fbpx
Browsing Category

ଶିକ୍ଷା

NIACL ପକ୍ଷରୁ ବିଜ୍ଞପ୍ତି: ଆସିଷ୍ଟାଣ୍ଟ ପଦରେ ଦିଆଯିବ ନିଯୁକ୍ତି, ଗ୍ରାଜୁଏଟ୍ ପ୍ରାର୍ଥୀଙ୍କ ପାଇଁ ବଡ଼ ସୁଯୋଗ

ବର୍ତ୍ତମାନ ନିଯୁକ୍ତି ସିଜିନ୍ ଚାଲିଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗରେ ନିଯୁକ୍ତି ପ୍ରକ୍ରିୟା ଚାଲିଛି । ତେବେ ଏହା ମଧ୍ୟରେ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ନ୍ୟୁ…

କାଲିଠୁ ଆରମ୍ଭ ହେବ JEE Main 2024 ପରୀକ୍ଷା, ସେଣ୍ଟରରେ ମାନିବାକୁ ପଡ଼ିବ ଏହି ଗାଇଡଲାଇନ୍

ନୂଆଦିଲ୍ଲୀ: ଜେଇଇ ମେନ୍ ୨୦୨୪ ସେକ୍ସନ ୧ ପରୀକ୍ଷା ଆସନ୍ତାକାଲି ଅର୍ଥାତ୍ ଜାନୁୟାରୀ ୨୪ ରୁ ଫେବୃଆରୀ ୧ ୨୦୨୪ ପର୍ଯ୍ୟନ୍ତ ଚାଲିବ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ପରିଚାଳିତ ଜେଇଇ ମେନ ପରୀକ୍ଷାରେ ଦୁଇଟି ପେପର…

ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର: NHAIରେ ବାହାରିଛି ନିଯୁକ୍ତି ସୁଯୋଗ, ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ: ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (NHAI)ରେ ଡେପୁଟି ମ୍ୟାନେଜର ପଦବୀ ପୂରଣ ପାଇଁ ଆବେଦନ ଆରମ୍ଭ ହେଇଛି । ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ…

ଅଯୋଧ୍ୟାରେ ବିରାଜିଲେ ପ୍ରଭୁ ଶ୍ରୀରାମ, ଏବେ ରୋଜଗାର ବି ବଢିଯିବ, ଜାଣନ୍ତୁ କିପରି

ଅଯୋଧ୍ୟା: ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ରାମଲଲା ବିରାଜମାନ ହୋଇସାରିଲେଣି । ଭଗବାନ ରାମ ନିଜ ନଗରୀରେ ଆସିବା ଦ୍ୱାରା ଅଯୋଧ୍ୟାରେ କେବଳ ଖୁବ୍ ଧନ ବର୍ଷା ହେବ ନାହିଁ ବରଂ ଏହା ରୋଜଗାରର ଅବସର ମଧ୍ୟ ସୃଷ୍ଟି କରିବ ।…

IISER ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି: ଇଞ୍ଜିନିୟର ଓ ସୁପରିଟେଣ୍ଡେଣ୍ଟ ପଦ ପାଇଁ ବାହାରିଲା ଚାକିରି

ସମସ୍ତ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ରାଜ୍ୟର ବ୍ରହ୍ମପୁର ସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ଆଇଜର) ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ପ୍ରାର୍ଥୀଙ୍କୁ…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଏଣିକି ବର୍ଷକୁ ଦୁଇଥର ହେବ CBSE ବୋର୍ଡ ପରୀକ୍ଷା, ୨୦୨୪-୨୫ ଶିକ୍ଷାବର୍ଷରୁ ହେବ ଲାଗୁ

ନୂଆଦିଲ୍ଲୀ: ଅଧିକାଂଶ ସମୟରେ ପରୀକ୍ଷା ସମୟରେ ଚାପରେ ରହିବା କାରଣରୁ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଉପରେ ତାହା ପ୍ରଭାବ ପକାଇଥାଏ । ତେବେ ଏନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ୨୦୨୪-୨୫ ଶିକ୍ଷାବର୍ଷ…

OSSC ପକ୍ଷରୁ ଆସିଲା ଅପଡେଟ୍: ସିନିୟର ଲାବୋରେଟୋରୀ ଆସିଷ୍ଟାଣ୍ଟ ଓ ଜୁନିୟର କେମିଷ୍ଟ ପଦ ପାଇଁ ମୁଖ୍ୟ ପରୀକ୍ଷାର ସିଲାବସ୍ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ଡିସେମ୍ବର ମାସ ୨୬ ତାରିଖରେ ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ମିଳିତ ସ୍ନାତକ ସ୍ତରୀୟ (ସିଜିଏଲ) ଗ୍ରୁପ-ବି ଓ ଗ୍ରୁପ-ସି ସ୍ପେଶାଲିଷ୍ଟ ପଦ ପୂରଣ ପାଇଁ ବିଜ୍ଞପ୍ତି…

ବଦଳିଲା NEET MDS 2024 ପରୀକ୍ଷା ତାରିଖ, ଜାଣନ୍ତୁ କେଉଁ ଦିନ ହେବ ଟେଷ୍ଟ

ନୂଆଦିଲ୍ଲୀ: ନିଟ୍ ଏମଡିଏସ ୨୦୨୪ ପରୀକ୍ଷା ତାରିଖ ବଦଳିଛି । ନ୍ୟାସନାଲ ପରୀକ୍ଷା ବୋର୍ଡ ଅଫ୍ ମେଡିକାଲ ସାଇନ୍ସ (ଏମବିଇଏମଏସ) ମାଷ୍ଟର ଅଫ୍ ଡେଣ୍ଟାଲ ସର୍ଜରୀ (ନିଟ୍ ଏମଡିଏସ ୨୦୨୪) ପାଇଁ ଜାତୀୟ…

ରେଳ ବିଭାଗର ବଡ଼ ନିଯୁକ୍ତି: ୫୬୯୬ଟି ALP ପଦ ପୂରଣ ହେବ, ଆରମ୍ଭ ହେଲା ଅନଲାଇନ୍ ଆବେଦନ

ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ଭାରତୀୟ ରେଳ ବିଭାଗ ବିଭାଗ ପକ୍ଷର ୫ ହଜାରରୁ ଅଧିକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀଙ୍କୁ ଆସିଷ୍ଟାଣ୍ଟ ଲୋକୋ ପାଇଲଟ (ଏଏସପି) ପଦରେ ନିଯୁକ୍ତି…

OSSC ପକ୍ଷରୁ ବଡ଼ ଘୋଷଣା: ଆସିଷ୍ଟାଣ୍ଟ କଞ୍ଜରଭେଟର ଓ ରିସର୍ଚ୍ଚ ଆସିଷ୍ଟାଣ୍ଟ ପଦର ଆବେଦନ ତାରିଖ ବୃଦ୍ଧି

ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଗତ ଡିସେମ୍ବର ମାସ ୩୦ ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆସିଷ୍ଟାଣ୍ଟ କଞ୍ଜରଭେଟର ଓ ରିସର୍ଚ୍ଚ ଆସିଷ୍ଟାଣ୍ଟ ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ ।…