fbpx
Browsing Category

ଅପରାଧ

(VIDEO) ନର୍କୋଟେଷ୍ଟ ପାଇଁ ଯିବା ସମୟରେ ମନଖୋଲି ହସିଲା ଗୋପାଳ; ହସ ପଛରେ ରହିଛି କି କିଛି ରହସ୍ୟ !

ଭୁବନେଶ୍ୱର: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାରୀ ଗୋପାଳ ଦିନକୁ ଦିନ ଅଜବ ଅଜବ ହରକତ କରୁଛି । ଯାହାକୁ ଦେଖିବା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ । ବର୍ତ୍ତମାନ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ।…

ହେପାଜତ ଧନେଶ୍ୱର ମୃତ୍ୟୁ ମାମଲା; ବିଟ ହାଉସ ଜାଳିଦେଲେ ଗ୍ରାମବାସୀ

କଟକ: ହେପାଜତ ମୃତ୍ୟୁ ମାମଲାକୁ ନେଇ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଛି । ବର୍ତ୍ତମାନ ଗ୍ରାମବାସୀ ବିଟ୍ ହାଉସ୍ ଜାଳିଦେବା କଥା ସାମ୍ନାକୁ ଆସିଛି । ବଡ଼ମ୍ବା ବାଣପୁର ବିଟ୍ ହାଉସକୁ ଉତ୍ତ୍ୟକ୍ତ…

ହେପାଜତ ମୃତ୍ୟୁ ମାମଲା: ବନଖଣ୍ଡର ୨ଏସିଏଫ ଅଟକ

କଟକ: ମୃତକ ଧନେଶ୍ୱର ବେହେରାଙ୍କ ପରିବାର ଓ ସଂପର୍କୀୟ ବଡ଼ମ୍ବା ରେଞ୍ଜର ଓ ଦୁଇ ଏସିଏଫଙ୍କ ନାଆଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସେମାନଙ୍କ କହିବା ଅନୁଯାୟୀ, ଧନେଶ୍ୱର ବେହେରା ଜଣେ ଦିନ ମଜୁରିଆ। ଗତକାଲି ସେ…

ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ବୋମା ମାଡ; ୩ ଆହତ

ଭୁବନେଶ୍ୱର: ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ବୋମା ମାଡ ହୋଇଛି । ଫଳରେ ୩ ଜଣ ହୋଟେଲ କର୍ମଚାରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ତେବେ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ତେବେ…

୫୮ ବର୍ଷୀୟ ମହିଳାଙ୍କୁ ବଳତ୍କାର କରି ହତ୍ୟା ମାମଲା, ୧୬ ବର୍ଷର କିଶୋର ଗିରଫ

ରିୱା: ମଧ୍ୟପ୍ରଦେଶର ରିୱା ଜିଲ୍ଲାରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ୧୬ବର୍ଷର ବାଳକ ୫୮ ବର୍ଷୀୟ ମହିଳାଙ୍କ ସହ ବଳତ୍କାର କରି ହତ୍ୟା କରିଛି । ପୋଲିସ ସୂଚନା ଅନୁସାରେ, ଏହି ଘଟଣାଟି ୩୦ ଜାନୁଆରୀ ରାତିରେ…

ପୂର୍ବତନ କ୍ରିକେଟର ବିନୋଦ କାମ୍ବଲିଙ୍କ ନାଁରେ ମାମଲା; ଏହି କାରଣ ପାଇଁ ଯାଇପାରନ୍ତି ଜେଲ୍ !

ମୁମ୍ବାଇ: ଭାରତର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି ପୁଣି ଥରେ ବିବାଦ ଘରରେ ଛନ୍ଦି ହୋଇଯାଇଛନ୍ତି । ଫଳରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି । ତେବେ ପୋଲିସ ୩୨୪ ଓ ୫୦୪ ଆଇପିସି ଦଫାରେ ମାମଲା ରୁଜୁ କରିଛି । ତେବେ…

ଉବେର ବାଇକରେ ଯାଉଥିବା ବେଳେ ଡକାୟତି ଉଦ୍ୟମ, ପର୍ସ ବଞ୍ଚାଇବାକୁ ଯାଇ ତଳେ ପଡ଼ିଗଲେ ମହିଳା

ନୂଆଦିଲ୍ଲୀ: ଉବେର ବାଇକ ଚଳାଉଥିବା ଜଣେ ମହିଳାଙ୍କୁ ଲୁଟିବାର ଚେଷ୍ଟା କଥା ସାମ୍ନାକୁ ଆସିଛି । ଏହି ଘଟଣାରେ ମହିଳା ଜଣକ ବାଇକ୍ ରୁ ଖସି ପଡ଼ି ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଏହି…

ପୁଣି ରିମାଣ୍ଡରେ ଯିବ ଅଭିଯୁକ୍ତ ଗୋପାଳ; ଖୋଲିପାରେ ହତ୍ୟା କାଣ୍ଡର ରହସ୍ୟ

 ଝାରସୁଗୁଡା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ପ୍ରତ୍ୟେକ ଦିନ କିଛି ନା କିଛି ତଥ୍ୟ ସାମ୍ନାକୁ ଆସୁଛି । ଫଳରେ ଏହା ହତ୍ୟାକାଣ୍ଡରେ ପୁଣି ଏକ ନୂଆ ମୋଡ ସୃଷ୍ଟି କରୁଛି । ତେବେ ଅଭିଯୁକ୍ତ ଗୋପାଳ ଦାସ…

କମେଣ୍ଟ ପାସକୁ ନେଇ ଅଗ୍ନିମୁଖା ଛାତ୍ରୀ; ଛାତ୍ରଙ୍କୁ ଦେଲେ ଏପରି ଦଣ୍ଡ, ଭିଡିଓ ଭାଇରାଲ

ଅନୁଗୁଳ:ଆଜିକାଲି ସୋସିଆଲ ମିଡିରେ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହେଉଛି । କିଏ ଏହି ଭିଡିଓ ପାଇଁ ବିବାଦରେ ଫସିଯାଉଛି ତ ଆଉ କିଏ ଏହି ଭାଇରାଲ ଭିଡିଓ ପାଇଁ ରାତାରାତି ଷ୍ଟାର ହୋଇଯାଉଛି । ତେବେ ପୂର୍ବୁ ଏହିପରି…

ଦୁଇ ସାଙ୍ଗଙ୍କ ଠାରୁ ୬ଲକ୍ଷ ଝାମ୍ପିନେଲେ ଦୁର୍ବୁତ୍ତ

ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଠାରେ ଏକ ଲୁଟପାଟ ଘଟଣା ସାମ୍ନାକୁ ଆସିଛି । ଦୁଇ ଲୁଟେରା ୬ଲକ୍ଷ ଟଙ୍କା ଝାମ୍ପି ଚମ୍ପଟ ମାରିଛନ୍ତି । ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିବା ବେଳେ ଲୁଟ ହୋଇଥିବା କଥା…