fbpx
Browsing Category

ବାଣିଜ୍ୟ

କ୍ରେଡ଼ିଟ୍ କାର୍ଡ଼ ନିୟମରେ ପରିବର୍ତ୍ତନ ଆଣିଲା HDFC ବ୍ୟାଙ୍କ

ଐଊୠଉ ବ୍ୟାଙ୍କ ତରଫରୁ ନୂଆ ନିୟମ ଜାରି କରାଯାଇଛି । HDFC ବ୍ୟାଙ୍କରେ ଆପଣଙ୍କ ଆକାଉଣ୍ଟ ଅଛି କି ? ଯଦି ହଁ ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ । HDFC ବ୍ୟାଙ୍କ ତରଫରରୁ ଡିସେମ୍ବର ପହିଲାରୁ କ୍ରେଡ଼ିଟ୍ କାର୍ଡ଼…

ପୋଷ୍ଟ ଅଫିସର ଜବରଦସ୍ତ ସ୍କିମ୍…୫ ଲକ୍ଷ ଟଙ୍କା ଜମା କରି ପାଆନ୍ତୁ ୧୦ ଲକ୍ଷ: ଏତିକି ଦିନ ମଧ୍ୟରେ ଟଙ୍କା ଡବଲ୍

ନୂଆଦିଲ୍ଲୀ: ପୋଷ୍ଟ ଅଫିସରେ ଅନେକ ପ୍ରକାରର ଛୋଟ ସଞ୍ଚୟ ଯୋଜନାଗୁଡିକ ସଞ୍ଚାଳିତ ହେଉଛି, ଯାହା ନିବେଶକମାନଙ୍କ ପାଇଁ ଲାଭଦାୟକ ଓ ଲୋକପ୍ରିୟ । ଏଥିମଧ୍ୟରେ କିଷାନ ବିକାଶ ପତ୍ର ଯୋଜନା ଅନ୍ତର୍ଭୁକ୍ତ, ଯେଉଁଥିରେ…

ଟ୍ରେନ ଯାତ୍ରା ହେବ ମହଙ୍ଗା! Express Trainରୁ ହଟିଯିବ ଜେନେରାଲ ବଗି

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ପାଇଁ ଆସିଛି ଏକ ଖରାପ ଖବର । ଦୈନନ୍ଦିନ ବା ଲଗାତାର ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଏବେ ଦେବାକୁ ହେବ ଅଧିକ ଟଙ୍କା । ଖୁବଶୀଘ୍ର ଟ୍ରେନ ଯାତ୍ରା ମହଙ୍ଗା ହେବାକୁ ଯାଉଛି ।…

ମିଳିବ ଶସ୍ତା ସୁନା, କିଣିବା ପାଇଁ ରଖନ୍ତୁ ଟଙ୍କା, ୫ଦିନ ପର୍ଯ୍ୟନ୍ତ ରହିବ ଅଫର

ନୂଆଦିଲ୍ଲୀ: ଯଦି ଆପଣ ସୁନା କିଣିବା ପାଇଁ ପ୍ଲାନ କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ ଅଟେ । ଆପଣ ବଜାର ଠାରୁ ଶସ୍ତା ଦରରେ ଯଦି ସୁନା କିଣିବାକୁ ଚାହୁଁଛନ୍ତି ଏବଂ ତା ପୁଣି ସିଧା ସରକାରଙ୍କ ଠାରୁ ତେବେ…

ଯେତେଥର ଚାହିଁବେ, ସେତେଥର ବଦଳାଇପାରିବେ ନାହିଁ ଆଧାର କାର୍ଡରେ ଏହି ଡାଟା: ବହୁତ କଠୋର ରହିଛି ନିୟମ

ନୂଆଦିଲ୍ଲୀ: ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ କରିଛନ୍ତି ସରକାର । ଯଦି ଆପଣଙ୍କର ଆଧାର କାର୍ଡ ନାହିଁ, ତେବେ ଆପଣ ଅନେକ ସରକାରୀ ସୁବିଧାରୁ ବଞ୍ଚିତ ହୋଇପାରନ୍ତି । ଆଧାର କାର୍ଡରେ ଜନ୍ମ…

ପୋଷ୍ଟଅଫିସ୍‌ରେ ଏଫ୍‌ଡି ଥିଲେ କରନ୍ତୁନି ଏପରି ଭୁଲ୍‌, ଅନ୍ୟଥା ବଡ ଧରଣର କ୍ଷତି ସହିବାକୁ ପଡିବ

ନୂଆଦିଲ୍ଲୀ:ପୋଷ୍ଟଅଫିସ୍ ଏଫ୍‌ଡି ନିୟମରେ ବଡ ପରିବର୍ତ୍ତନ କରାଯାଇଛି । ଏହି କାରଣରୁ ଆପଣ ୫ ବର୍ଷର ଏଫଡିକୁ ସମୟ ପୂର୍ବରୁ ଉଠାଇଲେ ଆପଣଙ୍କୁ ସେଭିଂ ଆକାଉଣ୍ଟ ସୁଧ ହାର ଅନୁସାରେ ଜମା ଅବଧି ଉପରେ ସୁଧ ପ୍ରଦାନ କରାଯିବ ।…

ମେକ୍ ଇନ୍ ଇଣ୍ଡିଆର କମାଲ ଦେଖ: ଭାରତରେ ପ୍ରତିବର୍ଷ ୫ କୋଟି iPhone ପ୍ରସ୍ତୁତ ହେବ, ନିଯୁକ୍ତି ପାଇବେ ୫୦ ହଜାର ଲୋକ

ନୂଆଦିଲ୍ଲୀ: ଆମେରିକାର ଟେକ୍ନୋଲୋଜି କମ୍ପାନୀ ଆପଲ ଆଗାମୀ ୨-୩ ବର୍ଷ ମଧ୍ୟରେ ଭାରତରେ ୫ କୋଟି ଆଇଫୋନ୍ ନିର୍ମାଣ କରିବ । ଏହି ନିର୍ମାଣ କ୍ଷେତ୍ରରେ ଟାଟା ଗ୍ରୁପ ସହାୟତା ପ୍ରଦାନ କରାଯିବ । ସବୁଠାରୁ ବଡ଼ କଥା ହେଉଛି…

ଶସ୍ତାରେ ସୁନା କିଣିବାକୁ ଚାହୁଁଛନ୍ତି କି ? SGB Schemeରେ କରିପାରନ୍ତି ନିବେଶ

ଆପଣ ସୁନାରେ ନିବେଶ କରିବା ନେଇ ଚିନ୍ତା କରୁଛନ୍ତି କି ? ଯଦି ହଁ ତେବେ ସରକାରଙ୍କ ତରଫରୁ ମିଳିପାରେ ବଡ଼ ସୁଯୋଗ । ଅର୍ଥମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ ସୋଭେରେନ୍ ଗୋଲ୍ଡ ବଣ୍ଡ୍…

ଭାରତୀୟ ବଜାରରେ ବିକ୍ରି ହେଉଛି ଚାଇନାର ନକଲି ରସୁଣ, ଯାହା ସ୍ୱାସ୍ଥ୍ୟ ପାଇଁ ଅତି ଭୟଙ୍କର: ଯାଞ୍ଚ ଦାବି କଲେ ଆମେରିକା ସାଂସଦ

ନୂଆଦିଲ୍ଲୀ: ନକଲି ସାମଗ୍ରୀ ତିଆରି କରିବାରେ ମାହିର ଥିବା ଚୀନ୍ ବର୍ତ୍ତମାନ ନକଲି ରସୁଣ ତିଆରି କରୁଛି କି? ତେବେ ଏହି ବିଷୟ ସମ୍ବନ୍ଧୀୟ ଏକ ଭିଡିଓ ମଧ୍ୟ ପୂର୍ବରୁ ଭାଇରାଲ ହୋଇଥିଲା, ଯେଉଁଥିରେ ଚାଇନାର 'ନକଲି ରସୁଣ'…

୩୦ ଜୁନ୍ ୨୦୨୪ ପର୍ଯ୍ୟନ୍ତ ସୁଧ ସମୀକରଣ ଯୋଜନା ଜାରି ରଖିବା ପାଇଁ ୨୫୦୦ କୋଟି ଟଙ୍କାର ଅତିରିକ୍ତ ଆବଣ୍ଟନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟରେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୩୦ ଜୁନ୍ ୨୦୨୪ ପର୍ଯ୍ୟନ୍ତ ସୁଧ ସମୀକରଣ ଯୋଜନା ଜାରି ରଖିବା ପାଇଁ ୨୫୦୦ କୋଟି ଟଙ୍କାର ଅତିରିକ୍ତ…