Browsing Category

ଶିକ୍ଷା

ଖୁସିଖବର! ଏବେ ଛାତ୍ରଛାତ୍ରୀଙ୍କୁ ବିନା ଗ୍ୟାରେଣ୍ଟିରେ ମିଳିବ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏଜୁକେସନ୍ ଲୋନ୍

ନୂଆଦିଲ୍ଲୀ: ଭବିଷ୍ୟତରେ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ବିନା ଗ୍ୟାରେଣ୍ଟିରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ନେଇପାରିବେ । କେନ୍ଦ୍ର ସରକାର ଖୁବଶୀଘ୍ର ଏଜୁକେସନ୍ ଲୋନର ଗ୍ୟାରେଣ୍ଟି ସୀମାକୁ ୭.୫ ଲକ୍ଷ…

କର୍ଣ୍ଣାଟକରେ ହିଜାବ ଉପରେ ନିଷେଧ ଜାରି ରହିବ, ସୁପ୍ରିମକୋର୍ଟଙ୍କ ଚୂଡାନ୍ତ ରାୟକୁ ଅପେକ୍ଷା

ନୂଆଦିଲ୍ଲୀ: ହିଜାବ ମାମଲାକୁ ନେଇ ସୁପ୍ରିମକୋର୍ଟ କୌଣସି ନିଷ୍କର୍ସରେ ପହଞ୍ଚି ପାରି ନାହାନ୍ତି। ବିଚାରପତିଙ୍କ ମଧ୍ୟରେ ରାୟକୁ ନେଇ ତାଳମେଳ ରହିନାହିଁ। ଦୁଇ ବିଚାରପତିଙ୍କ ରାୟ ଭିନ୍ନ ଭିନ୍ନ ହେବାରୁ ମାମଲା…

Junior Assistant Job: ବାହାରିଲା ୧୧୯ଟି ପଦବୀ, ଅନଲାଇନ ଆବେଦନ ଆରମ୍ଭ ହୋଇଗଲାଣି

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ୧୧୯ଟି ଡେପୁଟି ଜୁନିୟର ଆସିଷ୍ଟାଷ୍ଟ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ…

ହିନ୍ଦୀ ଭାଷାରେ ମେଡିକାଲ ପାଠ ପଢିବେ ଛାତ୍ରଛାତ୍ରୀ : ଯୋଜନାର ଶୁଭାରମ୍ଭ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ:ଛାତ୍ର ଛାତ୍ରରୀଙ୍କ ପାଇଁ ଆସିଲା ଖୁସି ଖବର । ଏଣିକି ଇଂରାଜୀ ନୁହେଁ ବରଂ ରାଷ୍ଟ୍ରଭାଷା ଅର୍ଥାତ ହିନ୍ଦୀରେ ହେବ MBBS ପାଠପଢା । ଯାହାକୁ ନେଇ ଛାତ୍ର ଛାତ୍ରୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ…

IAF Agniveer Recruitment: ନଭେମ୍ବରରେ ରେଜିଷ୍ଟ୍ରେସନ, ଜାନୁଆରୀରେ ପରୀକ୍ଷା, ମହିଳାଙ୍କୁ ସୁଯୋଗ

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ମାସରୁ ବାୟୁସେନାରେ ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ । ଆସନ୍ତାମାସରୁ ଆଶାୟୀ ପ୍ରାର୍ଥୀମାନେ ବାୟୁସେନାରେ ନିଜ ନିଜର ରେଜିଷ୍ଟ୍ରେସନ ଆରମ୍ଭ କରିବେ । ନଭେମ୍ବର ପ୍ରଥମ ପ୍ରଥମ…

କୃଷି ବୈଜ୍ଞାନିକ ନିଯୁକ୍ତି ବୋର୍ଡ ପକ୍ଷରୁ ବାହାରିଲା ୩୪୯ଟି ପଦବୀ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । କୃଷି ବୈଜ୍ଞାନିକ ନିଯୁକ୍ତି ବୋର୍ଡ (ଏସଆରବି) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଇଚ୍ଛୁକ ଛାତ୍ରଛାତ୍ରୀମାନେ ତଳେ…

ପୋଷ୍ଟାଲରେ ଦଶମ ପାସ କରିଥିବା ପ୍ରାର୍ଥୀଙ୍କ ପାଇଁ ବାହାରିଲା ନିଯୁକ୍ତି: ୯୮୦୮୩ ପଦବୀ ପାଇଁ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ସରକାରୀ ଚାକିରି ଖୋଜିଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଖୁସିଖବର । ସଂଚାର ମନ୍ତ୍ରଣାଳୟ ବିଭାଗ ଅଧୀନ ଡାକ ବିଭାଗରେ ୯୮୦୮୩ ଖାଲି ପଦବି ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି । ଏଥି ମଧ୍ୟରୁ ୫୯୦୯୯ ପଦବି…

MSME Ministry Recruitment 2022: MSME ବାହାରିଲା ନିଯୁକ୍ତିର ସୁଯୋଗ ,ଶୀଘ୍ର କରନ୍ତୁ ଆବେଦନ

ନୂଆଦିଲ୍ଲୀ: ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ (ଏମଏସଏମଇ) ଇଞ୍ଜିନିୟର, ସିନିୟର ଇଞ୍ଜିନିୟର, ଷ୍ଟୋର ଅଫିସର, ସିନିୟର ଟେକ୍ନିସିଆନ (ଏମଏସଏମଇ ମନ୍ତ୍ରଣାଳୟ ନିଯୁକ୍ତି ୨୦୨୨) ପଦବୀ ପୂରଣ ପାଇଁ…

SBI PO :ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ନିଯୁକ୍ତିର ସୁଯୋଗ , ଶୀଘ୍ର କରନ୍ତୁ ଆବେଦନ

ନୂଆଦିଲ୍ଲୀ:ଏସବିଆଇ ପିଓ ପାଇଁ ଆବେଦନର ତାରିଖ ଆସନ୍ତା କାଲି ସମାପ୍ତି ହେବାକୁ ଯାଉଛି । ନିଯୁକ୍ତି ପାଇଁ ପଞ୍ଜୀକରଣ ଦିନ ବନ୍ଦ ଆସନ୍ତା କାଲି ହେବାକୁ ଯାଉଛି । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅକ୍ଟୋବର ୧୨, ୨୦୨୨ ରେ…

RMLIMSରେ ବାହାରିଲା ୫୦୦ରୁ ଅଧିକ ପଦବୀ

ଚାକିରି ଖୋଜୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ନିଯୁକ୍ତି ସୁଯୋଗ ଆସିଛି । ଡ. ରାମ ମନୋହର ଲୋହିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ (ଆରଏମଏଲଆଇଏମସ), ଲକ୍ଷେ୍ନø ପକ୍ଷରୁ ୫୩୪ଟି ପଦବୀ ବାହାରିଛି । ଇଚ୍ଛୁକ…