Browsing Category

ଶିକ୍ଷା

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆଜିଠୁ ଆବେଦନ ପ୍ରକ୍ରିୟା ଆରମ୍ଭ, ଜାଣନ୍ତୁ କିପରି କରିବେ ଆପ୍ଲାଏ ?

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି । ଆବେଦନ ପ୍ରକ୍ରିୟା ନଭେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଶିକ୍ଷା ବିଭାଗ ସହ ଜଡିତ ବ୍ୟକ୍ତିବିଶେଷ ଓ…

NTAର ଘୋଷଣା: ୨୦୨୪-୨୫ ଶିକ୍ଷାବର୍ଷରେ ଦୁଇ ଥର ହେବ JEE Main, ହ୍ରାସ ପାଇଲା ଛାତ୍ରଛାତ୍ରୀଙ୍କ ଆବେଦନ ଫିସ୍

ନୂଆଦିଲ୍ଲୀ: ଆସନ୍ତା ଶିକ୍ଷାବର୍ଷ ୨୦୨୪-୨୫ରେ ୨ ଥର ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ ମେନ) ଅନୁଷ୍ଠିତ ହେବ । ଜାନୁଆରୀ ୨୪ରୁ ଫେବୃଆରୀ ୧ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ହେବ । ସେଥିରେ ଓଡ଼ିଆ, ଇଂରାଜୀ,…

Professor of Practice ପାଇଁ UGCର ନୂଆ ଗାଇଡଲାଇନ୍: NET, Ph.D ଜରୁରୀ ନୁହେଁ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ପ୍ରଫେସର ଅଫ୍ ପ୍ରାକ୍ଟିସ (ପିଓପି) ସଂଖ୍ୟା ବଢ଼ାଇବା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ସେଥିପାଇଁ…

OSSSCର ସୂଚନା: PEO, କନିଷ୍ଠ ସହାୟକ ପରୀକ୍ଷା ତାରିଖ ପରିବର୍ତ୍ତନ ପାଇଁ ଛାତ୍ରଛାତ୍ରୀ ଆବେଦନ କରିପାରିବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ବିଜ୍ଞାପନ ଜାରି କରାଯାଇଥିଲା । ତେବେ ଆଗକୁ କିଛି ପଦ ପାଇଁ ପ୍ରିଲିମିନାରୀ ପରୀକ୍ଷା, ମୁଖ୍ୟ ପରୀକ୍ଷା ଓ…

ରାଜ୍ୟରେ ୨୦ ହଜାର କନିଷ୍ଠ ଶିକ୍ଷକଙ୍କ ନିଯୁକ୍ତି ପାଇଁ ଆଜିଠୁ କମ୍ପ୍ୟୁଟର ଆଧାରିତ ପରୀକ୍ଷା

ଭୁବନେଶ୍ୱର : ରାଜ୍ୟରେ ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଆଜିଠାରୁ କମ୍ପ୍ୟୁଟର ଆଧାରିତ ପରୀକ୍ଷା ହେବ । ଆଶାୟୀମାନେ କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ୍‌ (ସିବିଟି) ଦେବେ। ଏଥିନିମନ୍ତେ ୩୦ ଜିଲାର ୫୮ଟି ପରୀକ୍ଷା…

ଭାରତ ଓ ୟୁଏଇ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ: ଏହା ଦ୍ଵାରା ଦେଶର ଉଚ୍ଚ ଶିକ୍ଷା କ୍ଷେତ୍ରରେ ଶିକ୍ଷା ଏବଂ ଗବେଷଣା ସହଯୋଗ ସହ ଛାତ୍ରଛାତ୍ରୀଙ୍କୁ…

ତିନିଦିନିଆ ୟୁଏଇ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୟୁଏଇର ବୈଦେଶିକ ବ୍ୟାପାର ମନ୍ତ୍ରୀ, ଶିକ୍ଷା ରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିବା ସହ ଆବୁଧାବୀର ଗ୍ଲୋବାଲ…

ରାଜ୍ୟରେ ୨୦ ହଜାର କନିଷ୍ଠ ଶିକ୍ଷକଙ୍କ ନିଯୁକ୍ତି ପାଇଁ ଆସନ୍ତାକାଲିଠାରୁ ଆରମ୍ଭ ହେବ କମ୍ପ୍ୟୁଟର ଆଧାରିତ ପରୀକ୍ଷା

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ଅଶ୍ୱସ୍ତି ଏସ୍‍ଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ରାଜ୍ୟରେ ୨୦ ହଜାର କନିଷ୍ଠ ଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛତା…

OSSC ଜାରି କଲା ନିଯୁକ୍ତି କ୍ୟାଲେଣ୍ଡର: ନଭେମ୍ବର ଓ ଡିସେମ୍ବର ମାସର ପରୀକ୍ଷା ତାରିଖ ଘୋଷଣା

ବର୍ତ୍ତମାନ ସମୟରେ ଚାକିରି ସମସ୍ତଙ୍କର ଦରକାର । ବିଶେଷ କରି ସରକାରୀ ଚାକିରି କରିବା ଆଜିକାଲି ଅଧିକାଂଶ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ସ୍ୱପ୍ନ ପାଲଟି ଯାଇଛି । ସରକାରୀ ଚାକିରି କରିବା ପାଇଁ ଅନେକ ପିଲା ରାତିଦିନ…

ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ସୁଯୋଗ: ASO ପଦ ପୂରଣ ପାଇଁ ଜାରି ହେଲା ବିଜ୍ଞପ୍ତି

ଚାକିରି ଖୋଜୁଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଓଡ଼ିଶା ହାଇକୋର୍ଟରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ପଦ ପୂରଣ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଏଥିପାଇଁ ନଭେମ୍ବର ମାସ ୨ ତାରିଖରୁ…

ରାଜ୍ୟର ମାଧ୍ୟମିକ ଏବଂ ପ୍ରାଥମିକ ଶିକ୍ଷକଙ୍କର ବଦଳି ଆବେଦନ ପ୍ରକ୍ରିୟା ଅନ୍‍ଲାଇନରେ ଆରମ୍ଭ, ଜାଣନ୍ତୁ କିପରି କରିବେ

ଭୁବନେଶ୍ୱର: ମାଧ୍ୟମିକ ଏବଂ ପ୍ରାଥମିକ ଶିକ୍ଷକଙ୍କର ବଦଳି ପ୍ରକ୍ରିୟା ଆରମ୍ଭ ହୋଇଛି । smeuas.odisha.gov.in ଅନ୍‍ଲାଇନ୍‍ ପୋର୍ଟାଲରେ ବଦଳି ପାଇଁ ଇଚ୍ଛୁକ ଶିକ୍ଷକ ଶିକ୍ଷୟିତ୍ରୀ ଆବେଦନ କରିପାରିବେ । ଏହି…