fbpx
Browsing Category

ଅପରାଧ

Video: ସିସୋଦିଆଙ୍କ ବେକକୁ ଧରି ଟାଣିନେଲା ପୋଲିସ, କେଜ୍ରିୱାଲ କହିଲେ ଏପରି ବ୍ୟବହାର ପାଇଁ ଉପରୁ ଆଦେଶ ମିଳିଛି କି?

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ଆଜି ପୋଲିସ ରାଉଜ ଏଭେନ୍ୟୁ କୋର୍ଟ ନେଇଯାଇଛନ୍ତି । ଏହାଦ୍ୱାରା ପୋଲିସ ମନିଷ ସିସୋଦିଆଙ୍କୁ ସୁରକ୍ଷା ଘେରରେ ନେଉଥିବା…

ଜେଲ ଭିତରେ ମହିଳା କଏଦୀଙ୍କ ଆତ୍ମହତ୍ୟା: ଝାରପଡା କାରାଗାରରେ ଥିଲେ ସୁକାନ୍ତି

ଭୁବନେଶ୍ୱର: ଆଜି ମୃତ୍ୟୁବରଣ କରିଛନ୍ତି ଝାରପଡା ଜେଲର ଜଣେ ମହିଳା କଏଦୀ । ଜେଲରେ ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା କଏଦୀ ସୁକାନ୍ତି ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ତେବେ ଏହି ମାମଲାକୁ ନେଇ ବର୍ତ୍ତମାନ…

୪ର୍ଥ ଶ୍ରେଣୀର ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ କଲେ ପଡୋଶୀ, ଶେଷରେ ପ୍ରେଗନେଣ୍ଟ କଥା ଜାଣି କରାଇଲେ ଗର୍ଭାପାତ

ଲକ୍ଷ୍ନୌ: ଦେଶରେ ବଳତ୍କାର ମାମଲା ବଢିବାରେ ଲାଗିଛି । ଏହିପରି ଏକ ଘଟଣା ଉତ୍ତରପ୍ରଦେଶର ଗୋସାଇଁଗଜ ଥାନା ଅନ୍ତର୍ଗତ ଅମେଠି କସ୍ୱେରରେ ଘଟିଥିବା କଥା ସାମ୍ନାକୁ ଆସିଛି। ଜଣେ ୮ ବର୍ଷୀୟ ନାବାଳିକା ଗୋଟିଏ ମାଂସ ଦୋକାନୀ…

ସମୀର ଓ ତାଙ୍କ ପତ୍ନୀଙ୍କୁ ମିଳୁଛି ଧମକ, ୪ ଦିନ ହେବ ଆସୁଛି ଅଶ୍ଳୀଳ ମେସେଜ୍

ମୁମ୍ବାଇ: ମୁମ୍ବାଇ ଏନସିବିର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ଓ ତାଙ୍କ ପତ୍ନୀଙ୍କୁ ଧମକ ମିଳୁଥିବାର ଖବର ଏବେ ସାମ୍ନାକୁ ଆସିଛି । ଏ ବିଷୟରେ ନିଜେ ସମୀର ସୂଚନା ଦେଇଛନ୍ତି । ସେ କହିଛନ୍ତି ମୋତେ ଓ ମୋ…

ଭୀଷଣ ଗରମରେ ୨ବର୍ଷର ଶିଶୁକୁ କାରରେ ଛାଡି ଚାଲିଗଲା ମାଆ, ୧୫ ଘଣ୍ଟାପରେ ମନେପଡିଲା ପରେ…

ନୂଆଦିଲ୍ଲୀ: ଦୁଇ ବର୍ଷର ଶିଶୁକୁ ଭୀଷଣ ଗରମ କାରରେ ଛାଡି ଚାଲିଗଲା ମାଆ । ୧୫ଘଣ୍ଟା ପରେ ଶିଶୁର କଥା ମନେ ପଡିବା ପରେ କାରକୁ ଯାଇ ଦେଖିବା ପରେ ଶିଶୁଟିର ମୃତ୍ୟୁ ଘଟିଛି । ଏହି ମାମଲାରେ ପୋଲିସ ଶିଶୁର ପିତା…

ଭିଜିଲାନ୍ସ ଜାଲରେ କିରାଣି: ଲାଞ୍ଚ ନେବା ବେଳେ ଧରିଲା ଟିମ୍

ସୁବର୍ଣ୍ଣପୁର: ଭିଜିଲାନ୍ସ ଜାଲେରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟର କିରାଣି । ୧୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗୋଲକ ବିହାରୀ ପୋଢ ଗିରଫ ହୋଇଛନ୍ତି । ସୂଚନା ଅନୁସାରେ, ସେ ଏରିଅର୍ ବିଲ୍ କରାଇ ଦେବାକୁ ନେଇ…

ମେକ୍ସିକୋରେ ଗୁଳିକାଣ୍ଡ: ୧୦ ମୃତ, ୯ ଆହତ

କାଲିଫର୍ଣ୍ଣିଆ: ଉତ୍ତର ଆମେରିକାର ଦେଶ ମେକ୍ସିକୋରୁ ବଡ ଖବର ସାମ୍ନାକୁ ଆସିଛି, ମେକ୍ସିକୋର ବାଜା କାଲିଫର୍ଣ୍ଣିଆରେ ରକ୍ତପାତ ଘଟିଛି। ଏଠାରେ ଜଣେ ଅଜ୍ଞାତ ବନ୍ଧୁକଧାରୀ ନିର୍ଦ୍ଦିଷ୍ଟ ଭାବରେ ଗୁଳି ଚଳାଇଥିଲେ। ଏହି…

ଚାଲାଣ ସମୟରେ ୩୨ ଗୋରୁଙ୍କୁ ଉଦ୍ଧାର କଲା ପୋଲିସ ଟିମ୍, ୩ ଅଟକ

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଠାରେ ୩୨ଟି ଗୋରୁଙ୍କୁ ଉଦ୍ଧାର କରାଯ।।ଇଛି । ଏହି ମାମଲାରେ ୩ଜଣଙ୍କୁ ଅଟକ ରଖାଯାଇଛି । ଗୋରୁ ଚାଲାଣ ସମୟରେ କରଞ୍ଜିଆ ଏବଂ ତୁରୁମୁଙ୍ଗା ପୋଲିସ ଦୁଇଟି ପୃଥକ ଘଟଣାରେ ଧରିଛନ୍ତି…

ଅଦ୍ଭୁତ ଘଟଣା! ପୋଲିସ ମେସରୁ ୩୦୦KG ର ତୋପ ଚୋରି: ୧୫ ଦିନ ପର୍ଯ୍ୟନ୍ତ ଜାଣି ପାରିଲେନି ଅଫିସର

ଚଣ୍ଡୀଗଡ: ଚଣ୍ଡୀଗଡର ସେକ୍ଟର-୧ରେ ପଞ୍ଜାବ ସଶସ୍ତ୍ର ପୋଲିସ ବଳର ୮୨ ବାଟାଲିୟନ ଜିଓ ମେସରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ମେସ୍ ବାହାରୁ ୩ ଫୁଟ ଲମ୍ବା ୩୦୦ କେଜି ର ଏକ ତୋପ ଚୋରି ହୋଇଥିବା ଜାଣିବାକୁ ମିଳିଛି ।…

କାଟିଦେଲେ ଚାରୋଟି ଆଙ୍ଗୁଠି, ଜଳାଇଦେଲେ ଏସିଡରେ, ୯ବର୍ଷର ଶିଶୁକୁ ଏପରି ହତ୍ୟା କଲେ ଦୁର୍ବୁତ୍ତ

ନୂଆଦିଲ୍ଲୀ: ଚାରି ଦିନ ପୂର୍ବେ ଭୈଶାଲିର ଜାନ୍ଦା ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ଘରୁ ନିଖୋଜ ହୋଇଯାଇଥିବା ୯ ବର୍ଷର ବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଶବରୁ ଦୁର୍ଗନ୍ଧ ବାହାରୁଥିଲା। ମୃତ ଝିଅର ଜେଜେବାପା…