fbpx
Browsing Category

ବାଣିଜ୍ୟ

ଆହୁରି ୧୫ ମାସ ଯାଏଁ ଖାଆନ୍ତୁ ଶସ୍ତା ତେଲ: ମୋଦୀ ସରକାର ଲୋକଙ୍କୁ ଦେଲେ ବଡ଼ ରିଲିଫ୍

ନୂଆଦିଲ୍ଲୀ : ଦେଶରେ ଖାଇବା ତେଲର ମୂଲ୍ୟ ବୃଦ୍ଧିକୁ ରୋକିବା ପାଇଁ କେନ୍ଦ୍ର ସରକାର ସେମାନଙ୍କ ଉପରେ ଲାଗୁ ହୋଇଥିବା ଆମଦାନୀ ଶୁଳ୍କ ବ୍ୟବସ୍ଥାକୁ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଅର୍ଥ ମନ୍ତ୍ରଣାଳୟର…

ସମସ୍ତଙ୍କୁ ଟପିଗଲା ରସୁଣର ଦାମ୍ , ନୂଆବର୍ଷରେ ଖାଉଟୀଙ୍କୁ ଭାରି ପଡିବ

ନୂଆଦିଲ୍ଲୀ: ଗତ କିଛି ସପ୍ତାହ ମଧ୍ୟରେ ରସୁଣର ଦାମ୍ ବହୁତ ବଢିଯାଇଛି । ଖୁଚୁରା ବଜାରରେ ରସୁଣର କିଲୋ ପ୍ରତି ଦାମ୍ ୩୦୦ଟଙ୍କାରୁ ବଢି ୪୦୦ଟଙ୍କାରେ ପହଞ୍ଚିଛି । ଅନ୍ୟପକ୍ଷରେ ହୋଲସେଲ୍ ବଜାରରେ ଏହାର ମୂଲ୍ୟ କିଲୋପ୍ରତି…

IPO କ’ଣ ଏବଂ ଏହା କିପରି କାର୍ଯ୍ୟ କରିଥାଏ ?

ନୂଆଦିଲ୍ଲୀ: କୌଣସି କମ୍ପାନୀ ପ୍ରଥମ ଥର ନିଜ ଶେୟାର ଜନସାଧାରଣଙ୍କ ପାଇଁ ପ୍ରଦାନ କରିଥିଲେ ତାକୁ ଇନିସିଆଲ ପବ୍ଲିକ ଅଫରିଙ୍ଗ୍‌(IPO ) କୁହାଯାଏ । ପଞ୍ଜିକୃତ କମ୍ପାନୀଗୁଡ଼ିକ ଶେୟାର ବଜାରରେ ତାଲିକାଭୁକ୍ତ ହେବା ପାଇଁ…

Inspire FD କମାଲ କରୁଛି: ୫ଟି ବ୍ୟାଙ୍କରେ ନିବେଶ କରନ୍ତୁ, ଗ୍ରାହକଙ୍କୁ ମିଳୁଛି ୯ ପ୍ରତିଶତ ସୁଧ

ନୂଆଦିଲ୍ଲୀ: ଆଜିର ମହଙ୍ଗା ଯୁଗରେ ଟଙ୍କା ସମସ୍ତଙ୍କ ପାଇଁ ନିହାତି ଜରୁରୀ । ତେଣୁ ଲୋକମାନେ ଅଧିକ ରିଟର୍ଣ୍ଣ ମିଳୁଥିବା ନିବେଶ ସନ୍ଧାନରେ ରହିଥାନ୍ତି । ଗ୍ରାହକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ବ୍ୟାଙ୍କମାନେ ମଧ୍ୟ ବଢ଼ିଆ…

ଆଜିଠାରୁ ୩୯ ଟଙ୍କା ଶସ୍ତାରେ ମିଳିବ LPG ସିଲିଣ୍ଡର: ସରକାର ଦେଲେ ନୂଆବର୍ଷ ଉପହାର

ନୂଆଦିଲ୍ଲୀ: ନୂଆବର୍ଷ ପୂର୍ବରୁ ସାଧାରଣ ଲୋକଙ୍କ ପାଇଁ ଉପହାର ଭେଟି ଦେଇଛନ୍ତି ସରକାର । ଆଜିଠାରୁ ଶସ୍ତାରେ ଏଲପିଜି ସିଲିଣ୍ଡର ପାଇପାରିବେ ଗ୍ରାହକ । ରାଜଧାନୀ ଦିଲ୍ଲୀରୁ ପାଟନା ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟରେ ଏବେ…

ଚାଉଳ-ଗହମର କମିବ ଦର, ସରକାର ନେଲେ ଏହି ପଦକ୍ଷେପ, ଖୁଚୁରା ବଜାରରେ ବିକ୍ରି କଲେ ଏତିକି

ନୂଆଦିଲ୍ଲୀ: ଗହମ ଏବଂ ଚାଉଳର ଆକାଶଛୁଆଁ ମୂଲ୍ୟ ହ୍ରାସ କିମ୍ବା ନିୟନ୍ତ୍ରଣ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଉଭୟ ଶସ୍ୟର ମୂଲ୍ୟ ହ୍ରାସ କରିବାକୁ ସରକାର ଖୋଲା ବଜାରରେ ୩.୪୬…

ସାହାରା ରିଫଣ୍ଡ ପୋର୍ଟାଲରେ ଆବେଦନ କରିବା ପରେ ମଧ୍ୟ ଟଙ୍କା ଆସିନାହିଁ କି ? ତେବେ ବର୍ତ୍ତମାନ ଏହା କରନ୍ତୁ

ନୂଆଦିଲ୍ଲୀ: ସାହାରାରେ ଅଟକି ରହିଥିବା ଟଙ୍କା ଫେରସ୍ତକୁ ଅପେକ୍ଷା କରିଥିବା ଆବେଦନକାରୀଙ୍କ ପାଇଁ ଏକ ବଡ଼ ଖବର ରହିଛି । ଆବେଦନ କରିବାର ୪୫ ଦିନ ପରେ ମଧ୍ୟ ଯଦି ଆପଣଙ୍କର ଟଙ୍କା ଆସିନାହିଁ, ତେବେ ଆପଣଙ୍କୁ ସାହାରା…

ମହଙ୍ଗାରେ ଆଶ୍ୱସ୍ତି ନାହିଁ! ଯୋଗାଣ କମ ହେବାରୁ ୧୫ ବର୍ଷର ଉଚ୍ଚ ସ୍ତରରେ ପହଁଚିଲା ଚାଉଳ ଦର

ନୂଆଦିଲ୍ଲୀ: ଦେଶରେ ଚାଉଳ ଦର କମିବାର ନାମ ନେଉନାହିଁ । ଅଧିକ ଡିମାଣ୍ଡ କାରଣରୁ ଚାଉଳ ଦର ୧୫ ବର୍ଷର ଉଚ୍ଚ ସ୍ତରରେ ପହଁଚିଛି । ଏଲ ନିନୋ ପ୍ରଭାବରେ ଚାଉଳ ଯୋଗାଣରେ ବାଧା ଉପୁଜିଛି । ଏସିଆ ଏବଂ ଆଫ୍ରିକା ମହାଦେଶରେ ଭାତ…

Bank of Baroda ଓ SBIରେ ଆକାଉଣ୍ଟ ଥିଲେ ଧ୍ୟାନ ଦିଅନ୍ତୁ: ନୂଆ ବର୍ଷ ପୂର୍ବରୁ ଶାଖା ପରିଦର୍ଶନ କରିବା ନିହାତି ଜରୁରୀ

ଓଡିଶା ଭାସ୍କର: ନୂଆ ବର୍ଷ ବା ୨୦୨୪କୁ ମାତ୍ର ଆଉ କେଇ ଦିନ ବାକି ରହିଲା । ତେବେ ଏହା ପୂର୍ବରୁ ଅର୍ଥାତ ୩୧ ଡିସେମ୍ବର ଭିତରେ ଅନେକ ସରକାରୀ ଓ ବେସରକାରୀ କାର୍ଯ୍ୟର ଶେଷ ସୀମା ନିର୍ଦ୍ଧାରିତ ହୋଇଛି। ଏହି କ୍ରମରେ BOB…

ସାହାରା ଜମାକାରୀଙ୍କୁ ସୁପ୍ରିମକୋର୍ଟ ଭରସା! ଏବେ ବି ଅର୍ଥ ପାଇନାହାନ୍ତି ୩ କୋଟି ନିବେଶକ, ରାଜ୍ୟସଭାରେ ଉତ୍ତର ଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ସାହାର ନିବେଶକଙ୍କୁ ସେମାନଙ୍କର ନିବେଶ ଅର୍ଥ ଫେରସ୍ତ ପାଇଁ ଗତ ଜୁଲାଇ ମାସରେ କେନ୍ଦ୍ର ସରକାର ଏକ ପୋର୍ଟାଲ ଲଞ୍ଚ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ କିଛି ନିବେଶକଙ୍କୁ ସେମାନଙ୍କର ଜମା ଅର୍ଥ ଫେରସ୍ତ…