Browsing Category

ଅପରାଧ

ପୁଅର ଋଣ ସୁଝିବାକୁ ରାଜି ହେଲେନି ପରିବାର, ଗଲଫ୍ରେଣ୍ଡ ସମେତ 5ଜଣଙ୍କୁ ହତ୍ୟା କଲା ଯୁବକ

ନୂଆଦିଲ୍ଲୀ; କେରଳର ଥିରୁବନ୍ତପୁରମ୍‌ରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୨୩ ବର୍ଷୀୟ ଯୁବକ ଆଫାନ ପୋଲିସ ଷ୍ଟେସନକୁ ଯାଇ ହତ୍ୟା କରି ଆତ୍ମସମର୍ପଣ କରିଛି । ଏହି ଭୟଙ୍କର ହତ୍ୟାକାଣ୍ଡରେ…

ହଷ୍ଟେଲରେ ଶିଶୁକୁ ଜନ୍ମ ଦେଲେ ୧୦ମ ଛାତ୍ରୀ, ପରୀକ୍ଷା ଦେଇ ଫେରିବା ପରେ କଲେ ପ୍ରସବ

ଚିତ୍ରକୋଣ୍ଡା: ହଷ୍ଟେଲରେ ପ୍ରସବ କଲେ ୧୦ମ ଶ୍ରେଣୀ ଛାତ୍ରୀ। ପରୀକ୍ଷା ଦେଇ ଫେରିବା ପରେ ହଷ୍ଟେଲରେ କଲେ ପ୍ରସବ। ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଥିବା ଏକ ବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଏହି ଖବର ପାଇବା…

Breaking: ଚିକେନ୍ ତରକାରୀ ନ କରିବାରୁ ନୃଶଂସ ପାଲଟିଲା ସ୍ବାମୀ, ଶକ୍ତ ଚାପୁଡ଼ା ମାରିବାରୁ ଉଡିଗଲା ସ୍ତ୍ରୀର ପ୍ରାଣବାୟୁ

ଭୁବନେଶ୍ବର: ଢେଙ୍କାନାଳରୁ ସାମ୍ନାକୁ ଆସିଛି ଜଘନ୍ୟ ହତ୍ୟାକାଣ୍ଡ । ଚିକେନ ତରକାରୀ ପାଇଁ ସ୍ତ୍ରୀର ଚାଲିଗଲା ଜୀବନ । କଥାଟି ଶୁଣିବା ପାଇଁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସମ୍ପୁର୍ଣ୍ଣ ସତ୍ୟ । ଖବର ଅନୁସାରେ,…

ଇନଷ୍ଟାଗ୍ରାମ ସାଙ୍ଗର ଜଘନ୍ୟ କାଣ୍ଡ: ୧୦ମ ଶ୍ରେଣୀ ଝିଅର ତଣ୍ଟି କାଟିଲା +୨ ଛାତ୍ର

ଚେନ୍ନାଇ: ସାଙ୍ଗ, ସାଥୀ କରିବାର ମାଧ୍ୟମ ବର୍ତ୍ତମାନ ସମୟରେ କେବଳ କ୍ଲାସ ରୁମ୍ କିମ୍ବା ଟ୍ୟୁସନରେ ସିମିତ ନାହିଁ । ଅନଲାଇନ ଯୁଗରେ ପିଲାଠାରୁ ଆରମ୍ଭ କରି ବୃଦ୍ଧ ସମସ୍ତେ ଫେସବୁକ୍, ଇନଷ୍ଟାଗ୍ରାମ ଭଳି ସୋସିଆଲ ସାଇଟରୁ…

ଛାତ୍ରକୁ ଆଣ୍ଠେଇ, ତା’ ଉପରେ ବସିପଡିଲା ଶିକ୍ଷକ, ପିଟିପିଟି ଭାଙ୍ଗିଦେଲା ଗୋଡ଼, ପରେ ଚିକିତ୍ସା ପାଇଁ ଦେଉଛି ୨୦୦ ଟଙ୍କା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ହରଦୋଇ ଜିଲ୍ଲାରେ ଜଣେ ଶିକ୍ଷକର ନୃଶଂସ କାର୍ଯ୍ୟକଳାପ ଦେଖିବାକୁ ମିଳିଛି। ଜଣେ ନିରୀହ ୧୦ ବର୍ଷର ପିଲାକୁ ସେ ଏତେ ଜୋରରେ ବାଡ଼େଇଛି ଯେ, ସେହି ପିଲାର ଗୋଡ଼ ଭାଙ୍ଗିଯାଇଛି ଏବଂ ତା’ କାନକୁ…

Breaking: ଏକତରଫା ପ୍ରେମର କରୁଣ ପରିଣତି, ଯୁବତୀର ବେକ କାଟି ମାରିଦେଲା ପ୍ରେମିକ

ବାଲେଶ୍ୱର: ଝିଅକୁ କରୁଥିଲା ଏକ ତରଫା ପ୍ରେମ। ହେଲେ ଏଥିରେ ରାଜି ନହେବାରୁ ରାଗି ଯାଇଥିଲା ପ୍ରେମିକ ଜଣକ। ତେଣୁ ସବୁଦିନ ପାଇଁ ବାଟରୁ ଶେଷ କରିଦେବାକୁ ରଚିଥିଲା ଷଡ଼ଯନ୍ତ୍ର। ମୋର ନୁହଁ ତ ଆଉ କାହାର ନୁହଁ।…

Breaking: ବରକୁ ମାରିବାକୁ ଦିଆଯାଇଥିଲା ସୁପାରୀ, ଗାଁ ଲୋକଙ୍କ ପାଇଁ ବଞ୍ଚିଗଲା ଜୀବନ

ବଲାଙ୍ଗିର: ବାହାଘର ଏମିତି ଏକ ଦିନ ଏହି ଦିନକୁ ପ୍ରାୟ ସବୁ ପୁଅ ଝିଅ ଅପେକ୍ଷା କରି ରହିଥାନ୍ତି। ଠିକ୍ ସେହିପରି ବଲାଙ୍ଗିରରେ ମଧ୍ୟ ଏକ ବାହାଘରର ଆୟୋଜନ କରାଯାଇଥିଲା। ଆଉ ବରଟି ଅନେକ ସ୍ୱପ୍ନ ନେଇ ନିଜ ଜୀବନ ସାଥୀକୁ…

ଅପହରଣର ୩ ଦିନ ପରେ ପୋଖରୀରୁ ମିଳିଲା ନାବାଳିକାର ମୃତଦେହ

ବାଲେଶ୍ୱର: ପ୍ରଥମେ ଅପହରଣ। ପରେ ନାବାଳିକାକୁ ଦୁଷ୍କର୍ମ। ଏତିକିରେ ମଣିଷ ରୂପୀ ରାକ୍ଷସଙ୍କର ମନ ଭରିଲାନି ଯେ ଶେଷରେ ହତ୍ୟା କରି ପୋଖରୀରେ ଫୋପାଡିଦେଲେ ନିଷ୍ପାପ ଝିଅଟିକୁ। ଅପହରଣର ୩ ଦିନ ପରେ ପୋଖରୀରୁ ନାବାଳିକାର…

Breaking: BSKY କାର୍ଡରେ ରୋଗୀ ଚାଲାଣ, ମହିଳା ଦଲାଲ ଓ ଡ୍ରାଇଭର ଗିରଫ

ବଲାଙ୍ଗିର: ବିଏସକେୱାଇ (ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ) କାର୍ଡ କେଳେଙ୍କାରୀରେ ଗିରଫ ହେଲେ ୨ ଜଣ । ଅଭିଯୁକ୍ତ ମହିଳା ଦଲାଲ ରଶ୍ମିତା ବାରିକ ଗିରଫ । ରଶ୍ମିତାଙ୍କ ଡ୍ରାଇଭର କରନ ଦାସଙ୍କୁ ମଧ୍ୟ ବାନ୍ଧିଛି…

ଅନ୍ୟ ମହିଳାଙ୍କ ସହ ସ୍ୱାମୀର ଖରାପ ସମ୍ପର୍କ ଥିବା ଜାଣିଦେଲା ସ୍ତ୍ରୀ’… କୁମ୍ଭମେଳା ଡାକିଆଣି ସ୍ତ୍ରୀ’ ତଣ୍ଟି କାଟିଦେଲା ସ୍ୱାମୀ

ପ୍ରୟାଗରାଜ: ଦିଲ୍ଲୀର ଦମ୍ପତି ପ୍ରୟାଗରାଜ ଆସିଥିଲେ କୁମ୍ଭମେଳା ଦେଖିବା ପାଇଁ । କିନ୍ତୁ ସ୍ତ୍ରୀ ଜାଣି ନ ଥିଲା କୁମ୍ଭମେଳାରେ ପୁଣ୍ୟ କଲା ପରେ ସେ ସବୁଦିନ ପାଇଁ ଆଖିବୁଜିଦେବ । ୪୮ ବର୍ଷୀୟ ଅଶୋକ କୁମାର ଦିଲ୍ଲୀର…