Browsing Category

ବାଣିଜ୍ୟ

କେୱାଇସି ନିୟମ ପାଳନ ନକଲେ ନିଷ୍କ୍ରିୟ ହେବ ଖାତା, ନୂଆବର୍ଷରୁ ଆରମ୍ଭ ହେବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଆପଣଙ୍କ ବ୍ୟାଙ୍କ ଖାତା ନିଷ୍କ୍ରିୟ ହେଉ ବୋଲି ଚାଁହୁନଥିଲେ ସଠିକ ଭାବରେ ନିୟମ ପାଳନ କରନ୍ତୁ । କାରଣ ଯେଉଁ ଗ୍ରାହକ ମାନେ ନୋ ୟୋର୍ କଷ୍ଟମରକୁ ନେଇ ଯେଉଁ ନିୟମ ରହିଛି ତାହାକୁ ପାଳନ କରୁନାହାନ୍ତି…

ନୂଆ ବର୍ଷରେ ଆରମ୍ଭ କରନ୍ତୁ ନୂଆ ବ୍ୟବସାୟ: କେନ୍ଦ୍ର ସରକାର ଦେବେ ୧୦ ଲକ୍ଷ ପର୍ଯ୍ୟନ୍ତ ଲୋନ୍, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରଶେସ୍

ନୂଆଦିଲ୍ଲୀ: ଆଉ କିଛି ଦିନ ମଧ୍ୟରେ ଶେଷ ହୋଇଯିବ ୨୦୨୧ । ଯଦି ନୂତନ ବର୍ଷରେ ଆପଣ କିଛି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ବ୍ୟବସାୟ ଆରମ୍ଭ କରିବା ପାଇଁ କେନ୍ଦ୍ର…

ZEE-SONY ମିଶ୍ରଣରେ ଦେଶରେ ହେବ ବଡ଼ ନେଟୱର୍କ, ଜାଣନ୍ତୁ କ’ଣ ମିଳିବ ଫାଇଦା

ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜ ଲିମିଟେଡ(ZEEL) ଏବଂ ସୋନୀ ପିକ୍ଚର୍ସ ନେଟୱର୍କ ଇଣ୍ଡିଆ ପ୍ରାଇଭେଟ ଏବେ ଏକ ହେବାକୁ ଯାଉଛନ୍ତି । ମନୋରଞ୍ଜନ ଦୁନିଆର ଏହି ଦୁଇ ଦିଗ୍ଗଜ କମ୍ପାନୀର ମିଶ୍ରଣକୁ ବୋର୍ଡ ମଞ୍ଜୁରୀ ଦେଇଛି ।…

ଲଞ୍ଚ ପୂର୍ବରୁ Xiaomi 12 ବଜାରରେ କଲା ଜବରଦସ୍ତ ଓପେନିଂ, ଗୋଟିଏ ଦିନରେ ୨ ଲକ୍ଷରୁ ଅଧିକ ଫୋନ୍ ରିଜର୍ଭ

ନୂଆଦିଲ୍ଲୀ: ଲଞ୍ଚ ହେବା ପୂର୍ବରୁ ହିଁ ଢସବକ୍ଟଜ୍ଞସ ୧୨ ସିରିଜ୍ ୟୁଜର୍ସଙ୍କ ମନ କିଣିନେଇଛି । ଡିସେମ୍ବର ୨୩ ତାରିଖରେ ଓପନ୍ ରିଜର୍ଭେସନ୍ ରେ ଏହି ସିରିଜ୍ ର ସ୍ମାର୍ଟଫୋନ୍ କୁ ଗୋଟିଏ ଦିନରେ ୨ ଲକ୍ଷରୁ ଅଧିକ…

ଗ୍ୟାସ ସିଲିଣ୍ଡର ଫାଟି ଦୁର୍ଘଟଣା ହେଲେ ମିଳିବ ୫୦ ଲକ୍ଷ ଟଙ୍କା, ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ: ଆଜିକା ସମୟରେ ଗ୍ୟାସ ସିଲିଣ୍ଡର ପ୍ରାୟତଃ ସମସ୍ତଙ୍କ ଘରେ ରହିଛି । ଏହାର ଉପଯୋଗ ଖୁବ୍ ସାବଧାନତାର ସହିତ କରିବା ନିହାତି ଦରକାର । ନଚେତ୍ ଯଦି କୌଣସି କାରଣରୁ ଗ୍ୟାସି ସିଲିଣ୍ଡର ଫାଟି ଯାଉଛି ତେବେ ଅନେକ…

Aadhaar Card ମାଧ୍ୟମରେ ଆପଣ ୫ ବର୍ଷ ପାଇଁ ୨୫ ଲକ୍ଷ ପର୍ଯ୍ୟନ୍ତ ଲୋନ୍ ପାଇପାରିବେ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଅଧିକାଂଶ ଲୋକ ଆଧାର କାର୍ଡକୁ କେବଳ ଏକ ପରିଚୟ ପତ୍ର ଭାବେ ବ୍ୟବହାର କରିଥାନ୍ତି । କିନ୍ତୁ ଅନେକ ହୁଏତ ଏକଥା ଜାଣିନଥିବେ ଆଧାର କାର୍ଡର ସହାୟତାରେ ଆପଣ ଲକ୍ଷ ଲକ୍ଷ ଟଙ୍କାର ପର୍ସନାଲ ଲୋନ୍ ଉଠାଇ ପାରିବେ ।…

ଓମିକ୍ରନକୁ ନେଇ ଚିନ୍ତାରେ ଆର୍‌ବିଆଇ ଗଭର୍ଣ୍ଣର, ଦର ଦାମ୍ ବୃଦ୍ଧି ସହ ମୁଦ୍ରାସ୍ଫୀତି ଉପରେ ପଡ଼ିପାରେ ପ୍ରଭାବ

ମୁମ୍ବାଇ: ମୁଦ୍ରାନୀତି କମିଟି ବୈଠକରେ ଓମିକ୍ରନକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଚିନ୍ତା ପ୍ରକଟ କରିଥିଲେ । ବିଭିନ୍ନ ସାମଗ୍ରୀ ଓ ସେବାର ଚାହିଦାରେ ଯେଉଁ ସୁଧାର ହେଉଛି ତାହାକୁ…

ଭୁବନେଶ୍ୱର ରେଲୱେ ଷ୍ଟେସନ୍‌କୁ ମିଳିଲା ଇଟ୍‌ ରାଇଟ୍‌ ମାନ୍ୟତା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଯାତ୍ରୀମାନଙ୍କୁ ଉଚ୍ଚମାନର, ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ଖୋର୍ଦ୍ଧା ରୋଡ଼ର ଭୁବନେଶ୍ୱର ରେଳ ଷ୍ଟେସନକୁ ‘ଇଟ ରାଇଟ’ ଷ୍ଟେସନ ଭାବରେ ମାନ୍ୟତା ପତ୍ର ପ୍ରଦାନ କରାଯାଇଛି । ୧ ରୁ ୫…

ଦେଶରେ ୫ ହଜାର ଇଭି ଚାର୍ଜିଂ ଷ୍ଟେସନ ସ୍ଥାପନ କରିବ ‘ଟେସ୍‌ଲା ପାୱାର ୟୁଏସ୍‌ଏ’, ୨୦୨୫ ସୁଦ୍ଧା ଟାଗେର୍ଟ ପୂରଣ କରିବାକୁ ଲକ୍ଷ୍ୟ

ନୂଆଦିଲ୍ଲୀ: ଟେସ୍‌ଲା ପାୱାର ୟୁଏସ୍‌ଏ ପକ୍ଷରୁ ୨୦୨୫ ସୁଦ୍ଧା ଦେଶରେ ୫ ହଜାର ଦୁଇ ଚକିଆ ଇଲେକ୍ଟ୍ରିକ ଯାନ ଚାର୍ଜିଂ ଷ୍ଟେସନ ‘ଟେସ୍‌ଲା ପାୱାର ସପ୍‌’ ସ୍ଥାପନ କରାଯିବ ବୋଲି ‘ଇଣ୍ଡିଆ ବିଜନେସ୍‌ ମିଟ୍‌’ ଅବସରରେ…

ଅନ୍‌ଲାଇନ୍ କାର୍ଡ ପେମେଣ୍ଟର ନୂଆ ନିୟମ ଲାଗୁ ହେବାର ସମୟସୀମା ଘୁଞ୍ଚିଲା, ଏହିଦିନ ହେବ କାର୍ଯ୍ୟକାରୀ

ନୂଆଦିଲ୍ଲୀ: ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଅନ୍‌ଲାଇନ୍ ଠକେଇ ରୋକିବା ପାଇଁ ଆରବିଆଇ ଏକ ବଡ଼ ପଦକ୍ଷେପ ଗ୍ରହଣ କରି ଅନ୍‌ଲାଇନ୍ କାର୍ଡ କାରବାରରେ ଟୋକନ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି । ଏହି…