Browsing Category
Budget 2024
Union Budget 2024
ଅର୍ଥମନ୍ତ୍ରୀ ଭାବରେ ବଜେଟ୍ ଉପସ୍ଥାପନ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା
ବେଙ୍ଗାଲୁର: ଶୁକ୍ରବାର ଅର୍ଥମନ୍ତ୍ରୀ ଭାବରେ ବଜେଟ୍ ଉପସ୍ଥାପନ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା। କର୍ଣ୍ଣାଟକ ବିଧାନସଭାକୁ ସମ୍ବୋଧିତ କରି ସେ କହିଥିଲେ ଯେ ତାଙ୍କ ସରକାର ସମ୍ବିଧାନରେ ଥିବା ନ୍ୟାୟ,…
ସଂସଦରେ ଉପସ୍ଥାପିତ ହେଲା ‘ଶ୍ୱେତପତ୍ର’; ସରକାର କହିଲେ- ୟୁପିଏ ସରକାରଙ୍କ ଅର୍ଥନୈତିକ ନୀତି ସାମାନ୍ୟ ଥିଲା
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଭାରତୀୟ ଅର୍ଥନୀତିକୁ ନେଇ ସଂସଦରେ ଏକ ଶ୍ୱେତପତ୍ର ଉପସ୍ଥାପନ କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଶ୍ୱେତପତ୍ର ଉପସ୍ଥାପନ କରିଛନ୍ତି। ୨୦୦୪ରୁ ୨୦୧୪ ମଧ୍ୟରେ ୟୁପିଏ…
ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ପଡିଛି ୯୮ ହଜାର ପଦବୀ
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ପ୍ରାୟ ୯୮ ହଜାର ପଦବୀ ଖାଲି ପଡ଼ିଛି । ୪୧ ବିଭାଗରେ ମୋଟ ୯୮ ହଜାର ୩୪୮ ପଦବୀ ଖାଲି ପଡିଛି । ଏନେଇ ମୁକେଶ ମହାଲିଙ୍ଗଙ୍କ ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀ ପ୍ରୀତିରଞ୍ଜନ…
ୟୁପି ବଜେଟ୍ ୨୦୨୪: ବିଧାନସଭାରେ ୭.୩୬ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ
ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଆର୍ଥିକ ବର୍ଷର୍ ୨୦୨୪-୨୫ ପାଇଁ ସୋମବାର ବଜେଟ୍ ଉପସ୍ଥାପନ ହୋଇଛି । ଅର୍ଥମନ୍ତ୍ରୀ ସୁରେଶ କୁମାର ଖନ୍ନା ବିଧାନସଭାରେ ୭.୩୬ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟ୍…
କଂଗ୍ରେସ ସାଂସଦଙ୍କ ବୟାନକୁ ନେଇ ବିବାଦ; ‘ଦକ୍ଷିଣ ରାଜ୍ୟମାନଙ୍କୁ ନେଇ ତିଆରି ହେବ ଅଲଗା ଦେଶ’
ନୂଆଦିଲ୍ଲୀ: କର୍ଣ୍ଣାଟକର କଂଗ୍ରେସ ସାଂସଦ ଡିକେ ସୁରେଶ ଦକ୍ଷିଣ ରାଜ୍ୟଗୁଡ଼ିକ ପାଇଁ ଅଲଗା ଦେଶ ଦାବିକୁ ଅନିବାର୍ଯ୍ୟ ବୋଲି କହି ନୂଆ ରାଜନୈତିକ ବିବାଦ ସୃଷ୍ଟି କରିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ…
କେଉଁ କ୍ଷେତ୍ରରୁ କେତେ ଆୟ କରୁଛନ୍ତି ମୋଦୀ ସରକାର? କେଉଁଠି ହେବ ଖର୍ଚ୍ଚ? ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…
ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟ ଉପସ୍ଥାପନ ହୋଇଯାଇଛି । ୨୦୨୪-୨୫ ଆର୍ଥିକବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନ୍ତରୀମ ବଜେଟ ଉପସ୍ଥାପନ କରିଥିବା ବେଳେ ଜୁଲାଇ ମାସରେ…
୨୦୧୪ ପରେ ଭାରତକୁ ସ୍ୱାଧୀନତା ମିଳିଲା ବୋଲି ବିଜେପି ଭାବୁଛି; ମଲ୍ଲିକାର୍ଜୁନ ଖଡ଼ଗେ
ନୂଆଦିଲ୍ଲୀ: ମୋଦି ସରକାରଙ୍କ ଏହି କାର୍ଯ୍ୟକାଳର ଶେଷ ଅନ୍ତରୀଣ ବଜେଟ ଉପରେ କଂଗ୍ରେସ ନେତା ତଥା ବିରୋଧୀ ଭାରତ ମେଣ୍ଟର ଆବାହକ ମଲ୍ଲିକାର୍ଜୁନ ଖଡଗେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି। "ବିଜେପି ଅନୁଭବ କରୁଛନ୍ତି ଯେ…
ମୋଦି ସରକାରଙ୍କ ଅନ୍ତରୀଣ ବଜେଟ ଉପରେ କ’ଣ କହୁଛନ୍ତି ଅର୍ଥନୈତିକ ବ୍ୟାପାର ବିଶେଷଜ୍ଞ
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦି ସରକାରଙ୍କ ଚଳିତ କାର୍ଯ୍ୟକାଳର ଶେଷ ବଜେଟ୍ ଉପସ୍ଥାପନ କରି କହିଛନ୍ତି ଯେ ସରକାର ୨୦୨୪-୨୫ରେ ବିତ୍ତୀୟ ନିଅଣ୍ଟକୁ ଜିଡିପିର ୫.୧% କୁ ହ୍ରାସ କରିବେ।…
୫ ବର୍ଷରେ ମିଳିବ ଆଉ ୨ କୋଟି ପକ୍କା ଘର: ବଜେଟ-୨୦୨୪ରେ ହେଲା ବଡ଼ ଘୋଷଣା
ନୂଆଦିଲ୍ଲୀ: ବଜେଟ-୨୦୨୪ରେ ଦେଶବାସୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆସନ୍ତା ୫ ବର୍ଷ ମଧ୍ୟରେ ଦେଶରେ ଆଉ ୨ କୋଟି ପକ୍କା ଘର ପ୍ରଦାନ କରାଯିବ ବୋଲି ସେ ଘୋଷଣା କରିଛନ୍ତି ।…
ଫେବୃଆରୀ ୧ ରେ ହିଁ କାହିଁକି ହୁଏ ବଜେଟ ଅଧିବେଶନ? ଅନ୍ୟ କେବେ କାହିଁକି ନୁହେଁ…. ଜାଣନ୍ତୁ
ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟ ଅଧିବେଶନରେ ଯୋଗ ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆସନ୍ତା ଫେବୃଆରୀ ୧ ତାରିଖରେ ୨୦୨୪-୨୫ ବର୍ଷର ଆର୍ଥିକ ବଜେଟ ଅଧିବେଶନ ଅନୁଷ୍ଠିତ ହେବାକୁ…