Browsing Category
ଅପରାଧ
ଏମାନଙ୍କୁ ଧିକ! ନିଶାରେ ଚୁର୍ ହୋଇ ଛୁଆ ଉପରେ ଚଢିଗଲେ ବାପା-ମା’! ମୃତ୍ୟୁ ପରେ ପୋତିଦେଲେ
Couple allegedly kills dumps body of 6-month-old son in choudwar
ହୋମୱାର୍କ ପାଇଁ ଛାତ୍ରଙ୍କୁ ଦରମରା କଲେ ଶିକ୍ଷକ, ସ୍କୁଲ ମ୍ୟାନେଜମେଣ୍ଟ ବିରୋଧରେ ମାମଲା ରୁଜୁ କଲେ ପୀଡ଼ିତ ପରିବାର
ପାଟନା: ପିଲାଙ୍କ ଭବିଷ୍ୟତ ଉଜ୍ଜ୍ୱଳ କରିବା ଦିଗରେ ଶିକ୍ଷକଙ୍କ ଗରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । କିନ୍ତୁ ବେଳେ ବେଳେ ଶିକ୍ଷକଙ୍କ କ୍ରୋଧର ପରିଣାମ ଛାତ୍ରଛାତ୍ରୀଙ୍କୁ ଭୋଗିବାକୁ ପଡ଼ିଥାଏ । ବିହାର ଅରୱଲ ଜିଲ୍ଲା…
ଲଜ୍ଜା; ଦୁଇ ନାବାଳିକା ଝିଅଙ୍କ ସହ ବାପାର ଦୁଷ୍କର୍ମ, ଥାନାରେ ଏତଲା ଦେଲା ମାଆ
ନୂଆଦିଲ୍ଲୀ: ପୁଣି ଥରେ ହରିୟାଣାର ଫରିଦାବାଦରୁ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ନିଜର ଦୁଇ ନାବାଳିକା ଝିଅଙ୍କ ସହ ଦୁଷ୍କର୍ମ କରିବାର ଅଭିଯୋଗରେ ଗିରଫ କରିଛି । ଅଧିକାରୀମାନେ…
ହୃଦୟ ବିଦାରକ ଘଟଣା, ଶିକ୍ଷକକୁ ହତ୍ୟା ପରେ ପାଟିରେ ପୁରାଇଦେଲେ ଗୁପ୍ତାଙ୍ଗ
ନୂଆଦିଲ୍ଲୀ: ପଶ୍ଚିିମବଙ୍ଗରୁ ସାମ୍ନାରୁ ଆସିଛି ଅଭାବନୀୟ ଘଟଣା । ଶିକ୍ଷକଙ୍କୁ ବିଭତ୍ସ ହତ୍ୟା ପରେ ପ୍ରାଇଭେଟ ପାର୍ଟ କାଟିଦେଲେ ଦୁର୍ବୃତ୍ତ । ପଶ୍ଚିମବଙ୍ଗର ଆଲିପୁରଦାର ଜିଲ୍ଲାରୁ ଏହି ହୃଦୟ ବିଦାରକ ଘଟଣା ସାମ୍ନାକୁ…
ପ୍ରାର୍ଥନା ପରେ ଛାତ୍ରୀମାନେ ପହଞ୍ଚିବାରୁ ରାଗରେ ଏମିତି କଲେ କ୍ଲାସ ଟିଚର, ମୁଣ୍ଡ ଟେକିଲା ବିବାଦ
ଅମରାବତୀ- ସ୍କୁଲରେ ଆୟୋଜିତ ହେଉଥିବା ଦୈନିକ ପ୍ରାର୍ଥନା ସଭାରେ ପହଞ୍ଚିବାରେ ଛାତ୍ରୀଙ୍କ ବିଳମ୍ବତାକୁ ନେଇ ଏମିତି ରାଗିଲେ ଶିକ୍ଷୟିତ୍ରୀ କି, ସେ ଛାତ୍ରୀଙ୍କୁ ଦେଲେ କଠୋର ଦଣ୍ଡ । ଏହି ଘଟଣା ଜଣାପଡିବା ପରେ ଏବେ…
ପୁଅର ପ୍ରେମ ବିବାହ ବୃଦ୍ଧ ବାପା-ମାଆଙ୍କ ପାଇଁ ହୋଇଛି ଦଣ୍ଡ, ତାଙ୍କୁ ବାସନ୍ଦ କରିଛି ସମାଜ, ଜାତିରେ ମିଶିବାକୁ ରଖୁଛି ଅସମ୍ଭବ ସର୍ତ୍ତ
ବଲାଙ୍ଗୀର- ପୁଅ ଅନ୍ୟ ଜାତିରେ ପ୍ରେମ ବିବାହ କରିବାରୁ ବୃଦ୍ଧ ବାପା ମାମା ବାସନ୍ଦ । ବୃଦ୍ଧ, ବୃଦ୍ଧାଙ୍କୁ ଏକ ଘରିକିଆ ରଖିଛନ୍ତି ସାହି ପଡିଶା । କୌଣସି କାର୍ଯ୍ୟକ୍ରମରେ ଡାକୁନାହାନ୍ତି କି କେହି ଆସୁନାହାନ୍ତି…
ହ୍ୱାଟ୍ସଆପରେ ବିବାହ କାର୍ଡ ପଠାଇ କରୁଛନ୍ତି ଠକେଇ! କରନ୍ତୁନି ଏହି ୩ଟି ଭୁଲ
ନୂଆଦିଲ୍ଲୀ: ଆଜିକାଲି ହ୍ୱାଟ୍ସଆପରେ ବିବାହ କାର୍ଡ ପଠାଉଛନ୍ତି। ହ୍ୱାଟ୍ସଆପ ମାଧ୍ୟମରେ ବିବାହକୁ ନିମନ୍ତ୍ରଣ କରିବା ଆଜିକାଲି ଫ୍ୟାସନ ପାଲଟିସାରିଲାଣି। ଆଜିକାଲି ଡିଜିଟାଲ ବିବାହ କାର୍ଡର ମଧ୍ୟ କ୍ରେଜ ଚାଲିଛି। ତେବେ…
ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ହତ୍ୟାକାରୀଙ୍କ କ୍ଷମା ଯାଚିକା ଉପରେ କଣ କହିଲେ ସୁପ୍ରିମ କୋର୍ଟ?
ଚଣ୍ଡିଗଡ- ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ବେଅନ୍ତ ସିଂହଙ୍କ ହତ୍ୟାକାରୀ ବଳବନ୍ତ ସିଂହଙ୍କ କ୍ଷମା ଯାଚିକା ଉପରେ ସୁପ୍ରିମ କୋର୍ଟ ରାଷ୍ଟ୍ରପତିଙ୍କ ସଚିବଙ୍କୁ ଆଦେଶ ଦେଇଛନ୍ତି କି, ସେ ରାଷ୍ଟ୍ରପତିଙ୍କ ସମ୍ମୁଖରେ ଦୁଇ…
Breaking- କଳକୀଙ୍କ ପୀଠରେ ଛାନଭିନ, ଅଧିକାରୀଙ୍କ ଭିଡ, ଆଶ୍ରମ କର୍ମଚାରୀଙ୍କ ନାହିଁ ଦେଖା
ଭୁବନେଶ୍ୱର- ତଥାକଥିତ କଳିଯୁଗର କଳକୀଙ୍କ ଆଶ୍ରମ ବୈକୁଣ୍ଠଧାମରେ ଆରମ୍ଭ ହୋଇଛି ଖୋଳତାଡ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶରୁ ଆଜି ଆରମ୍ଭ ହେଲା ୮ ଜଣିଆ ଟିମର ଛାନଭିନ । ଆଶ୍ରମ ଜାଗାର ବୈଧତାକୁ ନେଇ ଯାଞ୍ଚ ।…
‘ସାଉଥ ସୁନ୍ଦରୀ’ଙ୍କୁ ଗିରଫ କଲା ପୋଲିସ: ବିବାଦୀୟ ବୟାନ ଦେଇ ଥିଲେ ଚର୍ଚ୍ଚାରେ
ଓଡ଼ିଶା ଭାସ୍କର: ଦକ୍ଷିଣ ଭାରତୀୟ ସିନେ ଦୁନିଆର ସୁନ୍ଦରୀ ହିରୋଇନ୍ ଏବେ ପୋଲିସ କବଜାରେ । ବିବାଦୀୟ ବୟାନ ଦେବା ପରେ ବର୍ତ୍ତମାନ ପୋଲିସ ତାଙ୍କୁ ଗିରଫ କରିଛି । ତେଲୁଗୁ କମ୍ୟୁନିଟି ବିପକ୍ଷରେ ବୟାନ ଦେବା ପରେ ଏହାକୁ…