…
ସାଧାରଣ ଲୋକଙ୍କୁ ବଡ଼ ଝଟକା: ଆଜି ପୁଣି ବଢ଼ିଲା ତେଲ ଦର
ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ଦର ବଢ଼ିବା ଏବେ ସାଧାରଣ କଥା ହୋଇଗଲାଣି । ଗତ ୭ ଦିନ ଭିତରେ ୬ ଥର ବୃଦ୍ଧି ହେବା ପରେ ଏବେ ଏହାର ଦାମରେ ୪.୧୦ ଟଙ୍କା ବଢ଼ିଛି । ଆଜି ପୁଣି ଥରେ ଏହାର ଦାମ୍ ବଢ଼ିଛି । ସୂଚନା ଅନୁସାରେ,…
ଆସନ୍ତା ସୋମ ଓ ମଙ୍ଗଳବାର ସମଗ୍ର ଦେଶରେ ଧର୍ମଘଟ: ଲଗାତର ୪ ଦିନ Bank ବନ୍ଦ ରହିବା କାରଣରୁ ATMରେ ହୋଇପାରେ କ୍ୟାଶର ଅଭାବ
ନୂଆଦିଲ୍ଲୀ: ବ୍ୟାଙ୍କର ଘରୋଇକରଣ ଓ ବ୍ୟାଙ୍କିଂ ଆଇନ ସଂଶୋଧନ ବିଲ ୨୦୨୧ର ବିରୋଧ କରି ଦୁଇଦିନିଆର ହରତାଲ କରିବାକୁ ଆହ୍ୱାନ ଦିଆଯାଇଛି । ଏହି ହରତାଲ ଆସନ୍ତା ୨୮ ଓ ୨୯ ତାରିଖରେ କରାଯିବ । ଏହା ଫଳରେ ବ୍ୟାଙ୍କିଂ ସେବା…
ଏପ୍ରିଲ୍ରୁ ମହଙ୍ଗା ହେବ ମେଡିସିନ୍, ୮୦୦ରୁ ଅଧିକ ଔଷଧ ବଢ଼ିବ ଦାମ୍
ନୂଆଦିଲ୍ଲୀ: ପେଟ୍ରୋଲ ଡିଜେଲ, ତେଲ ଓ ଅତ୍ୟାବଶ୍ୟକ ସାମଗ୍ରୀ ପରେ ଏପ୍ରିଲରୁ ମହଙ୍ଗାଇ ତାଲିକାରରେ ଯୋଡ଼ିହେବ ମେଡିସିନ୍ । ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ୮୦୦ରୁ ଅଧିକ ଔଷଧ ମହଙ୍ଗା ହେବ । ତେବେ ଗୁରୁତ୍ବପୂର୍ଣ୍ଣ କଥା…
ମହିଳାଙ୍କ ମନକୁ ଆସିଲା ନୂଆ ଆଇଡିଆ, Breast Milkରୁ ପ୍ରସ୍ତୁତ କଲେ ଜୁଏଲାରୀ: ଏବେ ରୋଜଗାର କରୁଛନ୍ତି କୋଟି କୋଟି, ଜାଣନ୍ତୁ ଏହାର ପ୍ରୋସେସ୍
ନୂଆଦିଲ୍ଲୀ: ଆଜିକାଲିର ଯୁଗରେ କୌଣସି କାର୍ଯ୍ୟ ବି ଅସମ୍ଭବ ନୁହେଁ । ବର୍ତ୍ତମାନର ଟେକ୍ନୋଲୋଜି ଯୁଗରେ ଅନେକ ମହିଳା, କମ୍ ବୟସର ଯୁବକମାନେ ବିଜିନେସ୍ କରି ରାତାରାତି କୋଟିପତି ପାଲଟି ଯାଉଥିବାର ଅନେକ ଉଦାହରଣ…
ଏପ୍ରିଲରୁ ମହଙ୍ଗା ହେବ ଔଷଧ: ସରକାର ଦେଲେ ଅନୁମତି, ଜାଣନ୍ତୁ କାହା ଉପରେ କେତେ ପଡିବ ଏହାର ପ୍ରଭାବ?
ନୂଆଦିଲ୍ଲୀ: ବିଶ୍ୱସ୍ତରରେ ମୁଦ୍ରାସ୍ଫୀତି ବୃଦ୍ଧି ଓ ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଯୋଗୁଁ ଦେଶରେ ବି ଦରଦାମ୍ ବୃଦ୍ଧି ପାଇବାରେ ଲାଗିଛି । ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧି ପରେ ଏବେ ମେଡିସିନର ଦାମ୍ ବୃଦ୍ଧି ହେବା…
IPL-2022 Live ଦେଖନ୍ତୁ ମାଗଣାରେ: ଆପଣମାନଙ୍କ ପାଇଁ Jio ଲଞ୍ଚ କରିଛି ଏହି ଖାସ୍ ଅଫର
ନୂଆଦିଲ୍ଲୀ: ଆଜିଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)-୨୦୨୨ର ଶୁଭାରମ୍ଭ ହେଉଛି । ଆଜିର ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ । ଚଳିତ ଆଇପିଏଲର ସମସ୍ତ ମ୍ୟାଚ ଆପଣ…