Browsing Category
ଶିକ୍ଷା
ଅଗଷ୍ଟ ୫ ତାରିଖ ସୁଦ୍ଧା ରାଜ୍ୟର ସ୍କୁଲ ପିଲାଙ୍କୁ ମିଳିବ ମାଗଣା ଜୋତା ଓ ପୋଷାକ, OSEPA ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍କୁଲ ପିଲାଙ୍କୁ ମିଳିବ ମାଗଣା ପୋଷାକ ଓ ଜୋତା । ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ଜଣେ ପିଲା ପିଛା ୪୦୦ ଟଙ୍କା ମୂଲ୍ୟର ଦୁଇ ହଳ ପୋଷାକ, ୨୦୦ ଟଙ୍କା ମୂଲ୍ୟର ହଳେ ଜୋତା ଓ ଦୁଇହଳ ମୋଜା ଯୋଗାଇ…
ଯୁକ୍ତ ଦୁଇରେ ୧୦୦ ପ୍ରତିଶତ ସିଲାବସ୍ ରହିବ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୨-୨୩ ଶିକ୍ଷାବର୍ଷରେ ଯୁକ୍ତ ଦୁଇରେ ୧୦୦ ପ୍ରତିଶତ ସିଲାବସ୍ ରହିବ । ଗତ ୨୦୧୯-୨୦ ଶିକ୍ଷାବର୍ଷ ପରି ଏଥିରେ ପ୍ରଶ୍ନପତ୍ର ଆସିବ । ୨୦୨୨ରେ ଫେଲ୍ ହୋଇଥିବା ଛାତ୍ରଛାତ୍ରୀମାନେ…
ବୁଧବାରଠୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମଲେଖା ପ୍ରକିୟା, ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ
ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍) : ଆସନ୍ତା ୨୦ ତାରିଖ ଅର୍ଥାତ୍ ବୁଧବାରଠୁ ଯୁକ୍ତ ଦୁଇ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆବେଦନପତ୍ର ଗ୍ରହଣ କରାଯିବ । ଏହା ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏ ନେଇ ସୂଚନା…
ପ୍ରକାଶ ପାଇଲା ICSE ୧୦ମ ରେଜଲ୍ଟ, ବାଜି ମାରିଲେ ଛାତ୍ରୀ, ଏମିତି କରନ୍ତୁ ରେଜଲ୍ଟ ଚେକ୍
ନୂଆଦିଲ୍ଲୀ: ପ୍ରକାଶ ପାଇଛି କାଉନସିଲ ଫର୍ ଦି ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ ଏଗଜାମିନେସନ(ICSE) ୧୦ମ ଫଳାଫଳ । ଛାତ୍ରଛାତ୍ରୀ ନିଜ ରୋଲ୍ ନମ୍ବର ସାହାଯ୍ୟରେ ନିଜର ରେଜଲ୍ଟ ଦେଖିପାରିବେ ତଥା ଡାଉନଲୋଡ କରିପାରିବେ ।…
ଆଜି ନିଟ୍ ପରୀକ୍ଷା: ଦେଶରେ ମୋଟ ୧୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ
ଭୁବନେଶ୍ୱର: ଆଜି ଆରମ୍ଭ ହେଉଛି ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ । ସାରା ଦେଶରୁ ମୋଟ ୧୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଆବେଦନ କରିଛନ୍ତି । ତେବେ ଏଥିମଧ୍ୟରୁ ଓଡିଶାରୁ ୧ଲକ୍ଷ ୩୦ ହଜାର…
ଆଜି ଆଇସିଏସ୍ଇ ଦଶମ ରେଜଲ୍ଟ, ୱେବସାଇଟ ଦେଖିପାରିବେ ଛାତ୍ରଛାତ୍ରୀ
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ରବିବାର ପ୍ରକାଶ ପାଇବ ଆଇସିଏସ୍ଇର ଦଶମ ଶ୍ରେଣୀ ପରୀକ୍ଷା ଫଳ । ଅପରାହ୍ନ ୫ଟାରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି । ଛାତ୍ରଛାତ୍ରୀମାନେ ରୋଲ ନମ୍ବର ଦେଇ…
CBSE ଦଶମ ଓ ଦ୍ୱାଦଶ ରେଜଲ୍ଟକୁ ନେଇ ଆସିଲା ବଡ଼ ଅପଡେଟ୍, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏନେଇ କ’ଣ କହିଲେ ଜାଣନ୍ତୁ
ନୂଆଦିଲ୍ଲୀ: ଚଳିତ ବର୍ଷ ପାଖାପାଖି ୩୫ ଲକ୍ଷ ପରୀକ୍ଷାର୍ଥୀ ସିବିଏସଇ ବୋର୍ଡ ପରୀକ୍ଷା ଦେଇଥିଲେ । ଏବେ ସମସ୍ତ ପରୀକ୍ଷାର୍ଥୀ ସିବିଏସଇ ୨୦୨୨ ଫଳାଫଳକୁ ଉତ୍ସୁକତାର ସହ ଚାହିଁ ରହିଛନ୍ତି । ପରୀକ୍ଷା ରେଜଲ୍ଟ ପ୍ରକାଶ…
+୨ ନାମଲେଖା ପାଇଁ କେବେଠୁ ଆରମ୍ଭ ହେବ ଆବେଦନ? ତାରିଖ ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ +୨ ନାମଲେଖା ପାଇଁ ଆଜି ତାରିଖ ଘୋଷଣା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମନ୍ତ୍ରୀଙ୍କ କହିବା ମୁତାବକ, ଜୁଲାଇ ୨୦ରୁ ଅଗଷ୍ଟ ୧୦ ଯାଏଁ…
ବିଶ୍ବବିଦ୍ୟାଳୟ, କଲେଜକୁ ମିଶାଇ ୧୧ଟି ବର୍ଗରେ ପ୍ରକାଶ ପାଇଲା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ରାଙ୍କିଂ-୨୦୨୨
ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରୀୟ ଶିକ୍ଷା ସଂସ୍ଥାନମାନଙ୍କର ର଼୍ୟାଙ୍କିଙ୍ଗ ଫ୍ରମୱାର୍କ କିମ୍ବା NIRF Ranking ଜାରି କରିଛନ୍ତି। ଏଥିରେ ଦେଶର ଅନେକ ବର୍ଗରେ ଶୀର୍ଷ…
ଓସିଏସ-୨୦୨୧ ପ୍ରିଲିମ୍ ପରୀକ୍ଷାରୁ ବଞ୍ଚିତ ହେବେ ୭୦୩୯ ପ୍ରାର୍ଥୀ, ଆବେଦନ ବାତିଲ୍ କଲା ଓପିଏସସି
ନୂଆଦିଲ୍ଲୀ: ଓଡ଼ିଶା ଲୋକସଭା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା (ଓସିଏସ) ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ ପାଇଛି । ଓସିଏସ-୨୦୨୧ର ବିଜ୍ଞପ୍ତି ନଂ ୬୨୭୬ ପାଇଁ ଆବେଦନ…