Browsing Category

ଅପରାଧ

ଯବାନଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ଖଞ୍ଜିଥିଲେ ମାଓବାଦୀ, ଚାଲିଗଲା ଯୁବକଙ୍କ ଜୀବନ

ସୁନ୍ଦରଗଡ଼: ସରଣ୍ଡା ଜଙ୍ଗଲ ସଂଲଗ୍ନ ବଲିବା ଗାଁରେ ବିସ୍ଫୋରଣ । ସୁନ୍ଦରଗଡ଼ ଜିଲ୍ଲା ଜରେଇକେଲା ସିମାନ୍ତରୁ ମାତ୍ର 25 କିମି ଦୂରରେ ଥିବା ସରଣ୍ଡା ଜଙ୍ଗଲ ସଂଲଗ୍ନ ବଲିବା ଗାଁରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ…

ବେଆଇନ ଗୋରୁ ବୋଝେଇ ଗାଡି ଜବତ

ଭଦ୍ରକ: ବେଆଇନ ଗୋରୁ ଚାଲାଣ ଥମିବାର ନାଁ ନେଉନାହିଁ। ଦିନକୁ ଦିନ ଏହା ବଢ଼ିବାରେ ଲାଗିଛି। ସେହିପରି ଏକ ଘଟଣା ଭଦ୍ରକରେ ଦେଖିବାକୁ ମିଳିଛି। ଯେଉଁଥିରେ କିଛି ମାଫିଆ ଆରଏମସି ମାର୍କେଟ ପରିସରରୁ ବେଆଇନ ଭାବେ ଗୋରୁ…

ଚତୁର୍ଥୀ ଦିନ ପ୍ରେମିକଙ୍କୁ ଡାକି ଫେରାର ହୋଇଗଲେ ନବବଧୂ, ବର ଜଳକା, ପଞ୍ଚାୟତ ଦେଲା ଏମିତି ରାୟ…

ଲକ୍ଷ୍ନୌ,୩୧ା୫: ଜଣେ ବର ସାଥୀରେ ବରଯାତ୍ରୀ ଧରି ରୋଷଣୀ କରି ବିବାହ କରି କନ୍ୟାଙ୍କୁ ଘରକୁ ଆଣିଥିଲେ । ସେ କନ୍ୟା ସହିତ ଏକ ସୁନ୍ଦର ଜୀବନର ସ୍ୱପ୍ନ ଦେଖିଥିଲେ। କିନ୍ତୁ ସେ ଜାଣି ନଥିଲେ ଯେ କନ୍ୟା ମନରେ କ’ଣ  ଯୋଜନା…

ପ୍ରେମିକା ସହ ମିଶି ସ୍ତ୍ରୀକୁ ବିଷାକ୍ତ ଇଞ୍ଜେକ୍ସନ ଦେଲା ଯବାନ ସ୍ୱାମୀ, ମରିବା ଯାଏଁ ଛଟପଟ ହେଉଥିବାର ଦେଖୁଥିଲା

ନୂଆଦିଲ୍ଲୀ: ଜଣେ ଯବାନ ସ୍ୱାମୀ ପ୍ରେମିକା ସହ ମିଶି ସ୍ତ୍ରୀକୁ ମାରିଦେଇଛି। ସ୍ୱାମୀ ତା’ ସ୍ତ୍ରୀକୁ ପ୍ରଥମେ ବିଷାକ୍ତ ଇଞ୍ଜେକ୍ସନ ଦେଲା। ଏହାପରେ ତା’ ମୁଣ୍ଡକୁ ପିଟିପିଟି ହତ୍ୟା କଲା। ଏହି ଘଟଣାଟି ମହାରାଷ୍ଟର…

ଘର ମାଲିକ ଦେହରେ କିରାସିନି ଢ଼ାଳି ନିଆଁ ଲଗାଇ ହତ୍ୟାକଲେ ଭଡ଼ାଟିଆ ମହିଳା

ବ୍ରହ୍ମପୁର:  ଭଡ଼ାଟିଆ ମହିଳାଙ୍କ ନାରକୀୟ କାଣ୍ଡ। କିରୋସିନି ଢ଼ାଳି ଘର ମାଲିକ ଦେହରେ ନିଆଁ ଲଗାଇଦେଲେ। ଆଉ ଛଟପଟ ହୋଇ ଚାଲିଗଲା ବୃଦ୍ଧ ଘର ମାଲିକଙ୍କ ଜୀବନ। ହଁ ଏହି ହତ୍ୟାକାଣ୍ଡଟି କୌଣସି ଅନ୍ୟ ରାଜ୍ୟରେ ନୁହେଁ ବରଂ…

ଚାଲାଖ ଚୋର, ଦିନରେ ସ୍କୁଲ ବସ୍ ଡ୍ରାଇଭର ସାଜି ତଥ୍ୟ ନେଉଥିଲା, ରାତିରେ ଘରେ ପଶି କଳାକନା ବୁଲାଉଥିଲା

ଢ଼େଙ୍କାନାଳ:  ଚୋରର ନୂଆ ଫଣ୍ଡା। ଦିନରେ ସ୍କୁଲ ବସ୍ ଡ୍ରାଇଭର ଆଉ ରାତିରେ ସେହି ସ୍କୁଲ ପିଲାଙ୍କ ଘରୁ ଚୋରି। ପ୍ରକୃତରେ ପ୍ରଫେସନ ଚୋରି ହେଲେ ଡାଟା ସଂଗ୍ରହ ପାଇଁ ସାଜିଥିଲା ସ୍କୁଲ ବସ୍ ଡ୍ରାଇଭର। ଏପରି ଏକ ଚତୁର…

ପ୍ରେମିକା ସହ ଫେରାର ହେଲା, ଜେଲ ବି ଗଲା, ଶେଷରେ ଗୁଳି ଖାଇ ମରିଲା

ଉତ୍ତରପ୍ରଦେଶ: ଦିନକୁ ଦିନ ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା। ବିଶେଷକରି ପ୍ରେମ ସମ୍ପର୍କକୁ ନେଇ ବେଶୀ ମାତ୍ରାରେ ଏହି ଘଟଣା ସାମ୍ନାକୁ ଆସୁଛି। ସେହିଭଳି ଉତ୍ତର ପ୍ରଦେଶର ମିରଟରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି।…

ଭାଉଜର କଟା ମୁଣ୍ଡ ଧରି ରାସ୍ତାରେ ବୁଲିଲା ଦିଅର, ଶେଷରେ ଥାନାରେ କଲା ସରେଣ୍ଡର

କୋଲକାତା: ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଭାଉଜର ମୁଣ୍ଡ କାଟି ହତ୍ୟା କରିଛି ଦିଅର । କଟା ମୁଣ୍ଡ ଓ ରକ୍ତାକ୍ତ ହତିଆରକୁ ଧରି ରାସ୍ତାରେ କିଛି ସମୟ ବୁଲିବା ପରେ ଦିଅର ଯାଇ…

ସାବିତ୍ରୀ ସାଜିଲା ଯମ, ପୁଅ ସହ ମିଶି ସ୍ୱାମୀକୁ ଜୀଅନ୍ତା ଜାଳି କଲା ହତ୍ୟା

ନୟାଗଡ: ନୟାଗଡ ଫରେଷ୍ଟରଙ୍କ ଦରପୋଡା ମୃତଦେହ ମିଳିବା ଘଟଣା ଉପରୁ ହଟିଛି ପରଦା । ପରକୀୟା ପ୍ରୀତି ପାଇଁ ହତ୍ୟା କରାଯାଇଥିବା କହିଲେ ଏସଡିପିଓ । ଫରେଷ୍ଟରଙ୍କୁ ହତ୍ୟା କରାଯାଇଥିବା ସ୍ତ୍ରୀ ଓ ପୁଅଙ୍କ ଦ୍ୱାରା…

ପିନ୍ଧାଲୁଗା ଫୋପାଡ଼ି ଡାକ୍ତରଖାନାରେ ତାଣ୍ଡବ କଲେ, କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ

ଉତ୍ତରପ୍ରଦେଶ: ଡାକ୍ତରଖାନାକୁ ସମସ୍ତେ ସୁରକ୍ଷିତ ଭାବେ ଚିକିତ୍ସା ପାଇଁ ଯାଇଥାନ୍ତି, ଥରେ ଭାବିଲେ ଯଦି ଡାକ୍ତରଖାନାରେ କିଏ ବାହାର ଲୋକ ପଶି ମାରିଦେବା ପାଇଁ ଗଣ୍ଡଗୋଳ କରେ ତେବେ ସେଠାରେ ସମସ୍ତଙ୍କ ଅବସ୍ଥା କଣ ହେବ?…