Browsing Category

ଶିକ୍ଷା

CBSE ପକ୍ଷରୁ ଜାରି ହେଲା Central Scholarship Scheme, ସମସ୍ତ କଲେଜ ଓ ୟୁନିଭରସିଟି ଛାତ୍ରଛାତ୍ରୀ କରିପାରିବେ ଆବେଦନ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ ସେଣ୍ଟ୍ରାଲ ସେକ୍ଟର ସ୍କିମ୍ ଅଫ୍ ସ୍କଲାରସିପ୍ (ସିଏସଏସସ) ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ।  କଲେଜ ଓ ୟୁନିଭରସିଟି ଛାତ୍ରଛାତ୍ରୀମାନେ…

MidDay Mealରେ ମିଳୁଛି କ୍ଷୀର,ଫଳ,ସାଲାଡ୍ ,ମଟର ପନୀର:ଫଟୋ ଭାଇରଲ ହେବା ପରେ ଚର୍ଚ୍ଚାରେ ଏହି ସ୍କୁଲ

ଉତ୍ତରପ୍ରଦେଶ:ଆପଣ ସରକାରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ବିଷୟରେ ନିହାତି ଶୁଣିଥିବେ । ପିଲାମାନଙ୍କୁ ଶିକ୍ଷା ସହ ଯୋଡିବା ପାଇଁ ଏହା ଏକ ମାଧ୍ୟମ କହିଲେ ଭୁଲ ହେବ ନାହିଁ । ତେବେ ଖାଦ୍ୟରେ ମୁଖ୍ୟତଃ ଅଣ୍ଡା ସୋୟାବିନ ନଚେତ…

କେବଳ ୫୦୦୦ ଟଙ୍କା ଦେଇ ଡାକ ବିଭାଗର ଏକ ଫ୍ରାଞ୍ଚାଇଜ୍ ନିଅନ୍ତୁ, ହେବ ବଢିଆ ରୋଜଗାର

ନୂଆଦିଲ୍ଲୀ: ସାରା ଭାରତରେ ୩ ଲକ୍ଷରୁ ଅଧିକ ଡାକଘର ଅଛି। ଏହି ଡାକଘରଗୁଡ଼ିକ କେବଳ ଚିଠି କିମ୍ବା ପାର୍ସଲ ବିତରଣର କାର୍ଯ୍ୟ କରନ୍ତି ନାହିଁ, ବରଂ ସଞ୍ଚୟ ଯୋଜନା ଏବଂ ବୀମା ପରି ଆର୍ଥିକ ସେବା ମଧ୍ୟ ପ୍ରଦାନ କରନ୍ତି।…

ହିନ୍ଦି ଓ ସଂସ୍କୃତ ତୃତୀୟ ଭାଷା ମନଇଚ୍ଛା ପରିବର୍ତ୍ତନ କରିପାରିବେ ନାହିଁ ମାଟ୍ରିକ ପରୀକ୍ଷାର୍ଥୀ, ବୋର୍ଡର ବଡ଼ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ମାଟ୍ରିକ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଏଣିକି ମାଟ୍ରିକ ପିଲାମାନେ ମନଇଚ୍ଛା ସେମାନଙ୍କର ତୃତୀୟ ଭାଷା ବିଷୟ ପରିବର୍ତ୍ତନ କରିପାରିବେ ନାହିଁ ।…

SVNIRTARରେ ପୁଣି ବାହାରିଲା ଅନେକ ପଦବୀ, ଓଡ଼ିଶାର ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

ଚାକିରି ଅନ୍ୱେଷଣରେ ଥିବା ବେକାର ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । କଟକ ସ୍ଥିତ ସ୍ୱାମୀ ବିବେକାନନ୍ଦ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ରିହାବିଲିଟେସନ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ (ଏସଭିନିରତାର)…

ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ନୂତନ କୁଳପତି ଭାବରେ ନିଯୁକ୍ତି ହେଲେ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା

ଭୁବନେଶ୍ୱର : ଓଡିଶା ୟୁନିଭର୍ସିଟି ଆକ୍ଟ ୧୯୮୯ ର ଧାରା ୬ ର ସବ୍ ସେକ୍ସନ୍ ୭ ରେ ଦିଆ ଯାଇଥିବା କ୍ଷମତା ପ୍ରୟୋଗରେ ମାନ୍ୟବର ରାଜ୍ୟପାଳ ଓଡ଼ିଶା ପ୍ରଫେସର ଗଣେଶ ଲାଲ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡାଙ୍କୁ ଜଗନ୍ନାଥ…

BSFରେ ବାହାରିଲା ବମ୍ପର ଚାକିରିର ସୁଯୋଗ,ଶୀଘ୍ର କରନ୍ତୁ ଆବେଦନ…

ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ, ଯେଉଁମାନେ ଯୁବକମାନେ ଅପେକ୍ଷା କରିଛନ୍ତି, ତାଙ୍କ ମାନଙ୍କ ପାଇଁ ଖୁସି ଖବର । ସୀମା ସୁରକ୍ଷା ବଳରେ ବମ୍ପର ଚାକିରି ର…

Indian Armyରେ ଭର୍ତ୍ତି ହେବାକୁ ଚାହୁଁଛନ୍ତି କି? ଦରମା ୬୩୨୦୦ ଟଙ୍କା, ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ : ଭାରତୀୟ ସେନାରେ ଯୋଗ ଦେବା ଏବଂ ଦେଶ ସେବା କରିବା ଦିଗରେ ଅଗ୍ନିପଥ ଯୋଜନା ଯୁବକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି । ଏହାରି ମଧ୍ୟରେ ଭାରତୀୟ ସେନା ବାହିନୀରେ ଜବରଦସ୍ତ ଖାଲି ପଦବି ନେଇ ଘୋଷଣା…

ଆଜିଠୁ ସ୍ପେଶାଲ OJEE

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠୁ ଆରମ୍ଭ ହେବ ସ୍ପେଶାଲ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) । ସେପ୍ଟେମ୍ବର ୩, ୪ ଓ ୭ ତାରିଖରେ ପରୀକ୍ଷା ହେବ । ଏହି ପରୀକ୍ଷା କମ୍ପ୍ୟୁଟର ବେସଡ ଟେଷ୍ଟ (ସିବିଟି) ମୋଡ଼ରେ…

FCIରେ ବାହାରିଲା ୫୧୪୩ଟି ପଦବୀ, ସମସ୍ତ ରାଜ୍ୟର ପ୍ରାର୍ଥୀଙ୍କ ପାଇଁ ଆସିଲା ସୁବର୍ଣ୍ଣ ସୁଯୋଗ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ)ରେ ଏହି ବଡ଼ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଛି । ଇଚ୍ଛୁକ ପ୍ରାର୍ଥୀମାନେ ପ୍ରଥମେ ନୋଟିଫିକେସନକୁ ଭଲ ଭାବେ ପଢ଼ି…