fbpx
Browsing Category

ବାଣିଜ୍ୟ

ରାମ ମନ୍ଦିରର ଉଦଘାଟନ ପାଇଁ ମୁରଲୀ ମନୋହର ଯୋଶୀ-ଏଲ.କେ ଆଡଭାନୀଙ୍କୁ କରାଗଲା ନିମନ୍ତ୍ରଣ

ନୂଆଦିଲ୍ଲୀ: ରାମ ମନ୍ଦିର ନିର୍ମାଣ ପାଇଁ ଆନ୍ଦୋଳନ କରିଥିବା ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀ-ଏଲ.କେ ଆଡଭାନୀଙ୍କୁ ୨୨ ଜାନୁଆରୀ ୨୦୨୪ ରେ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନୀ ସମାରୋହରେ ଯୋଗଦେବାକୁ ନିମନ୍ତ୍ରଣ…

ଏଣିକି ଅଦରକାରି ଫୋନ୍ କଲ୍ ଉପରେ ଲାଗିବ ୫୦ ହଜାର ଟଙ୍କା ଜୋରିମାନା

ନୂଆଦିଲ୍ଲୀ: ଚଳିତ ବର୍ଷ ଲୋକସଭାରେ ଟେଲିକମ ବିଲ ଉପସ୍ଥାପିତ ହୋଇଥିଲା । ଏହି ବିଲରେ ଅନେକ ସଂସ୍କାର ପାଇଁ ବ୍ୟବସ୍ଥା ରହିଛି । ଏହି ବିଲ ଉପସ୍ଥାପନ କରିବା ସମୟରେ ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ, ‘ଏହାର…

ଭୋଡାଫୋନ୍ ଆଇଡିଆ ଜାରି କଲା ନୂଆ ଶସ୍ତା ପ୍ଲାନ, ଗ୍ରାହକଙ୍କୁ ମାଗଣାରେ ମିଳିବ ୧୩ଟି OTT ସବସ୍କ୍ରିପସନ

ନୂଆଦିଲ୍ଲୀ: ଜିଓ ଏବଂ ଏୟାରଟେଲ ପରେ ଭୋଡାଫୋନ୍ ଆଇଡିଆ ହେଉଛି ଭାରତୀୟ ଟେଲିକମ୍ କ୍ଷେତ୍ରର ତୃତୀୟ ବୃହତ୍ତମ କମ୍ପାନୀ। ଏହାର ଉପଭୋକ୍ତା ଆଧାର ବୃଦ୍ଧି କରିବାକୁ, କମ୍ପାନୀ ଗ୍ରାହକଙ୍କୁ ନୂତନ ଆକର୍ଷଣୀୟ ଯୋଜନା ପ୍ରଦାନ…

‘ଲ୍ୟାଣ୍ଡ ଅଫ୍ ଇଣ୍ଡଷ୍ଟ୍ରି’ ହେବ ବିହାର ! ରାଜ୍ୟର ଅର୍ଥବ୍ୟବସ୍ଥା ଉପରେ କେତେ ପ୍ରାଭାବି ହେବ ନିବେଶକ ଶିଖର ସମ୍ମିଳନୀ

ପାଟଣା: ନିକଟରେ ବିହାରରେ ୨ ଦିବସୀୟ ନିବେଶକ ଶିଖର ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି ସମ୍ମିଳନୀରେ ପ୍ରୟେ ୩୦୦ କମ୍ପାନୀ ଯୋଗ ଦେଇଥିଲେ । ଉକ୍ତ କମ୍ପାନୀ ଗୁଡ଼ିକ ବିହାର ସରକାରଙ୍କ ସହ ୫୦ ହଜାର ୫୩୦ କୋଟି ଟଙ୍କାର…

ଏତେ ଅଧିକ ରିଟର୍ଣ୍ଣ ମିଳୁଛି? ୬ଟି ବ୍ୟାଙ୍କ ସେଭିଙ୍ଗସ ଆକାଉଣ୍ଟରେ ଦେଉଛନ୍ତି ୮ ପ୍ରତିଶତ ସୁଧ

ନୂଆଦିଲ୍ଲୀ: ଗ୍ରାହକମାନେ ସର୍ବଦା ଅଧିକ ସୁଧ ଆଶାରେ ଭଲ ନିବେଶ ସନ୍ଧାନରେ ରହିଥାନ୍ତି । ସାଧାରଣ ଭାବେ ସେଭିଙ୍ଗସ ଆକାଉଣ୍ଟଧାରୀଙ୍କୁ ସ୍ଥାୟୀ ଜମା (ଏଫଡି) ଅପେକ୍ଷା କମ୍ ସୁଧ ମିଳିଥାଏ । ତେବେ କିଛି ବ୍ୟାଙ୍କ…

୧୭ ଡିସେମ୍ବର ପର୍ଯ୍ୟନ୍ତ ସରକାରଙ୍କୁ ମିଳିଛି ୨୧% ରୁ ଅଧିକ ଟ୍ୟାକ୍ସ, ୨.୨୫ ଲକ୍ଷ କୋଟି ଜାରି ହେଲା ରିଫଣ୍ଡ

ନୂଆଦିଲ୍ଲୀ: ୨୦୨୩-୨୪ ଆର୍ଥିକ ବର୍ଷର ୨୦୨୩ ଡିସେମ୍ବର ୧୭ ପର୍ଯ୍ୟନ୍ତ ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ୨୦.୬୬ ପ୍ରତିଶତ ବୃଦ୍ଧି ଘଟିଛି। ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନ ୧୩,୭୦,୩୮୮ କୋଟି ଟଙ୍କା ହୋଇଛି ଯାହା ଗତ ବର୍ଷ ସମାନ…

ନା ସୁନା-ନା ରୂପା, କନିଆଙ୍କୁ ପସନ୍ଦ ଆସୁଛି ଜେଜେ ମାଆ ଏବଂ ଆଇଙ୍କ ସମୟର ଗହଣା

ନୂଆଦିଲ୍ଲୀ: ବିବାହରେ ପାଇଥିବା ଖାନଦାନୀ 'ନବଲାଖ ହାର' ବିଷୟରେ ଜେଜେମା’ଙ୍କଠାରୁ ଆପଣ ପ୍ରାୟତଃ ଶୁଣିଥିବେ। ସେହି ଯୁଗର ଏକ ଅଳଙ୍କାର ଧାରା ଏହି ବିବାହ ଋତୁରେ ପୁଣି ଫେରି ଆସିଛି। ଆକଳନ କରାଯାଇଛି ଯେ, ଏଥର ସାରା…

ହୋମ ଲୋନ ସୁଧ ହୋଇଯିବ କମ୍, କେବଳ ପଠାଇବାକୁ ପଡିବ ଗୋଟିଏ ଇ-ମେଲ

ନୂଆଦିଲ୍ଲୀ: ଚାକିରି ଏବଂ ବିଜନେସ କରୁଥିବା ଲୋକଙ୍କ ପାଇଁ ହୋମ ଲୋନର ଇଏମଆଇ ମାସର ସବୁଠାରୁ ବଡ଼ ଖର୍ଚ୍ଚ ହୋଇଥାଏ । ଏହାରି ମଧ୍ୟରେ ଯଦି ଆପଣଙ୍କ ଏକ ଇ-ମେଲ ଆପଣଙ୍କ ଇଏମଆଇ କମ କରିଦେଲେ କିପରି ହେବ । ଆପଣ ନିଜ…

ମୁଖ୍ୟମନ୍ତ୍ରୀ ଋଣ ଛାଡ଼ ଯୋଜନାରେ ବ୍ୟାପକ ନିଯୁକ୍ତି ସୁଯୋଗ, ଏହି ପୋର୍ଟାଲ ମାଧ୍ୟମରେ କରିପାରିବେ ଆବେଦନ

ଭୁବନେଶ୍ୱର: ରାଜ୍ୟର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ସହିତ ଗ୍ରାମାଞ୍ଚଳର ଅର୍ଥନୀତିକୁ ମଜଭୁତ କରିବା ଲାଗି ‘ମୁଖ୍ୟମନ୍ତ୍ରୀ ସୁଧ ଫେରସ୍ତ ଯୋଜନା’ ଆରମ୍ଭ ହୋଇଛି ।…

Go Firstକୁ କିଣିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ଏହି କମ୍ପାନୀ, ସ୍ପାଇସ୍ ଜେଟ୍ ମଧ୍ୟ ଅନ୍ତର୍ଭୁକ୍ତ

ନୂଆଦିଲ୍ଲୀ: ଆର୍ଥିକ ସଂକଟର ଦେବାଳିଆ ପରିସ୍ଥିତିରେ ଗତି କରୁଥିବା ବିମାନ କମ୍ପାନୀ ଗୋ ଫାଷ୍ଟକୁ କିଣିବା ପାଇଁ ବହୁ ପାର୍ଟୀ ଆଗ୍ରହ ପ୍ରକାଶ କରିଛନ୍ତି । ଏହାରି ମଧ୍ୟରେ ଘରୋଇ ବଜାର ଏୟାରଲାଇନ ସ୍ପାଇସ ଜେଟ ମଧ୍ୟ ଗୋ…