fbpx
BJD SKY
BJD SKY
Browsing Category

କରୋନା

ବୟସ୍କ ଲୋକଙ୍କୁ ଘାରିଲାଣି କରୋନା: ୧୦୦ରୁ ଅଧିକ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ: ରାଜଧାନୀରେ କରୋନା ସଂକ୍ରମଣ ପୁଣିଥରେ ଭୟାବହ ପରିସ୍ଥିତି ଆଡକୁ ଗତି କରୁଛି । ଦୀର୍ଘ ଦିନର ବ୍ୟବଧାନ ପରେ ପୁଣିଥରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରୁ ଉପରକୁ ପହଞ୍ଚିଛି । ସୋମବାର ଏହି ସଂଖ୍ୟା ୧୦୩ରେ…

କାୟା ବିସ୍ତାର କରୁଛି ମହାମାରୀ କରୋନା: ଆଲର୍ଟ ଜାରି କଲା WHO

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ବୃଦ୍ଧି ପାଉଛି କରୋନା ମହାମାରୀର ତାଣ୍ଡବଲୀଳା । ପୁଣିଥରେ କରୋନା ସଂକ୍ରମଣଙ୍କ ସଂଖ୍ୟାରେ ବୃଦ୍ଧି ଦେଖିବାକୁ ମିଳିଛି । ମାତ୍ର ୯ ଦିନରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଗୁଣ ବଢିଥିବା…

ରାଜଧାନୀରେ ହୁ ହୁ ହୋଇ ବଢୁଛି କରୋନା: ୩୦୦୦ ଟପିଲା ଦିନକର ଆକ୍ରାନ୍ତ ସଂଖ୍ୟା

ନୂଆଦିଲ୍ଲୀ: ବେଶ୍ କିଛିଦିନର ବ୍ୟବଧାନ ପରେ ଗତ ୧୫ ଦିନ ହେବ ସାରା ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ତେଲେଙ୍ଗାନା, ତାମିଲନାଡ଼ୁ, ମହାରାଷ୍ଟ୍ର,…

କରୋନା ସହ ବ୍ୟାପୁଛି ଆହୁରି ୫ଟି ଭାଇରସ୍ , ଲକ୍ଷଣ ଦେଖିଲେ ତୁରନ୍ତ ଡାକ୍ତର ପାଖକୁ ଯାଆନ୍ତୁ , ଶୀଘ୍ର ଠିକ୍ ହୋଇପାରିବ ଏହି ସଂକ୍ରମଣ

ନୂଆଦିଲ୍ଲୀ : ଭାରତରେ ପୁଣିଥରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢିବା ସହିତ ଆଉ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ସୂଚନା ଦେଇଛି ଯେ ବର୍ତ୍ତମାନ…

ବଡ ଖବର! ୧୦%କୁ ବଢିଲା କରୋନା ସଂକ୍ରମଣ: ରାଜଧାନୀରେ ୨୦୦ ଉପରେ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ପୁଣିଥରେ ଭାରତମୁହାଁ ହୋଇଛି କରୋନା ମାହାମାରୀ । ରାଜଧାନୀ ଦିଲ୍ଲୀ ଏବଂ ମହାରାଷ୍ଟ୍ର ସମେତ ବିଭିନ୍ନ ରାଜ୍ୟକୁ କଡ ଲେଉଟାଇଛି ସଂକ୍ରମଣ । ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ…

କୋଭିଡ ଟିକା ସୁପାରିଶରେ ପରିବର୍ତ୍ତନ ଆଣିଲା WHO,କହିଲେ ସମସ୍ତଙ୍କୁ ଆବଶ୍ୟକ ନାହିଁ ଅତିରିକ୍ତ ବୁଷ୍ଟର ଡୋଜ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଦିନ COVID-19 ଟିକା ପାଇଁ ଏହାର ସୁପାରିଶକୁ ପରିବର୍ତ୍ତନ କରିଛି । ଏହା ସହିତ ସୂଚନା ଦେଇ କହିଛି ଯେଉଁମାନଙ୍କୁ ଅଧିକ ବିପଦର ଆଶଙ୍କା ରହିଛି ସେମାନଙ୍କର ଶେଷ…

କରୋନ ପାଇଁ ରାମବାଣ ; ପୁରୁଣା ଓ ନୂଆ ରୋଗୀଙ୍କ ପାଇଁ ରାମବାଣରୁ କମ୍ ନୁହେଁ Paxlovid ଔଷଧ

ନୂଆଦିଲ୍ଲୀ : ଏକ ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ, ଯଦି କୋଭିଡ -୧୯ ସଂକ୍ରମଣ ପରେ ପିଫାଇଜରର ଓରାଲ ଆଣ୍ଟି-ଭାଇରାଲ  (Paxlovid) ଔଷଧ ତୁରନ୍ତ ନିଆଯାଏ, ତେବେ ଦୀର୍ଘ ସମୟ ପାଇଁ କୋଭିଡର ଆଶଙ୍କା କମିଯାଇପାରେ।…

ପୁଣି ଫେରଲା କି ମହାମାରୀ? ୧୦ ହଜାର ଟପିଲା ପଜିଟିଭ କେସ୍, ଗୋଟିଏ ସ୍କୁଲରୁ ୩୭

ନୂଆଦିଲ୍ଲୀ: ଗୋଟିଏ ବର୍ଷର ବ୍ୟବଧାନ ପରେ ପୁଣି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରବିବାର ଦେଶରେ ୧୮୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୧୪୯ ଦିନ ଭିତରେ ଏହା ସର୍ବାଧିକ ବୋଲି ରେକର୍ଡ…

୧୩୪ ଦିନରେ ୧୦ ହଜାରରୁ ଅଧିକ ଟପିଲା କରୋନାର ସକ୍ରିୟ ମାମଲା, ଆଜି କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସଚିବ କରିବେ ବୈଠକ

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ସୋମବାର କ୍ରମାଗତ ଷଷ୍ଠ ଦିନ ପାଇଁ ଏକ ହଜାରରୁ ଅଧିକ ମାମଲା ରୁଜୁ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଆଜି ସନ୍ଧ୍ୟାରେ ରାଜ୍ୟ…

ତିନି ବର୍ଷ ପରେ ପୁଣି କଡ଼ ଲେଉଟାଇଲା କରୋନା! ୨୪ ଘଣ୍ଟାରେ ବଢ଼ିଲା ସଂକ୍ରମଣ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୮ଟି ନିୟମ ମାନନ୍ତୁ

ନୂଆଦିଲ୍ଲୀ: ତିନି ବର୍ଷ ପରେ ପୁଣି ଥରେ କରୋନା ଭାଇରସ ଦେଶବାସୀଙ୍କୁ ଡରାଇବା ଆରମ୍ଭ କରିଦେଲାଣି । ସାରା ଦେଶରେ କ୍ରମାଗତ ଭାବେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଦୈନିକ ପଜିଟିଭିଟି ରେଟ ବୃଦ୍ଧି ପାଇ ୧.୩୩…