Browsing Category

ଶିକ୍ଷା

ଦିଲ୍ଲୀ କୋଚିଂ ସେଣ୍ଟର ମାମଲା: Drishti IAS ସଂସ୍ଥାପକ ବିକାଶ ଦିବ୍ୟକିର୍ତ୍ତିଙ୍କ ସଶକ୍ତବାର୍ତ୍ତା, ଏମିତି ଘଟଣାରେ ସମସ୍ତେ ବଲିକା ବକରା…

ଓଡିଶା ଭାସ୍କର: ଦୃଷ୍ଟି ଆଇଏଏସ କୋଚିଂ ସେଣ୍ଟରର ସଂସ୍ଥାପକ ଓ ଏମଡି ବିକାଶ ଦିବ୍ୟକିର୍ତ୍ତି ଓଲ୍ଡ ରାଜିନ୍ଦର ନଗରର ଏକ କୋଚିଂ ସେଣ୍ଟରର ବେସମେଣ୍ଟରେ ତିନି ଜଣ ୟୁପିଏସସି ଆଶାୟୀଙ୍କ ମୃତ୍ୟୁରେ ମୁହଁ ଖୋଲିଛନ୍ତି । ସେ…

ନିଟ୍-ୟୁଜି କାଉନସେଲିଂ ନେଇ ଆସିଲା ବଡ ଖବର: ଜାଣନ୍ତୁ କେବେ ହେବ ଆରମ୍ଭ

ଭୁବନେଶ୍ୱର: ଜାତୀୟ ଚିକିତ୍ସା ଆୟୋଗ ଏମସିସି ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ କାଉନସେଲିଂ ପାଇଁ ପଞ୍ଜୀକରଣ ଅଗଷ୍ଟ ପ୍ରଥମ ସପ୍ତାହରୁ ଆରମ୍ଭ ହେବ। ଏନେଇ କାଉନସେଲିଂର ବିସ୍ତୁତ ବିବରଣୀ ଏମଏମସି ୱେବସାଇଟରେ ଜାରି…

ଦଶମ ପାସ୍ କରିଥିଲେ ଆପଣଙ୍କ ପାଇଁ ରହିଛି ୮୦୦୦ ରୁ ଅଧିକ ଚାକିରି, ଆସନ୍ତାକାଲି ପର୍ଯ୍ୟନ୍ତ ଫର୍ମ ପୂରଣ କରିବାର ସୁଯୋଗ

ନୂଆଦିଲ୍ଲୀ: ଷ୍ଟାଫ୍ ସିଲେକସନ କମିଶନ (ଏସଏସସି) ଦ୍ୱାରା ପ୍ରକାଶିତ ମଲ୍ଟି ଟାସ୍କିଂ (ନନ୍-ଟେକ୍ନିକାଲ) କର୍ମଚାରୀ ଏବଂ ହାବିଲଦାର (ସିବିଆଇସି ଏବଂ ସିବିଏନ୍) ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଚାଲିଛି । ୩୧…

NEET-UG କାଉନସେଲିଂ ଅଗଷ୍ଟ ୧୪ରୁ ଆରମ୍ଭ ହେବ: MCC ପକ୍ଷରୁ ଘୋଷଣା

ନୂଆଦିଲ୍ଲୀ: ଅଗଷ୍ଟ ୧୪ ତାରିଖରୁ ନିଟ-ୟୁଜି କାଉନସେଲିଂ ଆରମ୍ଭ ହେବ । ଏ ବାବଦରେ ମେଡିକାଲ କାଉନସେଲିଂ କମିଟି ପକ୍ଷରୁ ଅଫିସିଆଲ ୱେବସାଇଟରେ ଘୋଷଣା କରାଯାଇଛି । ସର୍ବଭାରତୀୟ କୋଟାରେ ୧୫ ପ୍ରତିଶତ ସିଟ, ଏମ୍ସଓ…

CGLRE-2023 କମ୍ପ୍ୟୁଟର ସ୍କିଲ ଟେଷ୍ଟ ତାରିଖ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଦ୍ୱାରା ପରିଚାଳିତ ମିଳିତ ସ୍ନାତକ ସ୍ତରୀୟ ନିଯୁକ୍ତି ପରୀକ୍ଷା (ସିଜିଏଲଆରଇ) -୨୦୨୩ର ମୁଖ୍ୟ ପରୀକ୍ଷାକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ ।…

ବୋଲବମ୍ ଯାତ୍ରା ପାଇଁ ବଡ଼ ନିଷ୍ପତ୍ତି: ଜୁଲାଇ ୩୧ରୁ ଅଗଷ୍ଟ ୨ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି

ନୂଆଦିଲ୍ଲୀ: ଶ୍ରାବଣ ମାସ ହେଉଛି ଶିବଭକ୍ତମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାସ । ଏହି ମାସରେ ପ୍ରତି ସୋମବାର ଦିନ କାଉଡ଼ିଆମାନେ ପାଣିଭାର ଧରି ଦେବ ଦେବ ମହାଦେବଙ୍କ ଲିଙ୍ଗରେ ଅର୍ପଣ କରିଥାନ୍ତି । ଶିବଭକ୍ତମାନେ…

IBPS PO / MT ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ଓଡ଼ିଶାର ପ୍ରାର୍ଥୀମାନେ କରିପାରିବେ ଆବେଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ବ୍ୟାଙ୍କିଂ ସେକ୍ଟରେ ଅନେକ ପଦ ପାଇଁ ନିଯୁକ୍ତି ଚାଲିଛି । ନିକଟରେ କିରାଣୀ ପଦ ପାଇଁ ୬ ହଜାରରୁ ଅଧିକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପୁଣି ଆସିଛି ଏକ ବଡ଼…

(video): ଦିଲ୍ଲୀ କୋଚିଂ ସେଣ୍ଟର ଘଟଣା: ବନ୍ୟାରୁ ରକ୍ଷା ପାଇଯାଇଥିବା ୟୁପିଏସି ଆଶାୟୀଙ୍କ ଲୋମଟାଙ୍ଗୁରା ଭିଡିଓ ହେଲା ସେୟାର…

ଓଡିଶା ଭାସ୍କର: ମଧ୍ୟ ଦିଲ୍ଲୀର ପୁରୁଣା ରାଜିନ୍ଦର ନଗରରେ ପ୍ରବଳ ବର୍ଷା କାରଣରୁ କୋଚିଂ ସେଣ୍ଟରର ବେସମେଣ୍ଟରେ ପାଣି ଭରିଯିବାରୁ ପ୍ରାୟ ୩ ଜଣ ଛାତ୍ରଛ୍ରୀଙ୍କ ମୃତ୍ୟୁ ହୋଇଛି । ଏହି ଅଞ୍ଚଳରେ ଏବେ ବି ପାଣି ଭରି ରହିଛି…

ଶୀତ ଓ ଗରମରୁ କେମିତି ନିଜକୁ ରକ୍ଷା କରନ୍ତି ମହାକାଶଚାରୀ! କ’ଣ ସାଙ୍ଗରେ ନିଅନ୍ତି ଶୀତବସ୍ତ୍ର, କେଉଁଠି ଶୋଇଥାଆନ୍ତି ସେମାନେ! ଜାଣନ୍ତୁ

ଓଡିଶା ଭାସ୍କର: ରହସ୍ୟମୟ ଅଟେ ଅନ୍ତରୀକ୍ଷ । ସେହି ରହସ୍ୟର ଅନପସନ୍ଧାନ ପାଇଁ ସେଠିକୁ ଯାଆନ୍ତି ଯାତ୍ରୀ । ଯାହାଙ୍କୁ କୁହାଯାଏ ମହାକାଶଚାରୀ । ସେମାନଙ୍କ ଖାଦ୍ୟପେୟଠୁ ଶୋଇବା ପର୍ଯ୍ୟନ୍ତ ସବୁକିଛି ଥାଏ ଭିନ୍ନ । ଗରମ…

ପ୍ରକାଶ ପାଇଲା CUET UGର ରେଜଲ୍ଟ: ଏହି DIRECT Linkକୁ ଯାଇ କରନ୍ତୁ ଚେକ୍

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ସିୟୁଇଟି ୟୁଜି୨୦୨୪ ର ଫଳାଫଳ ପ୍ରକାଶ କରିଛି । ଆପଣ ଏନଟିଏର ୱେବସାଇଟ୍ exam.nta.ac.in ଯାଇ ଏହାକୁ ଯାଞ୍ଚ କରିପାରିବେ । ମେ ମାସରେ ଅନୁଷ୍ଠିତ ହୋଇଥିବା ପରୀକ୍ଷା…