Browsing Category

ଶିକ୍ଷା

OSSC ଜାରି କଲା ନିଯୁକ୍ତି କ୍ୟାଲେଣ୍ଡର: ଜୁନ୍ ମାସରେ ହେବାକୁ ଥିବା ସମସ୍ତ ପରୀକ୍ଷା ତାରିଖ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜୁନ ମାସ ପାଇଁ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ତରଫରୁ ନିଯୁକ୍ତି କ୍ୟାଲେଣ୍ଡର ଜାରି କରାଯାଇଛି । ଜୁନ ମାସରେ କେଉଁ ସବୁ ପଦର ପରୀକ୍ଷା କେଉଁ ତାରିଖରେ ଅନୁଷ୍ଠିତ ହେବା ତା’ର ଏକ…

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା: ମେ ୨୬ରେ ପ୍ରକାଶ ପାଇବ ଯୁକ୍ତଦୁଇ ରେଜଲ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବ ଯୁକ୍ତଦୁଇ ରେଜଲ୍ଟ । ସେହିଦିନ ଅପରାହ୍ଣ ସମୟରେ ଫଳାଫଳ ପ୍ରକାଶ କରାଯିବ । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାର ରେଜଲ୍ଟ ପ୍ରକାଶ…

ଓଡ଼ିଶା ହାଇକୋର୍ଟ ପକ୍ଷରୁ ପୁଣି ନିଯୁକ୍ତି: ଜୁନିୟର ଷ୍ଟେନୋଗ୍ରାଫର ପଦ ପାଇଁ ଆରମ୍ଭ ହେଲା ଆବେଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟ ତରଫରୁ ଆସିଛି ଏକ ନିଯୁକ୍ତି ସୁଯୋଗ । ପୂର୍ବରୁ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଏବେ ଜୁନିୟର ଷ୍ଟେନୋଗ୍ରାଫର ପଦ ପାଇଁ…

ସିବିଏସଇ ବଦଳାଇଲା ପରୀକ୍ଷା ପାଟର୍ନ: ୨୦୨୫ରୁ ହେବ ଲାଗୁ, ଏଣିକି ଘୋଷି ଘୋଷି ଦେଇପାରିବେନି ଏଗ୍‌ଜାମ୍

ନୂଆଦିଲ୍ଲୀ (ସିବିଏସ୍ଇ ବୋର୍ଡ ପରୀକ୍ଷା ପାଟର୍ନ) : ସିବିଏସଇ ବୋର୍ଡ ପରୀକ୍ଷାରେ ବଡ଼ ପରିବର୍ତ୍ତନ କରାଯାଉଛି । ୨୦୨୫ ବର୍ଷର ସିବିଏସଇ ବୋର୍ଡ ପରୀକ୍ଷାରୁ ଏହା କାର୍ଯ୍ୟକାରୀ ହେବ । ପ୍ରଶ୍ନର ଫର୍ମାଟରୁ ମୂଲ୍ୟାଙ୍କନ…

ଓଡ଼ିଶା ହାଇକୋର୍ଟରେ ASO ନିଯୁକ୍ତି: ଆରମ୍ଭ ହେଲା ଅନଲାଇନ୍ ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟ ତରଫରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ପଦରେ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଏଥିପାଇଁ ମେ ୨୦ରୁ ଅନଲାଇନ୍ ଆବେଦନ…

ଖରା ପାଇଁ ସ୍କୁଲ ଛୁଟି: ଜୁନ୍ ୩୦ ଯାଏଁ ରାଜଧାନୀରେ ଗ୍ରୀଷ୍ମପ୍ରବାହ ଯୋଗୁଁ ଛୁଟି ଘୋଷଣା

ନୂଆଦିଲ୍ଲୀ: ସାରା ଦେଶରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି । ବିଭିନ୍ନ ରାଜ୍ୟରେ ତାପମାତ୍ରା ବୃଦ୍ଧି ଯୋଗୁଁ ଛଟପଟ ହେଉଛନ୍ତି ସାଧାରଣ ଲୋକେ । ତେବେ ଏହି ହିଟୱେଭକୁ ନଜରରେ ରଖି ସ୍କୁଲ ଛୁଟି ପାଇଁ ଘୋଷଣା କରାଯାଇଛି…

ଏଣିକି ବର୍ଷକୁ ୨ ଥର ବୋର୍ଡ ପରୀକ୍ଷା ଦେବେ ମାଟ୍ରିକ ପିଲା: ୨୦୨୫ରୁ ଦ୍ୱାଦଶ ପିଲା ବି ହେବେ ସାମିଲ

ନୂଆଦିଲ୍ଲୀ: ଦେଶରେ ମାଟ୍ରିକ ଏବଂ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପରୀକ୍ଷା ପ୍ରଣାଳୀରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଆସନ୍ତାବର୍ଷରୁ ମାଟ୍ରିକ ପିଲାଙ୍କ ପାଇଁ ବାର୍ଷିକ ୨ ଥର ବୋର୍ଡ ପରୀକ୍ଷା ଅନୁଷ୍ଠିତ…

BECILରେ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ସୁଯୋଗ, ୬୦ ହଜାର ମାସିକ ଦରମା, ଜାଣନ୍ତୁ ଡିଟେଲ୍ସ

ଓଡ଼ିଶା ଭାସ୍କର: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ବ୍ରଡକାଷ୍ଟ୍ ଇଂଜିନିୟରିଂ କନସଲଟାଣ୍ଟ୍ ଇଣ୍ଡିଆ ଲିମିଟେଡ(BECIL) ଏହାର ୧୫ଟି ପଦବୀ ପୁରଣ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନ ଆହ୍ୱାନ କରିଛି…

ଓଡ଼ିଶା ହାଇକୋର୍ଟରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ଲକ୍ଷେ ଟଙ୍କା ଉପରେ ଦରମା

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟରେ ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଓଡ଼ିଶା ହାଇକୋର୍ଟର ଅଫିସିଆଲ୍ ୱେବ୍‌ସାଇଟ୍‌ https://orissahighcourt.nic.in / କୁ ଯାଇ…

CTSRE-2023: JE (ସିଭିଲ) ଓ JE (ମେକାନିକାଲ) ପ୍ରିଲିମିନାରୀ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଏକ ଅପଡେଟ୍ ଆସିଛି । ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା (ସିଟିଏସଆରଇ) -୨୦୨୩ର ଜେଇ (ସିଭିଲ) ଓ…