fbpx
Browsing Category

ଶିକ୍ଷା

ଆଗକୁ ଆସୁଛି ସିବିଏସଇ ବୋର୍ଡ ପରୀକ୍ଷା: ଛାତ୍ରଛାତ୍ରୀମାନେ ଅଧିକ ଟେନସନ୍ ନିଅନ୍ତୁନି, ଚାପମୁକ୍ତ ରହିବା ମସ୍ତିଷ୍କ ପାଇଁ ଭଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ପରୀକ୍ଷା । ଆସନ୍ତା ୧୫ରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ୱାରା ଦଶମ ଓ ଦ୍ୱାଦଶ ପରୀକ୍ଷା ଅନୁଷ୍ଠିତ ହେବ । ତେଣୁ ପରୀକ୍ଷା ସମୟରେ ଛାତ୍ରଛାତ୍ରୀମାନେ…

ଭିଟାଲ ଷ୍ଟାଟିଷ୍ଟିକ୍ସ ଆସିଷ୍ଟାଣ୍ଟ ପଦର ପ୍ରିଲିମିନାରୀ ପରୀକ୍ଷା ତାରିଖ ଘୋଷଣା: OSSC ପକ୍ଷରୁ ଜାରି ହେଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ନଭେମ୍ବର ମାସ ୧୮ ତାରିଖରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ୨୩୪ଟି ଭିଟାଲ ଷ୍ଟାଟିଷ୍ଟିକ୍ସ ଆସିଷ୍ଟାଣ୍ଟ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାପରେ…

Neet UG-2024 ପାଇଁ ଆଜିଠୁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ: Official Websiteରୁ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ପାତ୍ରତା ସହ ପରୀକ୍ଷା, ନିଟ୍ ୟୁଜି-୨୦୨୪ ପାଇଁ ଅପେକ୍ଷା କରି ରହିଥିବା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଏହି ପରୀକ୍ଷାରେ ସାମିଲ ହେବାକୁ ଚାହୁଁଥିବା ଇଚ୍ଛକ…

ପ୍ରକାଶ ପାଇଲା ବିଜ୍ଞପ୍ତି: OSSC ପକ୍ଷରୁ ନିଯୁକ୍ତି ପାଇବେ ଲାଇବ୍ରେରିଆନ, ଆସିଷ୍ଟାଣ୍ଟ ଆନାଲିଷ୍ଟ ଓ ପ୍ରାଇମେରୀ ଇନଭେଷ୍ଟିଗେଟର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ କିଛି ପଦ ପୂରଣ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ପ୍ରାର୍ଥୀଙ୍କୁ…

୭୧୬ ଜଣ ସହକାରୀ ଉପ-ବିଭାଗ ଅଧିକାରୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ସଚିବାଳୟ ସେବା କ୍ୟାଡରରେ ୭୧୬ ଜଣ ସହକାରୀ ଉପ-ବିଭାଗ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଯୁକ୍ତିପତ୍ର ପ୍ରଦାନ କରିବେ । ରାଜ୍ୟ ଗୃହ ବିଭାଗର ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଆଜି…

ସ୍କୁଲରେ ଛାତ୍ରଛାତ୍ରୀମାନେ ପଢିବେ ଭାଗବତ ଗୀତା: ବିଧାନସଭାରେ ପାରିତ ହେଲା ବିଲ୍

ଭୁବନେଶ୍ୱର: ଏଣିକି ସ୍କୁଲର ଛାତ୍ରଛାତ୍ରୀମାନଙ୍କ ପାଠ୍ୟକ୍ରମରେ ସାମିଲ ହେବ ଭାଗବତ ଗୀତା । ଆସନ୍ତା ଜୁନ ମାସରୁ ପିଲାମାନଙ୍କୁ ଭଗବତ ଗୀତାଜ୍ଞାନ ଦିଆଯିବ । ସରକାରୀ ସ୍କୁଲରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀର…

ବିଧାନସଭାରେ ଆଗତ ହେଲା ଅନ୍ତରୀଣ ବଜେଟ: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ମିଳିଲା ଅଧିକ ଅର୍ଥ, ଜାଣନ୍ତୁ ଡିଟେଲ୍ସ

ଭୁବନେଶ୍ୱର: ବିଧାନସଭାରେ ଆଗତ ହୋଇଛି ୨୦୨୪-୨୫ ଆର୍ଥିକ ବର୍ଷର ଅନ୍ତରୀଣ ବଜେଟ । ଏହି ବଜେଟକୁ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉପସ୍ଥାପନ କରିଛନ୍ତି । ତେବେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୫୫ ହଜାର କୋଟିର…

IDBI ବ୍ୟାଙ୍କ ପକ୍ଷରୁ ୫୦୦ ପଦରେ ନିଯୁକ୍ତି: ୨ ମାସର ଇଣ୍ଟର୍ଣ୍ଣଶିପ ପରେ ମିଳିବ ୫୩ ହଜାର ମାସିକ ବେତନ

ନୂଆଦିଲ୍ଲୀ: ବ୍ୟାଙ୍କିଂ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଇଚ୍ଛୁକ ଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆଇଡିବିଆଇ) ପକ୍ଷରୁ ୫୦୦ଟି ପଦ ପୂରଣ ପାଇଁ…

୧୫ତାରିଖ ଯାଏଁ ବଢ଼ିଲା ଇଗ୍ନୋ ନାମଲେଖା ଅବଧି

ଭୁବନେଶ୍ୱର: ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ନାମଲେଖା ଅବଧି ଆସନ୍ତା ୧୫ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅନ୍‍ଲାଇନ୍‍ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସ୍ନାତ୍ତକ, ସ୍ନାତ୍ତକୋତ୍ତର,…

OSSC ଜାରି କଲା ‘ଆଡମିସନ ଲେଟର’: CGL ଗ୍ରୁପ-ବି ଓ ଗ୍ରୁପ-ସି ପ୍ରାର୍ଥୀମାନେ ଡାଉନଲୋଡ୍ କରନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସସି) ପକ୍ଷରୁ ଅନେକ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । କିଛି ପଦ ପାଇଁ ଅନଲାଇନ୍ ଆବେଦନ ଚାଲିଥିବା ବେଳେ ଆଉ କିଛି ପଦ…