Browsing Category
ବାଣିଜ୍ୟ
Budget 2025: ଯୁବକମାନଙ୍କୁ ରୋଜଗାର ଯୋଗାଇବା ପାଇଁ ପ୍ରାଥମିକତା, ମଧ୍ୟମ ଶ୍ରେଣୀ ଲୋକଙ୍କ ବିକାଶକୁ ବେଶୀ ଗୁରୁତ୍ବ
ନୂଆଦିଲ୍ଲୀ: ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ। ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ। ଲଗାତାର ଅଷ୍ଟମ ଥର ପାଇଁ ଉପସ୍ଥାପନ କରୁଛନ୍ତି ସୀତାରମଣ।
ଅର୍ଥନୀତିରେ ସମୃଦ୍ଧି ସାରା ବିଶ୍ବକୁ…
ବଜେଟ ପରେ ଆଇସକ୍ରିମ, ଚକୋଲେଟ ଏବଂ କ୍ୟାଣ୍ଡିଜ୍ ହୋଇଯିବ କି ମହଙ୍ଗା? ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ଆଜି ଉପସ୍ଥାପିତ ହେବାକୁ ଥିବା ସାଧାରଣ ବଜେଟ୍ 2025 ପୂର୍ବରୁ ଗତକାଲି ସଂସଦରେ ଦିଆଯାଇଥିଲା ଅର୍ଥନୈତିକ ସର୍ଭେ ରିପୋର୍ଟ।
ଏଥିରେ କୁହାଯାଇଥିଲା ଯେ, Ultra Processed Foods or 'UPF' ର ବ୍ୟବହାରକୁ…
ମଧୁବନୀ ଶାଢୀରେ ଝଲସିଲେ ନିର୍ମଳା ସୀତାରମଣ, ଏହାକୁ ଉପହାର ଦେଇଥିଲେ ପଦ୍ମଶ୍ରୀ ଦୁଲାରୀ ଦେବୀ
ନୂଆଦିଲ୍ଲୀ: ବଜେଟ୍ ଉପସ୍ଥାପନ କରିବା ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଷ୍ଟ୍ରପତି ଭବନରେ ପହଞ୍ଚିଛନ୍ତି। ଏହି ସମୟରେ ସେ ଏକ ଭିନ୍ନ ଷ୍ଟାଇଲରେ ନଜର ଆସିଛନ୍ତି।
ଅର୍ଥମନ୍ତ୍ରୀ ନିର୍ମଳା…
(Video) ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ବର୍ତ୍ତମାନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପହଞ୍ଚିଛନ୍ତି। ବଜେଟ୍ ଆଗତ ପୂର୍ବରୁ ସେ ରାଷ୍ଟ୍ରପତିଙ୍କୁ ଭେଟି ଏଥିପାଇଁ ଅନୁମତି ମାଗିଛନ୍ତି। ଦିନ ୧୧ଟାରେ ସଂସଦରେ ଉପସ୍ଥାପନ ହେବ…
UPI ୟୁଜର୍ସଙ୍କ ପାଇଁ ବଡ଼ ଖବର, ଆଜିଠୁ ହୋଇପାରିବନି ଏଭଳି ଟ୍ରାଞ୍ଜାକ୍ସନ, ବଦଳିଗଲା ନିୟମ
ନୂଆଦିଲ୍ଲୀ: ୟୁପିଆଇ ପେମେଣ୍ଟ ଆପ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ବଡ଼ ଖବର। ଆଜିଠୁ କୌଣସି ୟୁପିଆଇ ଆପ୍ ଟ୍ରାଞ୍ଜାକ୍ସନ ଆଇଡିରେ ସ୍ପେଶାଲ କ୍ୟାରେକ୍ଟର ବ୍ୟବହାର କରାଯାଇପାରିବ ନାହିଁ।
ଯଦି କୌଣସି ଆପ୍ ସ୍ପେଶାଲ…
Budget 2025: ଆଜି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ, ଫୋକସରେ ଏହି ସବୁ ସେକ୍ଟର
ନୂଆଦିଲ୍ଲୀ: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ସାଧାରଣ ବଜେଟ୍ ଉପସ୍ଥାପନ କରିବେ । କ୍ରମାଗତ ୮ମ ଥର ପାଇଁ ଆଜି ଦିନ ୧୧ଟାରେ ଅର୍ଥମନ୍ତ୍ରୀ ସଂସଦରେ ବଜେଟ୍ ଉପସ୍ଥାପନ କରିବେ ।
ମୁଦ୍ରାସ୍ଫୀତି,…
ସାହାରା ଟଙ୍କା ପାଇଁ ଚିନ୍ତିତ ଅଛନ୍ତି କି ? ତେବେ ରିଟର୍ଣ୍ଣ ପାଇବାକୁ ଆପଣାନ୍ତୁ ଏହି ଉପାୟ
ବିଗତ କିଛି ବର୍ଷ ତଳେ ନିଜ କଷ୍ଟ ଅର୍ଜିତ ଟଙ୍କାକୁ ଦ୍ୱିଗୁଣିତ କରିବା ଆଶା ନେଇ ଅନେକ ନିବେଶକ ସାହାରା ଇଣ୍ଡିଆ ଉପରେ ଭରସା କରିଥିଲେ । କିନ୍ତୁ କମ୍ପାନୀର ଠକେଇ ମାମଲା ସାମ୍ନାକୁ ଆସିବା ପରେ ଲୋକମାନେ ଏପର୍ଯ୍ୟନ୍ତ…
ବଜେଟ୍ ପୂର୍ବରୁ ସାଧାରଣ ଲୋକଙ୍କୁ ଏକ ବଡ଼ ଆଶ୍ୱସ୍ତି: କମିଲା LPG ସିଲିଣ୍ଡର ମୂଲ୍ୟ, ଜାଣନ୍ତୁ କେତେ
ନୂଆଦିଲ୍ଲୀ: ବଜେଟ୍ ପୂର୍ବରୁ ସାଧାରଣ ଲୋକଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ଆଜି ଅର୍ଥାତ୍ ଫେବୃଆରୀ ୧ ତାରିଖରୁ, ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୭ ଟଙ୍କା ହ୍ରାସ ପାଇଛି । ହ୍ରାସିତ ମୂଲ୍ୟ କେବଳ ୧୯ କିଲୋଗ୍ରାମ…
Budget 2025: ମହିଳାଙ୍କ ଏହି ଖରାପ ଅଭ୍ୟାସ ପାଇଁ ବିଗିଡ଼ିଯାଏ ଘରର ବଜେଟ୍, ଜାଣନ୍ତୁ କେମିତି ଆଣିବେ ସୁଧାର…
ନୂଆଦିଲ୍ଲୀ,୩୧ା୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧ ଫେବୃଆରୀ ୨୦୨୫ରେ ଦେଶର ବଜେଟ୍ ଉପସ୍ଥାପନ କରିବେ। ଦେଶ ପରି ପ୍ରତ୍ୟେକ ଘରର ମଧ୍ୟ ଏକ ବଜେଟ୍ ଥାଏ। କିନ୍ତୁ କିଛି ଭୁଲ ଅଭ୍ୟାସ ଘରର ବଜେଟ୍ ନଷ୍ଟ କରିଦିଏ।…
ସଂସଦରେ ଆଗତ ହେଲା ୨୦୨୪-୨୫ ଅର୍ଥନୈତିକ ସର୍ଭେ ରିପୋର୍ଟ
ନୂଆଦିଲ୍ଲୀ: ସଂସଦରେ ଆଗତ ହେଲା ୨୦୨୪-୨୫ ଅର୍ଥନୈତିକ ସର୍ଭେ ରିପୋର୍ଟ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହେଉଥିବା ଅର୍ଥନୈତିକ ସର୍ବେକ୍ଷଣରେ ଆକଳନ କରାଯାଇଥିବା ରିପୋର୍ଟ ଆସିଛି।
ଆସନ୍ତା ଆର୍ଥିକ ବର୍ଷ…