fbpx
Browsing Category

କରୋନା

ଝୁଲୁଛି +୨ ପିଲାଙ୍କ ଭାଗ୍ୟ! ବାରମ୍ବାର ବୈଠକ ପରେ ମଧ୍ୟ ବାହାରୁନି ନିଷ୍କର୍ସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣିଥରେ ବସିଲା ବୈଠକ । କିନ୍ତୁ ବାହାରି ପାରିଲାନି ନିଷ୍କର୍ସ । ଫଳରେ +୨ ଛାତ୍ରଛାତ୍ରୀଙ୍କ ଭାଗ୍ୟ କଣ ହେବ ବୋଲି ସାଧାରଣରେ ଚିନ୍ତା ଘାରିଛି । ଆଜି ୧୪ ଜଣିଆ ବୈଷୟିକ କମିଟି ବୈଠକ…

କୋଭିଡ ପରବର୍ତ୍ତୀ ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପରାମର୍ଶ, ଜାଣନ୍ତୁ କ’ଣ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ମୁକାବିଲା ଆସନ୍ତା ୨ ସପ୍ତାହ ପାଇଁ ଆଂଶିକ ଲକଡାଉନ ଜାରି କରିଛନ୍ତି ରାଜ୍ୟ ସରକାର । ଏହା ସହ କୋଭିଡ ପରବର୍ତ୍ତୀ ସମସ୍ୟାର ମୁକାବିଲା ନେଇ ସରକାରଙ୍କ ପକ୍ଷରୁ ଆଜି…

ସାବିତ୍ରୀରେ ମା’ ଓ ରଜରେ ଆଖି ବୁଜିଲେ ବାପା, ମହାମାରୀ ଉଜାଡ଼ି ଦେଲା ସଂସାର

ସମ୍ବଲପୁର(ଓଡ଼ିଶା ଭାସ୍କର): ହଜାର ହଜାର ଜୀବନ ନେଲାଣି କରୋନା । ଶହ ଶହ ପରିବାର ଉଜାଡ଼ି ଦେଲାଣି ମହାମାରୀ । କାହିଁ କେତେ ଛୁଆଙ୍କୁ କରିଦେଲାଣି ଅସହାୟ । କାହାକୁ ମିଳୁନି ମୁଠାଏ ଖାଦ୍ୟ ଓ ଆଉ କାହାକୁ ମିଳୁନି ବଞ୍ôଚବାର…

ଆଂଶିକ ଲକଡାଉନରେ ରାଜଧାନୀରେ କ’ଣ ଖୋଲା ଆଉ କ’ଣ ବନ୍ଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ୧୪ ଦିନିଆ ଆଂଶିକ ଲକଡାଉନ୍ ନେଇ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଆସନ୍ତାକାଲି ସକାଳ ୫ଟାରୁ ଆସନ୍ତା ଜୁଲାଇ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଏହା ଜାରି…

ରାଜ୍ୟରେ ଜୁଲାଇ ୧ ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଲକଡାଉନ୍ କଟକଣା ଆଂଶିକ କୋହଳ କରାଯାଇଛି । ରାଜ୍ୟରେ ୨ ସପ୍ତାହ ପାଇଁ ଆଂଶିକ ଲକଡାଉନ୍ ଜାରି ରହିବ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସୁରେଶ ମହାପାତ୍ର । ଆସନ୍ତାକାଲି ସକାଳ…

ରାଜ୍ୟରେ କୋହଳ ହେଲା କଟକଣା, ସକାଳ ୬ଟାରୁ ସନ୍ଧ୍ୟା ୫ ଖୋଲା ରହିବ ଦୋକାନ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଲକଡାଉନ୍ କୋହଳ କରିଛନ୍ତି । ରାଜ୍ୟର ୧୭ଟି ଜିଲ୍ଲାରେ ଦୋକାନ, ବଜାର ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ । ଅବଶିଷ୍ଟ…

ଦେଶରେ ଆଜି ୨୫୪୨ ଜଣଙ୍କ ମୃତ୍ୟୁ, ୬୨ ହଜାର ପଜିଟିଭ୍

ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଗତ କିଛି ଦିନ ଧରି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୫୪୨ ଜଣଙ୍କ…

ଆଜି ଦିନ ୧.୩୦ ମିନିଟରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା, ହୋଇପାରେ ଅନଲକ୍ ନିଷ୍ପତ୍ତି

ଭୁବନେଶ୍ୱର, (ଓଡିଶା ଭାସ୍କର): ଆଜି ଦିନ ୧ଟା ୩୦ ମିନିଟ୍ ସମୟରେ ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ । ଆସନ୍ତାକାଲି ଲକଡାଉନ ଅବଧି ସମ୍ପୂର୍ଣ୍ଣ ହେଉଛି । ତେଣୁ ଶ୍ରୀ…

ଦେଶରେ ଆଜି ୨୫୪୨ ଜଣଙ୍କ ମୃତ୍ୟୁ, ୭୦ ହଜାର ପଜିଟିଭ୍

ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଗତ କିଛି ଦିନ ଧରି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୫୪୨ ଜଣଙ୍କ…

ରାଜ୍ୟରୁ ଖୁବଶୀଘ୍ର ଦୂର ହେବ ECMO ମେସିନ୍ ସମସ୍ୟା: ହାତ ମିଳାଇଲେ ସରକାରୀ ଓ ବେସରକାରୀ ହସ୍ପିଟାଲ କର୍ତ୍ତୃପକ୍ଷ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟକୁ ଆସିବ ୧୫ଟି ଏକଷ୍ଟ୍ରା କର୍ପୋରିୟଲ ମେମ୍ବ୍ରେନ୍ ଅକ୍ସିଜେନେସନ୍ (ଇସିଏମଓ) ମେସିନ୍ । ଏନେଇ ସମସ୍ତ ଟେଣ୍ଡର ପ୍ରକ୍ରିୟା ସରିଛି । ଭୁବନେଶ୍ୱରରେ ମାତ୍ର ଦୁଇଟି ଘରୋଇ…