fbpx
Browsing Category

ଅପରାଧ

ଗୁଜୁରାଟରୁ ୪ ଜଣ ଆଇଏସ୍ଆଇଏସ୍ ଗିରଫ ; ଟିମ୍ ରେ ଜଣେ ମହିଳା ରହିଛନ୍ତି

ଗାନ୍ଧିନଗର : ଗୁଜୁରାଟ ଏଟିଏସ୍ ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ ର ଏକ ଦଳକୁ ଗିରଫ କରିଛି । ପୋରବନ୍ଦରରୁ ଜଣେ ମହିଳାଙ୍କ ସମେତ ଏଟିଏସ୍ ୪ ଜଣଙ୍କୁ ଗିରଫ କରିଛି । ଅନ୍ୟମାନଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି ।…

ଫ୍ରାନ୍ସର ଆନେସି ସହରରେ ପିଲାଙ୍କ ଉପରେ ଛୁରୀ ଆକ୍ରମଣ, ଅନେକ ଗୁରୁତର ଆହତ

ଫ୍ରାନ୍ସ: ଫ୍ରାନ୍ସର ଆନେସି ସହରର ଏକ ପାର୍କରେ ଜଣେ ଦୁର୍ବୁତ୍ତ କିଛି ପିଲାଙ୍କ ଉପରେ ଛୁରୀ ଆକ୍ରମଣ କରିଥିଲା। ଏହି ଘଟଣାରେ ଚାରି ଜଣ ବ୍ୟକ୍ତିଙ୍କ ସମେତ ପାଞ୍ଚ ଜଣ ଶିଶୁ ଆହତ ହୋଇଥିବା କୁହାଯାଇଛି। ଫ୍ରାନ୍ସ…

ବଳତ୍କାର ପରେ ହାତୁଡ଼ିରେ ପିଟିପିଟି ହତ୍ୟା, ପରେ ନାବାଳିକା ମୃତଦେହକୁ ଝୁଲାଗଲା ଫାଶୀରେ 

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଇନ୍ଦିରାନଗର ଅଞ୍ଚଳରେ ୧୪ ବର୍ଷର ନାବାଳିକାଙ୍କ ମୃତଦେହକୁ ଫାଶୀରେ ଝୁଲାଇ ଦେବା ଖବର ସାମ୍ନାକୁ ଆସିଛି। ବଳାତ୍କାର ଓ ହତ୍ୟା ବିଭାଗ ଅଧୀନରେ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ…

ଶ୍ରଦ୍ଧା ହତ୍ୟାକାଣ୍ଡଠୁ ଅଧିକ ବୀଭତ୍ସ, ପ୍ରେମିକାର ଶବକୁ କଟରରେ କାଟିବା ପରେ ପ୍ରେସର କୁକରରେ ସିଝାଇ ଖାଇବାକୁ ଦେଉଥିଲା କୁକୁରକୁ

ମୁମ୍ବାଇ: ଏକଦା ଦିଲ୍ଲୀର ଶ୍ରଦ୍ଧା ହତ୍ୟାକାଣ୍ଡ ସାରା ବିଶ୍ୱକୁ ସ୍ତବ୍ଧ କରି ଦେଇଥିଲା । ଶ୍ରଦ୍ଧାଙ୍କ ପ୍ରେମିକ ଅଫତାବ ଶ୍ରଦ୍ଧାକୁ ହତ୍ୟା କରିବା ପରେ ତାର ଶରୀରକୁ କାଟି ଛୋଟ ଛୋଟ ଖଣ୍ଡ କରି ଫ୍ରିଜ୍ରେ ରଖିଥିଲା ।…

ଲକ୍ଷ୍ମୌ କୋର୍ଟ ବାହାରେ ମୁଖତାର ଅନସାରୀଙ୍କ ଘନିଷ୍ଠ ସହଯୋଗୀ ଗ୍ୟାଙ୍ଗଷ୍ଟର ସଞ୍ଜୀବ ଜୀଭାକୁ ଗୁଳି, ଓକିଲ ବେଶରେ ଆସିଥିଲା ହତ୍ୟାକାରୀ

ଲକ୍ଷ୍ମୌ :ଉତ୍ତରପ୍ରଦେଶ ଲକ୍ଷ୍ମୌ କୋର୍ଟ ବାହାରେ ମୁଖତାର ଅନସାରୀଙ୍କ ଘନିଷ୍ଠ ସହଯୋଗୀ ଗ୍ୟାଙ୍ଗଷ୍ଟର ସଞ୍ଜୀବ ଜୀଭାକୁ ଗୁଳି କରି ହତ୍ୟା କରାଯାଇଛି । ସୂଚନା ଅନୁସାରେ, ୱାଜିରଗଞ୍ଜ ପୋଲିସ ଷ୍ଟେସନ କୋର୍ଟରେ ଏହି ଗୁଳି…

ଭିଜିଲାନ୍ସ ଚଢ଼ଉ: ସହକାରୀ ଯନ୍ତ୍ରୀ ସଞ୍ଜୟ ବେହେରା ହେଲେ ଗିରଫ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଗିରଫ ହେବା ଖବର ସାମ୍ନାକୁ ଆସିଛି । ଭିଜିଲାନ୍ସ ଚଢଉ ସମୟରେ ସହକାରୀ ଯନ୍ତ୍ରୀ ସଞ୍ଜୟ ବେହେରାଙ୍କୁ ଗିରଫ କରାଯାଇଛି । ପ୍ରକୃତ ଆୟଠାରୁ…

ଗାର୍ଲସ୍ ହଷ୍ଟେଲରୁ ଉଲଗ୍ନ ମୃତଦେହ ଉଦ୍ଧାର ; ସନ୍ଦିଗ୍ଧର ଆତ୍ମହତ୍ୟା, ଟ୍ରେନ୍ ଲାଇନରୁ ଶବ ମିଳିଲା

ମୁମ୍ବାଇ: ଏକ ସରକାରୀ ଗାର୍ଲସ୍ ହଷ୍ଟେଲରୁ ଉଲଗ୍ନ ମୃତଦେହ ଜବତ ହୋଇଛି । ବଳାତ୍କାର ପରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏହି ମାମଲାରେ ସନ୍ଦିଗ୍ଧ ସୁରକ୍ଷାକର୍ମୀ ଟ୍ରେନ ଆଗରେ ଡେଇଁ ଆତ୍ମହତ୍ୟା…

ହାଇକୋର୍ଟରେ ACF ସୌମ୍ୟ ମୃତ୍ୟୁ ମାମଲା: ଦ୍ୱାରସ୍ଥ ହେଲେ ପତ୍ନୀ ବିଦ୍ୟା, DFO ସଂଗ୍ରାମ

କଟକ: ପୁଣି ହାଇକୋର୍ଟରେ ପହଞ୍ଚିଛି ଏସିଏଫ ସୌମ୍ୟ ମର୍ଡର କେସ୍ । ନିମ୍ନ ଅଦାଲତଙ୍କ ଶୁଣାଣିକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପତ୍ନୀ ବିଦ୍ୟା ଭାରତୀ ଏବଂ ପାରଳାଖେମୁଣ୍ଡିର ତତ୍କାଳୀନ ଡିଏଫଓ…

NCBର ବଡ ଆକ୍ସନ: ଜବତ ହେଲା ୧୫ହଜାର LSD ଡ୍ରଗ୍ସ, ୬ ଗିରଫ

ନୂଆଦିଲ୍ଲୀ: ଡ୍ରଗ୍ସ ପୁନରୁଦ୍ଧାର ମାମଲାରେ ଏନସିବି ବଡ଼ ସଫଳତା ପାଇବା ସହ ଦୁଇ ଜଣଙ୍କୁ ଗିରଫ କରିଛନ୍ତି। ଆଜି ଏନସିବି (ଏନଆର) ର ଡେପୁଟି ଡାଇରେକ୍ଟର ଜେନେରାଲ ସିଂ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, 'ଆମେ…

(Video) ଚଳନ୍ତା ଟ୍ରେନ ଆଗକୁ ଫିଙ୍ଗିଦେଲେ LPG ଗ୍ୟାସ ସିଲିଣ୍ଡର, ଆଉ ତା’ ପରେ…

ନୂଆଦିଲ୍ଲୀ: ବାଲେଶ୍ୱର ଟ୍ରେନ ଦୁର୍ଘଟଣା ପରେ ବିଭିନ୍ନ ସ୍ଥାନରୁ ଟ୍ରେନ ଦୁର୍ଘଟଣା ଏବଂ ଟ୍ରେନ ସହ ଜଡିତ ବିଭିନ୍ନ ଘଟଣା ସାମନାକୁ ଆସୁଛି । ଏବେ ଉତ୍ତରାଖଣ୍ଡର ହଲ୍ଦୱାନୀ ସହରରୁ ମଧ୍ୟ ସେହିଭଳି ଏକ ଘଟଣା ସାମନାକୁ…