Browsing Category
ନିଯୁକ୍ତି
ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ: ଆଗକୁ ଦେଢ ଲକ୍ଷ ଖାଲି ପଦବୀରେ ମିଳିବ ନିଯୁକ୍ତି
ଭୁବନେଶ୍ୱର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଣ୍ଟିଛନ୍ତି ନିଯୁକ୍ତି ପତ୍ର । ବିଭିନ୍ନ ବିଭାଗରେ ନୂଆ କରି ନିଯୁକ୍ତି ପାଇଥିବା କର୍ମଚାରୀ ମାନଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ । ଏହି…
ଡିସେମ୍ବର ୧୭ରୁ ଲିଖିତ ପରୀକ୍ଷା ଆରମ୍ଭ: ୬ ପ୍ରକାର ପଦ ପାଇଁ ପରୀକ୍ଷା ଡେଟ୍ ଓ ଟାଇମିଂ ପ୍ରୋଗ୍ରାମ ଜାରି କଲା OSSC
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଦ୍ୱାରା ପରିଚାଳିତ ଅଲଗା ଅଲଗା ପଦର ଲିଖିତ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । କେଉଁ ତାରିଖରେ କେଉଁ ପରୀକ୍ଷା ଅନୁଷ୍ଠିତ ହେବ, ସେନେଇ ଓଏସଏସସି…
କୋଲକାତା ମେଟ୍ରୋରେ ବମ୍ପର ନିଯୁକ୍ତି ସୁଯୋଗ, ଜାଣନ୍ତୁ ପ୍ରାର୍ଥୀଙ୍କ ଯୋଗ୍ୟତା ଏବଂ ଆବେଦନ ଶୁଳ୍କ
ଓଡ଼ିଶା ଭାସ୍କର: ମେଟ୍ରୋରେ ଚାକିରି କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । କୋଲକାତା ମେଟ୍ରୋ ଏହାର ଆପ୍ରେଣ୍ଟିସ୍ ପଦବୀ ପାଇଁ ଅବେଦନ ଆହ୍ୱାନ କରିଛି । ଡିସେମ୍ବର ୨୩ରୁ ଆବେଦନ ପ୍ରକ୍ରିୟା ଆରମ୍ଭ…
SSC Exam Calendar: ୨୦୨୫-୨୬ ବର୍ଷରେ ହେବାକୁ ଥିବା ପରୀକ୍ଷାର ତାଲିକା ଘୋଷଣା
ନୂଆଦିଲ୍ଲୀ: ୨୦୨୫-୨୬ ବର୍ଷରେ ହେବାକୁ ଥିବା ସମସ୍ତ ପରୀକ୍ଷାର ତାଲିକା ଜାରି କରିଛି କର୍ମଚାରୀ ଚୟନ ଆୟୋଗ (ଏସଏସସି) । ଏହି ଅବଧି ମଧ୍ୟରେ ହେବାକୁ ଥିବା ସିଜିଏଲ, ସିଏଚଏସଏଲ, ଜେଏଚଟି, ସିପିଓ ଏସଆଇ, ଦିଲ୍ଲୀ ପୋଲିସ,…
ଯୁବପିଢ଼ି ଏବେ ଚାକିରି ନ କରି ‘ନିଯୁକ୍ତିଦାତା’ ହେବେ, ବିଜନେସ୍ ବ୍ଲାଷ୍ଟର ପ୍ରୋଗ୍ରାମରେ କହିଲେ ଆତିଶୀ
ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଷ୍ଟ୍ରାର୍ଟଅପ୍ ପାଇଁ ମିଳିବ ‘ସୀଡ୍ ମନି’ । ଏହା ଦ୍ୱାରା ଷ୍ଟାର୍ଟଅପ୍ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି ଆଶା ରହିଛି । ଦିଲ୍ଲୀ…
ବିନା ଲିଖିତ ପରୀକ୍ଷାରେ ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ନିଯୁକ୍ତି ସୁଯୋଗ, ଜାଣନ୍ତୁ କେତେ ମିଳିବ ଦରମା ?
ନୂଆଦିଲ୍ଲୀ: ଶିକ୍ଷକତାରେ ନିଜ କ୍ୟାରିୟର ଗଢ଼ିବାକୁ ଚାହୁଁଥିଲେ ଏହି ଖବର ଆପଣଙ୍କ ପାଇଁ । ଦିଲ୍ଲୀ ବିଶ୍ୱବିଦ୍ୟାଳୟ(DU)ର ଆର୍ଯ୍ୟଭଟ୍ଟ କଲେଜ ଏହାର ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପୂରଣ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ…
ଡିସେମ୍ବର ୩୦ ପର୍ଯ୍ୟନ୍ତ ବଢ଼ିଲା ଅଙ୍ଗନବାଡ଼ି ୱାର୍କର ଓ ହେଲପର ଆବେଦନର ସମୟସୀମା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ପୂରଣ ହେବାକୁ ଥିବା ଅଙ୍ଗନବାଡ଼ି ୱାର୍କର ଓ ହେଲପର ପଦକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ମୋଟ ୨୫୪୫ଟି ପଦ ପୂରଣ ପାଇଁ ଗତ ଗତ ଜୁଲାଇ…
କର୍ଣ୍ଣାଟକ ବ୍ୟାଙ୍କରେ PO ନିଯୁକ୍ତି: ଡିସେମ୍ବର ୧୦ ଆବେଦନର ଅନ୍ତିମ ତାରିଖ
ନୂଆଦିଲ୍ଲୀ: ଆପଣମାନେ ଯଦି ବ୍ୟାଙ୍କିଂ କ୍ଷେତ୍ରରେ ଚାକିରି କରିବାକୁ ଇଚ୍ଛୁକ ଅଛନ୍ତି, ତେବେ ଏନେଇ ଆସିଛି ଏକ ବଢ଼ିଆ ସୁଯୋଗ । କର୍ଣ୍ଣାଟକ ବ୍ୟାଙ୍କରେ ପ୍ରୋବେସନାରୀ ଅଫିସର (ସ୍କେଲ-୧) ପଦ ପୂରଣ ପାଇଁ ବିଜ୍ଞପ୍ତି…
ଇ-ମେଲରେ ଛଟେଇ ନୋଟିସ୍; କର୍ମଚାରୀଙ୍କୁ ଲାଗିଲା ବଡ଼ ଝଟକା, କମ୍ପାନୀ ଦେଲା ଏହି ସ୍ପଷ୍ଟୀକରଣ
ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଘରୋଇ କମ୍ପାନୀର କର୍ମଚାରୀମାନେ ଚାପଗ୍ରସ୍ତ ରୁହୁଥିବାର ଦେଖାଦେଇଛି । ବିଶେଷ କରି କୌଣସି ମୁହୂର୍ତ୍ତରେ ବି ଛଟେଇକୁ ନେଇ ସେମାନଙ୍କ ମନରେ ଭୟ ରହିଥାଏ । ଏହାର ଏକ ଜ୍ୱଳନ୍ତ ଉଦାହରଣ…
ଜାରି ହେଲା UPSC CSE ମେନ ପରୀକ୍ଷାର ଫଳାଫଳ, ଏହି ଲିଙ୍କକୁ ଯାଇ ଚେକ୍ କରନ୍ତୁ
ନୂଆଦିଲ୍ଲୀ: ସଂଘୀୟ ଲୋକ ସେବା ଆୟୋଗ(ୟୁପିଏସସି) ସିଭିଲ ସେବା ମୁଖ୍ୟ ପରୀକ୍ଷା ୨୦୨୪ର ଫଳାଫଳ ଘୋଷଣା କରାଯାଇଛି। ରେଜଲ୍ଟ ଅଫିସିଆଲ ୱେବସାଇଟରେ ଜାରି ହୋଇଛି। ଯେଉଁ ପ୍ରାର୍ଥୀ ସିଭିଲ ସେବାର ମୁଖ୍ୟ ପରୀକ୍ଷା ୨୦୨୪…