fbpx
Browsing Category

ଅପରାଧ

ପ୍ରସବ ପୂର୍ବରୁ ଯୌନ ନିର୍ଣ୍ଣୟ ଭିଡ଼ିଓ ଉପରେ ରୋକ ଲଗେଇଲେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ..

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମଙ୍ଗଳବାର ଦିନ ୟୁଟ୍ୟୁବର୍ମାନଙ୍କୁ ନୋଟିସ୍ ପଠାଇଛି ଯେଉଁମାନେ ପ୍ରସବ ପୂର୍ବରୁ ଯୌନ ନିର୍ଣ୍ଣୟ ଉପରେ ଭିଡିଓ ଅପଲୋଡ୍ କରିଥିଲେ। ୩୬ ଘଣ୍ଟା ମଧ୍ୟରେ…

କୋର୍ଟ ଶୁଣାଇଲେ ଦଣ୍ଡାଦେଶ, ଏଣିକି କାରାଗାରରେ ବିତିବ ଆଶାରାମଙ୍କ ଜୀବନ

ଗାନ୍ଧିନଗର: ମହିଳା ଶିଷ୍ୟଙ୍କ ସହ ପୁରୁଣା ବଳାତ୍କାର ମାମଲାରେ ଆତ୍ମଘୋଷିତ ଗଡମ୍ୟାନ ଆଶାରାମ ବାପୁଙ୍କୁ ଗତକାଲି ଦୋଷୀ ସାବ୍ୟସ୍ତ କରିଥିଲା କୋର୍ଟ ।ଆଉ ଆଜି ତାଙ୍କ ଦଣ୍ଡ ଘୋଷଣା କରାଯାଇଛି ।ଆଶାରାମ ଙ୍କୁ ଆଜୀବନ ଜେଲ…

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବି କଲା ବିଜେପି

ଭୁବନେଶ୍ୱର: ଆଜକୁ ଦୁଇଦିନ ତଳେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଜଣେ ପୋଲିସ ଅଧିକାରୀ ଗୁଳି କରିଥିଲେ । ଫଳରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ତେବେ ଏହି ଘଟଣାରେ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ…

ଗୁଜୁରାଟ ପ୍ରଶ୍ନପତ୍ର ଲିକ; ମାଲକାନଗିରି ଶିକ୍ଷକ ଗିରଫ

ଭୁବନେଶ୍ୱର: ବର୍ତ୍ତମାନ ଗୁଜରାଟ ରାଜ୍ୟରେ ପ୍ରଶ୍ନପତ୍ର ଲିକ ମାମଲା ସାମ୍ନାକୁ ଆସିଛି । ଏହି ମାମଲାରେ ଓଡ଼ିଶା ଶିକ୍ଷକ ପ୍ରଶ୍ନପତ୍ର ଯୋଗାଇ ଦେବା କାର୍ଯ୍ୟରେ ଲିପ୍ତ ଥିଲେ । ତେଣୁ ପୋଲିସ ଆଜି ମାଲକାନଗିରି…

ପାକିସ୍ତାନ ମସଜିଦରେ ବିସ୍ଫୋରଣ: ୬୩ ମୃତ, ୧୫୦ ଆହତ

ଇସଲାମାବାଦ: ତହରିକ-ଏ-ତାଲିବାନ(ଟିଟିପି) ଆତଙ୍କ ପାକିସ୍ତାନରେ ବଢିବାକୁ ଲାଗିଛି । ଗତକାଲି ପାକିସ୍ତାନର ପେଶାୱରରେ ଏହି ଆତଙ୍କି ସଂଗଠନ କଡ଼ା ସୁରକ୍ଷା ଭିତରେ ନମାଜ ପଢାଯାଉଥିବା ମସଜିଦରେ ପ୍ରବେଶ କରି ଆତ୍ମଘାତୀ…

(Video)ନମାଜ ପଢିବାକୁ ଧାଡିରେ ଛିଡା ହେଲେ, ଆଉ ପରେ ନିଜ ସହ ମସଜିଦକୁ ଉଡ଼େଇ ଦେଲେ;ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓ

ନୂଆଦିଲ୍ଲୀ: ପାକିସ୍ତାନରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ୪୬ ଜଣ ପ୍ରାଣ ହରାଇଛନ୍ତି ଏବଂ ୧୪୦ ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଆତ୍ମଘାତୀ ବିସ୍ଫୋରଣକାରୀ ପେଶୱାରର ଏକ ମସଜିଦରେ ବିସ୍ଫୋରଣ କରିଥଲା, ଏହା ପରେ…

ଆଶାରାମ ବାପୁଙ୍କୁ ବଡ ଝଟକା, ଯୌନ ଉତ୍ପୀଡ଼ନ ମାମଲାରେ ବାବାଙ୍କୁ ଦୋଷୀ ସାବ୍ୟସ୍ତ କଲା ଗୁଜୁରାଟ କୋର୍ଟ

ଗାନ୍ଧିନଗର:ଗାନ୍ଧିନଗର କୋର୍ଟ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଜଣେ ମହିଳା ଶିଷ୍ୟଙ୍କ ସହ ପୁରୁଣା ବଳାତ୍କାର ମାମଲାରେ ଆତ୍ମଘୋଷିତ ଗଡମ୍ୟାନ ଆଶାରାମ ବାପୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ ।…

ଜୁଇରେ ଜଳୁଛି ନବଙ୍କ ମରଶରୀର, ସେପଟେ ASIକୁ ଗିରଫ କଲା କ୍ରାଇମ ବ୍ରାଞ୍ଚ

ଭୁବନେଶ୍ୱର:ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗତ କାଲି ଦିନ ଦ୍ୱିପ୍ରହରରେ ଗୁଳିମାରି ହତ୍ୟା କରାଯାଇଛି । ତେବେ ହତ୍ୟା କାରୀ ଆଉ କେହି ନୁହେଁ ବରଂ ଜଣେ ପୋଲିସ ଏଆଇସି । ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ କ୍ରାଇମ…

ଗୋପାଳଙ୍କୁ କ୍ରାଇମବ୍ରଞ୍ଚର ଜେରା; ସାମ୍ନାକୁ ଆସିଲା ରୋଚକ ତଥ୍ୟ

ଝାରସୁଗୁଡା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ଘଟଣାରେ ଏଏସଆଇ ଗୋପାଳ କୃଷ୍ଣ ଦାସଙ୍କୁ କ୍ରଇମବ୍ରଞ୍ଚ ଜେରା କରୁଛି । ଫଳରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି । ବର୍ତ୍ତମାନ ଗୋପାଳଙ୍କ ସର୍ଭିସ ବୁକ୍…

ବୟଫ୍ରେଣ୍ଡ ସହ ବୁଲିବାକୁ ଯାଇଥିଲେ ଯୁବତୀ, ନକଲି ପୋଲିସ ତାଙ୍କ ସହ ଏପରି କଲେ ଗଣଦୁଷ୍କର୍ମ

ଥାନେ: ମହାରାଷ୍ଟ୍ର ରାଜ୍ୟର ଥାନେ ଜିଲ୍ଲାରେ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । ଥାନେର ଠାକୁରାଳୀ ରେଲୱେ ଷ୍ଟେସନ ପାଖରେ ପୋଲିସକର୍ମୀ ସାଜି ଏକ ୧୭ ବର୍ଷିୟ ଝିଅସହ ଗଣଦୁଷ୍କର୍ମ କାର୍ଯ୍ୟ କରିଛନ୍ତି । ଏହା…