fbpx
Browsing Category

ବାଣିଜ୍ୟ

କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହେଲା ସୂଚନା: ସୁବ୍ରତ ରାୟଙ୍କ ମୃତ୍ୟୁର ମାସକ ପରେ ସାହାରା ନିବେଶକଙ୍କ ପାଇଁ ଆସିଲା ବଡ଼ ଅପଡେଟ୍

ନୂଆଦିଲ୍ଲୀ: ସାହାରା ଗ୍ରୁପରେ ଦେଶର ଲକ୍ଷାଧିକ ନିବେଶକଙ୍କର କୋଟି କୋଟି ଜମା ଅର୍ଥ ପଡ଼ି ରହିଛି । କିଛିମାସ ତଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ପୋର୍ଟାଲ ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ କିଛି ନିବେଶକଙ୍କୁ ଜମା ଅର୍ଥ…

ଛାତ୍ରଛାତ୍ରୀଙ୍କୁ ବିମାନ ଟିକେଟରେ ମିଳିପାରିବ ରିହାତି : କେବଳ ପୂରଣ କରିବାକୁ ପଡ଼ିବ ଏୟାରଲାଇନର ଏହି ସର୍ତ୍ତ

ନୂଆଦିଲ୍ଲୀ : ଯଦି ଆପଣ ବର୍ତ୍ତମାନ ପଢ଼ୁଛନ୍ତି ଏବଂ ବିମାନ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ରହିଛି । ବର୍ତ୍ତମାନ ସମସ୍ତ ଭାରତୀୟ ବିମାନ କମ୍ପାନୀ ନିର୍ଦ୍ଦିଷ୍ଟ ସର୍ତ୍ତ ସହିତ…

୩୬ ହଜାର ପୋଷ୍ଟକୁ ବ୍ଲକ କରିଦେଲେ ସରକାର, ଏହି ୱେବସାଇଟରୁ ହଟାଇଲେ ସବୁଠାରୁ ଅଧିକ କଣ୍ଟେଣ୍ଟ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବର୍ତ୍ତମାନ ସରକାର ହଜାର ହଜାର ପୋଷ୍ଟକୁ ବ୍ଲକ କରିଦେଇଛନ୍ତି । ଯେଉଁଥିରେ ଭିନ୍ନ-ଭିନ୍ନ ପ୍ଲାଟର୍ମର ପୋଷ୍ଟ ଅନ୍ତର୍ଭୁକ୍ତ ଅଛି । ଏଥିରେ ସବୁଠାରୁ ଅଧିକ ପୋଷ୍ଟ ସୋସିଆଲ ମିଡିଆ…

କୋକାକୋଲା ବଜାରରେ ଲଞ୍ଚ କଲା ଏହି ମଦ, ଯାଞ୍ଚ କରନ୍ତୁ ଆପଣଙ୍କ ସହରରେ କେତେ ଅଛି ମୂଲ୍ୟ

ନୂଆଦିଲ୍ଲୀ: ମଦପ୍ରେମୀଙ୍କ ପାଇଁ ଏକ ଖୁସି ଖବର ଅଛି। କୋଲ୍ଡ ଡ୍ରିଙ୍କ ଉତ୍ପାଦନକାରୀ କମ୍ପାନୀ ଭାରତର ମଦ ବଜାରରେ ପ୍ରବେଶ କରିଛି। କୋକାକୋଲା ଭାରତରେ ପ୍ରଥମ ଥର ପାଇଁ ମଦ ସେଗମେଣ୍ଟରେ ପ୍ରବେଶ କରିଛି। କୋକାକୋଲା ଏହାର…

ଶସ୍ତା ହେବାକୁ ଯାଉଛି ପେଟ୍ରୋଲ-ଡିଜେଲ ମୂଲ୍ୟ, ସରକାର ଆରମ୍ଭ କଲେ ପ୍ରସ୍ତୁତି!

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଦୀର୍ଘ ୨୦ ମାସ ହେବ କୌଣସି ପରିବର୍ତ୍ତନ ହୋଇନାହିଁ । ତେବେ ବର୍ତ୍ତମାନ ଯେଉଁ ରିପୋର୍ଟ ଆସି ପହଁଚିଛି ସେଥିରୁ ଲାଗୁଛି ଯେ ତୈଳ ଦର ଖୁବ ଶିଘ୍ର କମିବ । ଇଟି ନାଓର…

ପିଆଜ ପରେ ଏଣିକି ମହଙ୍ଗା ହେଲା ରସୁଣ: କିଲୋଗ୍ରାମ ପିଛା ୪୦୦ ଟଙ୍କାରେ ପହଞ୍ଚିଲା ଦାମ୍

ନୂଆଦିଲ୍ଲୀ: ପିଆଜ ପରେ ଏବେ ରସୁଣ ଦାମ୍ ପୁଣି ଲୋକଙ୍କ ଚିନ୍ତାରେ ପକାଇଛି । ବର୍ତ୍ତମାନ ମହଙ୍ଗା ମାଡ ଲୋକଙ୍କୁ କଷ୍ଟ ଦେଇଛି । ଚଟଣୀର ସ୍ୱାଦରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ରସୁଣର କିଲୋଗ୍ରାମ…

ପୁଣି ଶସ୍ତା ସୁନା ବିକ୍ରି କରିବେ ମୋଦୀ ସରକାର, ଘରେ ବସି କିଣିଲେ ପାଇବେ₹ ୫୦୦ ରିହାତି

ନୂଆଦିଲ୍ଲୀ: ମୋଦୀ ସରକାର ପୁଣି ଥରେ ବୁଲିଅନ୍ ମାର୍କେଟରୁ ଶସ୍ତା ସୁନା ଓ ଭଲ ରିଟର୍ଣ୍ଣ ଦେଉଥିବା ୨ କ୍ୟାରେଟ୍ ସୁନା ବିକ୍ରି କରିବାକୁ ଯାଉଛନ୍ତି । ଏହି ସୁନା କୌଣସି ଚୋର ଚୋରି କରିପାରିବ ନାହିଁ କି ହଜିବନାହିଁ ।…

ଟ୍ରକ୍ କ୍ୟାବିନରେ ଏସି ଲାଗିବା ବାଧ୍ୟତାମୂଳକ: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଭାରତ ସରକାର ସମସ୍ତ ଟ୍ରକରେ ଏସି କ୍ୟାବିନକୁ ବାଧ୍ୟତାମୂଳକ କରିଛନ୍ତି । ଦେଶରେ ଟ୍ରକର ଅବସ୍ଥା ଶୋଚନୀୟ ଥିବାରୁ ଦୂରପଥ ପରିବହନରେ ଡ୍ରାଇଭରମାନେ ଗରମରେ ନାନା ହଇରାଣ ହରକତ ହେଉଛନ୍ତି । ଏଥିପାଇଁ ଭାରତ…

UIDAI ପକ୍ଷରୁ ସୋସିଆଲ ମିଡ଼ିଆରେ ସୂଚନା ଜାରି: ଆଧାର କାର୍ଡ ନିୟମରେ ପରିବର୍ତ୍ତନ

ନୂଆଦିଲ୍ଲୀ: ଆଧାର କାର୍ଡକୁ ନେଇ ଆସିଛି ଏକ ନୂଆ ଅପଡେଟ୍ । ଆଜିର ସମୟରେ ଆଧାର କାର୍ଡ କେବଳ ଏକ ପରିଚୟ ପତ୍ର ନୁହେଁ, ଏହା ବିଭିନ୍ନ ସରକାରୀ ଯୋଜନାର ଫାଇଦା ଉଠାଇବା ପାଇଁ ଏକ ଜରୁରୀ ଡକ୍ୟୁମେଣ୍ଟ ପାଲଟି ଯାଇଛି । ତେବେ…

ନୂଆ ବର୍ଷରେ ନୂଆ ଉପହାର: ବଢ଼ିବ ମହଙ୍ଗା ଭତ୍ତା, ଲୋକସଭା ନିର୍ବାଚନ ପାଇଁ କେନ୍ଦ୍ର ସରକାର ନେବେ ବଡ଼ ନିଷ୍ପତ୍ତି!

ନୂଆଦିଲ୍ଲୀ: ନିକଟରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇ ସାରିଥିବା ବେଳେ ଆଉ କିଛି ମାସ ପରେ ଦେଶରେ ଲୋକସଭା ନିର୍ବାଚନ ହେବ । ସାଧାରଣ ଭାବେ ପ୍ରତିବର୍ଷ କେନ୍ଦ୍ର ସରକାର ଜାନୁଆରୀ-ଜୁନ୍ ପର୍ଯ୍ୟନ୍ତ…