Browsing Category
ନିଯୁକ୍ତି
ମିଳିତ ମେଡିକାଲ ସେବା ପରୀକ୍ଷା ୨୦୨୪: ୮୨୭ଟି ପଦ ପୂରଣ ପାଇଁ UPSC ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
ନୂଆଦିଲ୍ଲୀ: ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ପକ୍ଷରୁ ଆସିଛି ଏକ ନିଯୁକ୍ତି ସୁଯୋଗ । ୮୨୭ଟି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସିଷ୍ଟାଣ୍ଟ ଡିଭିଜନାଲ ମେଡିକାଲ ଅଧିକାରୀ, ଜେନେରାଲ ଡ୍ୟୁଟି ମେଡିକାଲ…
OPSC ପକ୍ଷରୁ ଘୋଷଣା: ମେ ୫ରେ ହେବ ମୋଟର ଯାନ ଇନ୍ସପେକ୍ଟର ଲିଖିତ ପରୀକ୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମେ ମାସ ୫ ତାରିଖ (ରବିବାର) ଦିନ ମୋଟର ଯାନ ଇନ୍ସପେକ୍ଟର / ଅତିରିକ୍ତ ଆରଟିଓ (ଏନଫୋର୍ସମେଣ୍ଟ) / ଆସିଷ୍ଟାଣ୍ଟ ୱାର୍କସ ଇଞ୍ଜିନିୟର ପଦର ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ଏହି…
ସରକାରୀ ଭର୍ତ୍ତି ପରୀକ୍ଷା ପାଇଁ ଲାଇଫ-ଟାଇମ ବ୍ୟାନ୍: ୩୩୦ ପ୍ରାର୍ଥୀଙ୍କ ତାଲିକା ଜାରି
ନୂଆଦିଲ୍ଲୀ: ସରକାରୀ ଚାକିରି ପାଇବା ପାଇଁ ଦେଶର ପ୍ରତ୍ୟେକଟି ଯୁବକ-ଯୁବତୀ ଇଚ୍ଛା କରିଥାନ୍ତି । ଅନେକ ଲୋକ କଠିନ ପରିଶ୍ରମ ପରେ ମଧ୍ୟ ଏହାକୁ ହାସଲ କରିବାରେ ବିଫଳ ହେଉଛନ୍ତି । କିଛି ପ୍ରାର୍ଥୀ ବାରମ୍ବାର ଚେଷ୍ଟା ପରେ…
ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା: ଅନଲାଇନ୍ ଆପ୍ଲିକେସନ ଫର୍ମ ଦାଖଲର ସମସ୍ୟା ଦୂର ପାଇଁ ଆରମ୍ଭ ହେଲା କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା (ସିଟିଏସଆରଇ)- ୨୦୨୪ ପାଇଁ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ମାର୍ଚ୍ଚ ୧୪ରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଗ୍ରୁପ-ବି…
SSC CHSL 2024: ୩୭୧୨ ପଦବୀ ପାଇଁ ରେଜିଷ୍ଟ୍ରେସନ୍ ଆରମ୍ଭ, ssc.gov.inରେ ଜାଣନ୍ତୁ ଆବେଦନ ପଦ୍ଧତି, ଯୋଗ୍ୟତା, ଫିସ୍ ସହିତ ସମ୍ପୂର୍ଣ୍ଣ…
ନୂଆଦିଲ୍ଲୀ: କର୍ମଚାରୀ ଚୟନ ଆୟୋଗ (ଏସଏସସି) ବିଜ୍ଞପ୍ତି ଜାରି କରିବା ପରେ ମିଳିତ ଉଚ୍ଚ ମାଧ୍ୟମିକ ସ୍ତର ପରୀକ୍ଷା (SSC CHSL 2024 ) ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରାର୍ଥୀଙ୍କ ପାଇଁ ଏସଏସସି ସିଏଚଏସଏଲ…
OSSC ପକ୍ଷରୁ ଘୋଷଣା: କନିଷ୍ଠ କିରାଣୀ, ଜୁନିୟର ଟାଇପିଷ୍ଟ, DEO ମୁଖ୍ୟ ଲିଖିତ ପରୀକ୍ଷାର ପ୍ରଶ୍ନପତ୍ର ପ୍ୟାଟର୍ଣ୍ଣ ବଦଳିଲା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ବର୍ଷ ନଭେମ୍ବର ମାସ ୧୦ ତାରିଖରେ ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଷ୍ଟେନୋଗ୍ରାଫର, ଜୁନିୟର ଗ୍ରେଡ ଷ୍ଟେନୋଗ୍ରାଫର, ଜୁନିୟର ଗ୍ରେଡ୍ ଟାଇପିଷ୍ଟ, ଜୁନିୟର ଟାଇପିଷ୍ଟ,…
NEET UG ପାଇଁ ଆବେଦନ କରିବାକୁ ମିଳିବ ଆଉ ଏକ ସୁଯୋଗ: କାଲିଠୁ ଖୋଲିବ ଆପ୍ଲିକେସନ୍ ୱିଣ୍ଡୋ
ନୂଆଦିଲ୍ଲୀ: ନିଟ୍ ୟୁଜି ୨୦୨୪ ପାଇଁ ଅନେକ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବାରୁ ବଞ୍ଚିତ ହୋଇଛନ୍ତି । ତେଣୁ ସେମାନଙ୍କ ପାଇଁ ଆଉ ଏକ ବଡ଼ ସୁଯୋଗ ଆଣିଛି ନେସନାଲ ଟେଷ୍ଟିଙ୍ଗ ଏଜେନ୍ସି । ଆସନ୍ତାକାଲିଠାରୁ ପୁଣିଥରେ…
ଓଡ଼ିଶାରେ ବାହାରିଲା ବଡ଼ ନିଯୁକ୍ତି ସୁଯୋଗ: ଟ୍ରାଫିକ୍ କନଷ୍ଟେବଳ ପଦରେ ଚାକିରି ଚାହୁଁଥିଲେ ଏପରି କରନ୍ତୁ ଆବେଦନ
ଭୁବନେଶ୍ୱର: ଓଡ଼ିଶାରେ ବାହାରିଲା ବଡ଼ ନିଯୁକ୍ତି ସୁଯୋଗ । ଚାକିରି କରିବାକୁ ଅପେକ୍ଷା କରିଥିବା ଆଶାୟୀଙ୍କ ପାଇଁ ଆସିଛି ଖୁସି ଖବର । ଓଡିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଆଗ୍ରହୀ ପ୍ରାର୍ଥୀଙ୍କ ପାଇଁ ଟ୍ରାଫିକ…
କ୍ଲିନିକାଲ ସାଇକୋଲୋଜିଷ୍ଟ ପଦ ପାଇଁ OPSC ପକ୍ଷରୁ ଆରମ୍ଭ ହେଲା ଅନଲାଇନ୍ ଆବେଦନ ପ୍ରକ୍ରିୟା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ଡ୍ରଗ-ଦେ-ଆଡିକ୍ସନ ସେଣ୍ଟର (ଡିଏସି) ପାଇଁ ରାଜ୍ୟ ସେବାର ‘ଗ୍ରୁପ-ବି’ରେ କ୍ଲିନିକାଲ ସାଇକୋଲୋଜିଷ୍ଟ ପଦ ପୂରଣ ହେବ ।…
ଓଡ଼ିଶା ହାଇକୋର୍ଟ ଅନୁବାଦକ ପଦର ପ୍ରିଲିମ୍ସ ରେଜଲ୍ଟ ଘୋଷଣା: ଏପ୍ରିଲ ୨୦ରେ ହେବ ମୁଖ୍ୟ ଲିଖିତ ପରୀକ୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ୭ରେ ହୋଇଥିବା ଓଡ଼ିଶା ହାଇକୋର୍ଟର ଅନୁବାଦକ ପଦର ପ୍ରିଲିମିନାରୀ ପରୀକ୍ଷାର ରେଜଲ୍ଟ ଘୋଷଣା ହୋଇଛି । ମୋଟ ୭୯ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଆସନ୍ତା ୨୦ ତାରିଖରେ ଏହି ପଦ…