Browsing Category

ଶିକ୍ଷା

ରେଲୱେରେ ଭାକେନ୍ସି: ସ୍ପୋର୍ଟସ କୋଟାରେ ବିଜ୍ଞପ୍ତି ଜାରି କଲା ଦକ୍ଷିଣ ପୂର୍ବ ରେଳତଟ

ସ୍ପୋର୍ଟସ କୋଟା ପାଇଁ ବିଜ୍ଞପ୍ତି ଜାରି କରିଛି ଦକ୍ଷିଣ-ପୂର୍ବ ରେଲୱେ । ଇଚ୍ଛୁକ ପ୍ରାର୍ଥୀମାନେ ଝଋଉଜର ଅଫିସିଆଲ ୱେବସାଇଟ ଗ୍ଦରମକ୍ସ.ସଦ୍ଭୟସବଦ୍ଭକ୍ସବସକ୍ଷଙ୍ଗବଚ୍ଚଗ୍ଦ.ଶକ୍ଟଙ୍ଖ.ସଦ୍ଭ ଦ୍ୱାରା ଅନଲାଇନ ଆବେଦନ…

ପ୍ରକାଶ ପାଇଲା UGC Net Result ୨୦୨୧, ଚେକ୍ କରିବା ପାଇଁ ଏହି ଲିଙ୍କ୍ ରେ କରନ୍ତୁ କ୍ଲିକ୍

ନୂଆଦିଲ୍ଲୀ: ୟୁଜିସି ନେଟ୍ ରେଜଲ୍ଟ ୨୦୨୧ ଜାରି ହୋଇଯାଇଛି । ଏହି ଫଳାଫଳ ଗତବର୍ଷ ଡିସେମ୍ବର ୨୦୨୦ ଓ ଜୁନ୍ ୨୦୨୧ ପରୀକ୍ଷା ପାଇଁ ଜାରି କରାଯାଇଛି । ଯେଉଁ ମାନେ ଏହି ପରୀକ୍ଷା ଦେଇଥିଲେ ସେମାନେ ନ୍ୟାସନାଲ୍ ଟେଷ୍ଟିଂ…

ଆସନ୍ତା ଏପ୍ରିଲ ମାସ ଶେଷ ସପ୍ତାହରେ ICSE ଓ ISC ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କାଉନସିଲ୍ ଫର୍ ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏକଜାମିନେସନ (ସିଆଇଏସସିଇ) ପକ୍ଷରୁ ପରୀକ୍ଷା ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ଏପ୍ରିଲ ମାସ ଶେଷ ସପ୍ତାହରେ ଆଇସିଏସଇ (ଦଶମ) ଓ…

ଆସନ୍ତା ୩ରୁ ଶିକ୍ଷକ ନିଯୁକ୍ତି ପ୍ରବେଶିକା ପରୀକ୍ଷା, କେବଳ ଅନଲାଇନରେ ମିଳିବ ଆଡମିଟ୍ କାର୍ଡ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ହାଇସ୍କୁଲଗୁଡ଼ିକରେ ଖାଲି ଥିବା ଶିକ୍ଷକ ପଦବୀ ପୂରଣ ନେଇ ଆବେଦନ ପ୍ରକ୍ରିୟା ସମାପ୍ତ ହୋଇଛି । ନିଯୁକ୍ତି ହେବାକୁ ଥିବା ୧୧ ହଜାର ୪୦୩ ଶିକ୍ଷକ ପଦବୀ ନିମନ୍ତେ ପ୍ରାୟ ୬୦ ହଜାରରୁ…

କେନ୍ଦ୍ରୀୟ ବିଦ୍ୟାଳୟରେ ନିଯୁକ୍ତିର ବଡ଼ ସୁଯୋଗ: ଓଡ଼ିଶାର ଏହି ସବୁ ସ୍ଥାନରେ ହେବ ଇଣ୍ଟରଭ୍ୟୁ, ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ୱର: କେନ୍ଦ୍ରୀୟ ବିଦ୍ୟାଳୟରେ ଚାକିରି କରିବାକୁ ଚାହୁଥିବା ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । କାରଣ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଅନୁଯାୟୀ ଦେଶ ତମାମ କେନ୍ଦ୍ରୀୟ ବିଦ୍ୟାଳୟରେ ଟିଚିଂ ଏବଂ ନନ ଟିଚିଂ ଷ୍ଟାଫ୍…

IT Sectorରେ ଚାକିରି ବର୍ଷା: ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ୩ ଲକ୍ଷ ୬୦ ହଜାର ଫ୍ରେସର୍ଶଙ୍କୁ ମିଳିବ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ: ଯଦି ଆପଣ ଜଣେ ଆଇଟି ପ୍ରଫେସନାଲ, ତେବେ ଆପଣଙ୍କ ପାଇଁ ଏକ ସୁସମ୍ବାଦ ଆସିଛି । ଆସନ୍ତା ଦେଢ଼ ମାସ ମଧ୍ୟରେ ଆଇଟି ସେକ୍ଟରରେ ୩.୬ ଲକ୍ଷ ନୂଆ ଲୋକଙ୍କୁ ନିଯୁକ୍ତି ମିଳିବ । ଗତ ଅକ୍ଟୋବର-ଡିସେମ୍ବର ୩ ମାସ…

ଏଣିକି M.Phil, Ph.D, D.Litt ପାଇଁ ଏକକ ପ୍ରବେଶିକା ପରୀକ୍ଷା, ଉଚ୍ଚଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ଅଭିନବ ପଦକ୍ଷେପ ନିଆଯାଇଛି । ଏଣିକି ଏମ.ଫିଲ୍, ପିଏଚଡି ଓ ଡି.ଲିଟ୍ ପାଇଁ ଏକକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ।…

UGC ରେ ବନ୍ଦ ହେବ ଅଫଲାଇନ କାର୍ଯ୍ୟକ୍ରମ: ଏଥର ଡିଜିଟାଲ ମୋଡରେ ଚାଲିବ ୟୁଜିସି

ନୂଆଦିଲ୍ଲୀ: UGCରେ ଫିଜିକାଲ ମୋଡ ବଦଳରେ ଏଥର ଇ-ଅଫିସ ମୋଡରେ ହେବ କାମ । ଆଉ ଚଳିବନି ଫିଜିକାଲ ଫାଇଲ । ସଂଗଠନରେ ଏଥର ଫିଜିକାଲ ବଦଳରେ ଇ-ଅଫିସ ମାଧ୍ୟମରେ କାମ କରିବାକୁ ନିଷ୍ପତ୍ତି ନେଇଛି UGC । ଏଭଳି ଏକ ନିଷ୍ପତ୍ତି…

ନୌସେନାରେ ଭର୍ତ୍ତି ହେବାର ସୁବର୍ଣ୍ଣ ସୁଯୋଗ: ଆବେଦନ କରିବାର ଶେଷ ତାରିଖ ଘୋଷଣା

ଭାରତୀୟ ନୌସେନାରେ ଭର୍ତ୍ତି ହେବାର ଆସିଛି ନୂଆ ସୁଯୋଗ । ଏଥିପାଇଁ ଟ୍ରେଡ୍ସମ୍ୟାନ ସ୍କିଲ୍ଡ ପଦବୀ ପାଇଁ ଆବେଦନ କରିପାରିବେ ଇଚ୍ଛୁକ ପ୍ରାର୍ଥୀ । ଭାରତୀୟ ନୌସେନାରେ ଯୋଗ ଦେବାକୁ ଇଚ୍ଛୁକ ଥିବା ଯୋଗ୍ୟ ପ୍ରାର୍ଥୀ ଏହାର…

ଭାରତୀୟ ଡାକ ବିଭାଗ ପାଇଁ ଆସିଲା ବିଜ୍ଞପ୍ତି: ବିନା ପରୀକ୍ଷାରେ ସରକାରୀ ଡାକ ବିଭାଗରେ ମିଳିବ ନିଯୁକ୍ତି

ଯୁବଗୋଷ୍ଠୀଙ୍କ ପାଇଁ ଆସିଛି ନୂଆ ବିଜ୍ଞପ୍ତି । ଭାରତୀୟ ଡାକ ବିଭାଗ ତରଫରୁ ନିଯୁକ୍ତି ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ସରକାରୀ ଚାକିରି ପାଇଁ ଖୋଜି ହେଉଥିବା ଯୁବବର୍ଗମାନଙ୍କ ପାଇଁ ଭାରତୀୟ ଡାକ ବିଭାଗରେ ସୃଷ୍ଟି…