Browsing Category

ନିଯୁକ୍ତି

ବଡ଼ ନିଯୁକ୍ତି ଦେବାକୁ ଯାଉଛି SAIL: ଇଂଜିନିୟରିଂ କରିଥିଲେ ଶୀଘ୍ର କରନ୍ତୁ ଆବେଦନ, ଦରମା ଦେଢ଼ ଲକ୍ଷ ଉପରେ

ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଖବର (SAIL Recruitment 2024) । ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (SAIL) ରେ ଚାକିରି ପାଇବା ପାଇଁ ଏକ ବଡ଼ ସୁଯୋଗ ଆସିଛି। GATE-୨୦୨୪ ମାଧ୍ୟମରେ SAIL…

ବ୍ୟାଙ୍କରେ ଚାକିରି ଖୋଜୁଥିଲେ ଆସିଛି ଖୁସିଖବର : ଏଥିରେ ଖାଲିପଡିଛି ୫୦୦ରୁ ଅଧିକ ପଦବୀ, ଜାଣନ୍ତୁ ଶିକ୍ଷାଗତ ଯୋଗ୍ୟତା

ବ୍ୟାଙ୍କ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ୟୁକୋ ବ୍ୟାଙ୍କରେ ଖାଲିପଡିଥିବା ପଦବୀ ପାଇଁ ଆବେଦନ କରିପାରିବେ ଇଚ୍ଛୁକ ପ୍ରାର୍ଥୀ । ଏଥିପାଇଁ ରେଜିଷ୍ଟ୍ରେସନ ଲିଙ୍କ ଖୋଲିଛି । ୟୁକୋ ବ୍ୟାଙ୍କରେ ଅପାରଣ୍ଟିସ…

କମ୍ବାଇନ ମେଡିକାଲ ସର୍ଭିସ୍ (CMS) ପାଇଁ ଆଡମିଟ୍ କାର୍ଡ ଜାରି କଲା UPSC: ଜାଣନ୍ତୁ କେବେ ହେବ ପରୀକ୍ଷା ?

ନୂଆଦିଲ୍ଲୀ : ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ ପକ୍ଷରୁ କମ୍ବାଇନ ମେଡିକାଲ ସର୍ଭିସ୍ ପରୀକ୍ଷା ପାଇଁ ସମଗ୍ର ଦେଶରେ ଜୁଲାଇ ୧୪ରେ ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରରେ କରାଯିବ । ଯେଉଁ ପ୍ରାର୍ଥୀମାନେ ଏହି ନିଯୁକ୍ତି…

ଜୁଲାଇ ୯ରେ ହେବ PGT ପଦର ସାର୍ଟିଫିକେଟ ଯାଞ୍ଚ: ତାରିଖ ଘୋଷଣା କଲା OPSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଗ୍ରୁପ-ବିର ପୋଷ୍ଟ ଗ୍ରାଜୁଏଟ ଟିଚର (ପିଜିଟି) ପଦର ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଆସନ୍ତା ୯ ତାରିଖରେ ୨୬ ଜଣ…

CTET ଆଡମିଟ୍ କାର୍ଡ ଜାରି କଲା CBSE: ଏହିପରି କରନ୍ତୁ ଡାଉନଲୋଡ୍

ନୂଆଦିଲ୍ଲୀ : କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି) ର ଜୁଲାଇ ୨୦୨୪ ଅଧିବେଶନ ଜୁଲାଇ ୭ ରବିବାର ଦିନ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ୱାରା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।…

ଓଡ଼ିଶାର ପ୍ରାର୍ଥୀଙ୍କ ପାଇଁ ବାହାରିଲା ବ୍ୟାଙ୍କ ଚାକିରି: ପ୍ରକାଶ ପାଇଲା ବିଜ୍ଞପ୍ତି, ଜୁଲାଇ ୧୬ ପୂର୍ବରୁ ଆବେଦନ କରନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ୟାଙ୍କ ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ପୁଣି ଏକ ବଡ଼ ସୁଯୋଗ । ୟୁନାଇଟେଡ କମର୍ସିଆଲ ବ୍ୟାଙ୍କ ଲିମିଟେଡ (ୟୁକୋ) ବ୍ୟାଙ୍କ ପକ୍ଷରୁ ୫୪୪ଟି ପଦ ପୂରଣ ନିମନ୍ତେ…

ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ପାଇଁ ଆଜି ପଞ୍ଜୀକରଣର ଶେଷ ତାରିଖ, ଜାଣନ୍ତୁ କେବେ ହେବ ପରୀକ୍ଷା ?

ଭୁବନେଶ୍ୱର : ଚଳିତ ବର୍ଷର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ନିମନ୍ତେ ତାରିଖ ଚୂଡ଼ାନ୍ତ ହୋଇଛି। ଆସନ୍ତା ଅଗଷ୍ଟ ୯ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ। ଉକ୍ତ ଦିନ ସକାଳ ୯ଟାରୁ ପୂର୍ବାହ୍ନ ସାଢେ ୧୧ଟା…

OSSSC ପକ୍ଷରୁ ସୂଚନା: ଫାର୍ମାସିଷ୍ଟ ଓ MHW (ପୁରୁଷ) ପଦର ଲିଖିତ ପରୀକ୍ଷା ତାରିଖ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଅଗଷ୍ଟ ମାସ ୩ ତାରିଖ (ଶନିବାର) ଦିନ ଫାର୍ମାସିଷ୍ଟ ଓ ମଲ୍ଟିପର୍ପୋଜ ସ୍ୱାସ୍ଥ୍ୟ କର୍ମୀ (ପୁରୁ) ପଦ ପାଇଁ ଲିଖିତ ପରୀକ୍ଷା ଆୟୋଜିତ ହେବ । ମିଳତ ନିଯୁକ୍ତି ପରୀକ୍ଷା-୨୦୨୩ (୩)…

ଆପଣ ବିଦେଶରେ ପଢିବାକୁ ଚାହାନ୍ତି! କେମିତି କରିବେ ଷ୍ଟୁଡେଣ୍ଟ ଭିସା….

ଓଡିଶା ଭାସ୍କର: ପ୍ରତିବର୍ଷ ଭାରତରୁ ତଥା ଓଡିଶାରୁ ଅନେକ ଛାତ୍ରଛାତ୍ରୀ ଡିଗ୍ରୀ ପାଇଁ ବିଦେଶ ଯାଆନ୍ତି । ବିଦେଶରେ ପଢିବାକୁ ହେଲେ ଯେଉଁ ଜିନିଷର ସର୍ବାଧିକ ଆବଶ୍ୟକତା ଥାଏ, ତାହା ହେଉଛି ଭିସା । ବିନା ଭିସାରେ ଜଣେ…

ରାଜ୍ୟ ସରକାରଙ୍କ ତରଫରୁ ପୁଣି ନିଯୁକ୍ତି ସୁଯୋଗ: ଖାଲି ହେଲା କନିଷ୍ଠ କିରାଣୀ, କନିଷ୍ଠ ଟାଇପିଷ୍ଟ ଓ ଷ୍ଟେନୋଗ୍ରାଫର ପଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ରାଜ୍ୟର ବିଭିନ୍ନ ଜିଲ୍ଲା ଜଜ୍ କାର୍ଯ୍ୟାଳୟ ତରଫରୁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପୁଣି ଆସିଛି ଏକ ବଡ଼ ସୁଯୋଗ । ଜୁନିୟର କ୍ଲର୍କ-କମ-କପିଇଷ୍ଟ, ଜୁନିୟର…