Browsing Category
ଶିକ୍ଷା
ସଫଳତାର ଶିଡ଼ି ଚଢ଼ିଲେ ଦୁଇ ଭଉଣୀ: ଜଣେ IASକୁ ଆଉ ଜଣେ IPS ଜାଣନ୍ତୁ ପୂରା କାହାଣୀ…
ଚେନ୍ନାଇ,୧୪ା୨: ୟୁପିଏସସି ସିଭିଲ ସର୍ଭିସେସ୍ ପରୀକ୍ଷା କେବଳ ଦେଶରେ ନୁହେଁ, ବିଶ୍ୱରେ ମଧ୍ୟ ସବୁଠାରୁ କଠିନ ପରୀକ୍ଷା ବୋଲି ବିବେଚନା କରାଯାଏ, କାରଣ ପ୍ରତିବର୍ଷ ଲକ୍ଷ ଲକ୍ଷ ପ୍ରାର୍ଥୀ ଏହି ପରୀକ୍ଷା ଦେଇଥାନ୍ତି…
ସିବିଏସଇ ବୋର୍ଡ ଦଶମ-ଦ୍ୱାଦଶ ପରୀକ୍ଷା କାଲିଠାରୁ ଆରମ୍ଭ, ଜାଣନ୍ତୁ ଡ୍ରେସ କୋଡ୍ ଏବଂ ଗାଇଡଲାଇନ୍
ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଅର୍ଥାତ୍ ସିବିଏସଇ ଆସନ୍ତାକାଲି ଅର୍ଥାତ୍ ୧୫ ଫେବୃଆରୀରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ଆରମ୍ଭ କରିବ । ପ୍ରଥମ ଦିନରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ…
ପରୀକ୍ଷା ସମୟରେ କ’ଣ ଖାଇଲେ ମନେରହିବ ଅଧିକ ପାଠ, ମାନନ୍ତୁ ନ୍ୟୁଟ୍ରିସନ ଏକ୍ସପର୍ଟସଙ୍କ ପରାମର୍ଶ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ ଏପିସୋଡରେ ଟପ୍ ନ୍ୟୁଟ୍ରିସନ ଏକ୍ସପର୍ଟସ ସ୍କୁଲ ଛାତ୍ରଙ୍କୁ ପର୍ଯ୍ୟାପ୍ତ ମାତ୍ରାରେ ଶୋଇବା, ଘରର ଖାଦ୍ୟ ଖାଇବା ଏବଂ ଚିନ୍ତାରୁ ଦୂରେଇ ରହିବା…
ଲିଖିତ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଅଷ୍ଟମ ଶ୍ରେଣୀ ପିଲା ଜାଣି ନାହାନ୍ତି ଫେଡାଣ ହରଣ
ଭୁବନେଶ୍ବର: ଅଷ୍ଟମ ଶ୍ରେଣୀ ପିଲା ଜାଣିନାହାନ୍ତି ଫେଡାଣ ଓ ହରଣ । ୬୮.୫ ପ୍ରତିଶତ ଫେଡ଼ାଣ ଓ ୪୫.୮ ପ୍ରତିଶତ ଛାତ୍ରଛାତ୍ରୀ ହରଣ ଜାଣିନାହାନ୍ତି । ଗୃହରେ ଲିଖିତ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।…
ବଦଳିଯିବ ଆପଣଙ୍କ ଭାଗ୍ୟ, ଡେରି ନ କରି କରନ୍ତୁ ଆବେଦନ, ଖବର ପଢ଼ି ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
ଓଡ଼ିଶା ଭାସ୍କର: ଇଣ୍ଡିଆନ୍ ଅଏଲ କର୍ପୋରେଶନ ଲିମିଟେଡ୍ (ଆଓସିଏଲ୍)ରେ ଚାକିରି କରିବାକୁ ଆଗ୍ରହୀଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । ଆଇଓସିଏଲର ଟେକନିକାଲ ଏବଂ ନନଟେକନିକାଲ ଅପରେଣ୍ଟସ୍ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ…
UPSC CSE 2025: ସିଭିଲ ସର୍ଭିସ ପରୀକ୍ଷା ପ୍ରକ୍ରିୟାରେ ବଡ଼ ପରିବର୍ତ୍ତନ କଲା UPSC, ଜାଣିବା ଜରୁରୀ
ନୂଆଦିଲ୍ଲୀ,୧୨ା୨: ସିଭିଲ ସର୍ଭିସ ପରୀକ୍ଷା (CSE) ୨୦୨୫ର ପ୍ରାଥମିକ ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟାରେ ୟୁନିୟନ ପବ୍ଲିକ ସର୍ଭିସ କମିଶନ (UPSC) ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ପ୍ରାର୍ଥୀଙ୍କ ବୈଷୟିକ…
SAILରେ ବିନା ସାକ୍ଷାତକାରରେ ନିଯୁକ୍ତି ସୁଯୋଗ, ୨ ଲକ୍ଷ ପର୍ଯ୍ୟନ୍ତ ମାସିକ ଦରମା
ନୂଆଦିଲ୍ଲୀ: ସରକାରୀ ଚାକିରୀ ଆଶାୟୀଙ୍କ ପାଇଁ ଖୁସି ଖବର । ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (ସେଲ୍)ରେ ମୋଟ ୧୨ ଟି ପଦବୀ ପାଇଁ ନିଯୁକ୍ତି ସୁଯୋଗ ବାହାରିଛି । ଏଥିପାଇଁ ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍…
Big Breaking: ପରୀକ୍ଷା ହବକୁ ଗଲା +୨ ପରୀକ୍ଷା ପ୍ରଶ୍ନପତ୍ର
ଭୁବନେଶ୍ୱର: ପରୀକ୍ଷା ହବକୁ ଗଲା +୨ ପରୀକ୍ଷା ପ୍ରଶ୍ନପତ୍ର। କଡ଼ାକଡ଼ି ସୁରକ୍ଷାରେ ଏହି ପ୍ରଶ୍ନପତ୍ରକୁ ହବକୁ ପଠାଯାଇଛି। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ଅଧୀନ ହବକୁ ପ୍ରଶ୍ନପତ୍ର ଯାଇଛି। ତେବେ ଚଳିତ ଥର ୨୦୫ଟି ପରୀକ୍ଷା ହବ…
JEE Main 2025 Result Out: ୧୪ ଜଣ ଛାତ୍ରଛାତ୍ରୀ ରଖିଲେ ୧୦୦ ପର୍ସେଣ୍ଟାଇଲ
ନୂଆଦିଲ୍ଲୀ: ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ ସେସନ-୧ । ଏଥିରେ ମୋଟ ୧୪ ଜଣ ୧୦୦ ପର୍ସେଣ୍ଟାଇଲ ରଖି କୃତକାର୍ଯ୍ୟ ହୋଇଛନ୍ତି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ରେଜଲ୍ଟ ଜାରି କରାଯାଇଛି ।
୧୪ ଜଣଙ୍କ…
India Post GDS Recruitment 2025: ଦଶମ ପାସଙ୍କ ପାଇଁ ବଡ଼ ସୁଯୋଗ, ଡାକ ବିଭାଗରେ ବାହାରିଲା 21 ହଜାର ପଦବୀ
ନୂଆଦିଲ୍ଲୀ: ଭାରତୀୟ ଡାକ ବିଭାଗ ବମ୍ପର ନିଯୁକ୍ତି ଘୋଷଣା କରିଛି । ଭାରତୀୟ ପୋଷ୍ଟ ଡାକ ବିଭାଗର ବିଭିନ୍ନ କାର୍ଯ୍ୟାଳୟରେ ଗ୍ରାମୀଣ ଡାକ ସେବକ ପଦବୀ ପାଇଁ ନିଯୁକ୍ତି ପାଇଁ ଏକ ବିଜ୍ଞପ୍ତି ଜାରି କରିଛି ।
ଇଣ୍ଡିଆ…